Jump to content

ବୋସୁଟିନିବ

ଉଇକିପିଡ଼ିଆ‌ରୁ
ବୋସୁଟିନିବ
Clinical data
Trade namesBosulif
AHFS/Drugs.commonograph
data
Routes of
administration
By mouth
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • EU: Rx-only
Pharmacokinetic data
Protein binding94–96%
MetabolismBy CYP3A4, to inactive metabolites
Elimination half-life22.5±1.7 hours
ExcretionFoecal (91.3%) and renal (3%)
Identifiers
  • 4-[(2,4-dichloro-5-methoxyphenyl)amino]-6-methoxy-7-[3-(4-methylpiperazin-1-yl)propoxy]quinoline-3-carbonitrile
ECHA InfoCard100.149.122 Edit this at Wikidata
Chemical and physical data
FormulaC26H29Cl2N5O3
Molar mass୫୩୦.୪୫ g·mol−1
3D model (JSmol)
  • Clc1c(OC)cc(c(Cl)c1)Nc4c(C#N)cnc3cc(OCCCN2CCN(CC2)C)c(OC)cc34
  • InChI=1S/C26H29Cl2N5O3/c1-32-6-8-33(9-7-32)5-4-10-36-25-13-21-18(11-24(25)35-3)26(17(15-29)16-30-21)31-22-14-23(34-2)20(28)12-19(22)27/h11-14,16H,4-10H2,1-3H3,(H,30,31) checkY
  • Key:UBPYILGKFZZVDX-UHFFFAOYSA-N checkY
  (verify)

ବୋସୁଟିନିବ (କୋଡ ନାମ SKI-606, ବାଣିଜ୍ୟ ନାମ ବୋସୁଲିଫ) ଏକ ଔଷଧ ଯାହା କ୍ରୋନିକ୍ ମାଇଲୋଜେନସ୍ ଲ୍ୟୁକେମିଆ (CML)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ନିର୍ଦ୍ଦିଷ୍ଟ ଭାବରେ ଏହା ଫିଲାଡେଲଫିଆ କ୍ରୋମୋଜୋମ୍ ପଜିଟିଭ୍ ମାମଲାଗୁଡ଼ିକ ପାଇଁ ବ୍ୟବହୃତ ହୁଏ । [] ଏହା ପାଟିରେ ଦିଆଯାଏ | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ, ବାନ୍ତି, ଥକାପଣ, ଯକୃତ ସମସ୍ୟା, ଶ୍ୱାସନଳୀ ସଂକ୍ରମମଣ, ଜ୍ୱର ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, ହୃଦପିଣ୍ଡ କ୍ଷତି, ଫୁଲା ଏବଂ କିଡନୀ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ବିସିଆର-ଏବିଏଲ ଏବଂ ଏସସିଆରକୁ (BCR-ABL) ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ । []

୨୦୧୨ରେ ଆମେରିକାରେ ଏବଂ ୨୦୧୩ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବୋସୁଟିନିବ ଅନୁମୋଦିତ ହୋଇଥିଲା [] [] ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ପାଇଁ ୨୦୨୧ରେ ୩୪୦୦ ପା‌ଉଣ୍ଡ ଖର୍ଚ୍ଚ ହେଉଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପ୍ରାୟ ୧୭,୦୦୦ ଡଲାର ଅଟେ । []

  1. 1 2 3 "DailyMed - BOSULIF- bosutinib monohydrate tablet, film coated". dailymed.nlm.nih.gov. Archived from the original on 25 March 2021. Retrieved 11 January 2022.
  2. 1 2 3 4 "DailyMed - BOSULIF- bosutinib monohydrate tablet, film coated". dailymed.nlm.nih.gov. Archived from the original on 25 March 2021. Retrieved 11 January 2022.
  3. 1 2 "Bosulif". Archived from the original on 14 November 2021. Retrieved 11 January 2022.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 1015. ISBN 978-0857114105.
  5. "Bosulif Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 11 January 2022.