ବୋଙ୍ଗାଇଗାଓଁ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

Bongaigaon City
বঙাইগাঁও নগৰ
By clockwise : Bongaigaon Railway Crossing view of Mayapuri area, Night view of New Bongaigaon Junction railway station
By clockwise : Bongaigaon Railway Crossing view of Mayapuri area, Night view of New Bongaigaon Junction railway station

ବୋଙ୍ଗାଇଗାଓଁ ଏକ ଭାରତୀୟ ସହର ଅଞ୍ଚଳ କମିଟି (Town Area Committee) ଅଟେ । ଏହା ଆସାମର ବୋଙ୍ଗଇ‌‌ଗାଓଁ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ବୋଙ୍ଗାଇଗାଓଁ ୨୬.୪୭୭୦ ଉତ୍ତର ଅକ୍ଷାଂଶ ଓ ୯୦.୫୫୮୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବୋଙ୍ଗାଇଗାଓଁ ସହରର ମୋଟ ଜନସଂଖ୍ୟା ୧୪୬୭୧ ଅଟେ ।[୨] ସେଥି ମଧ୍ୟରୁ ୫୧.୬୧% ଜଣ ପରୁଷ ହୋଇଥିବା ବେଳେ ୪୮.୩୯% ଜଣ ନାରୀ ଅଟନ୍ତି । ବୋଙ୍ଗାଇଗାଓଁର ସାକ୍ଷରତା ହାର ୭୮.୬୨% ଅଟେ । ଏହା ଜାତୀୟ ହାରଠାରୁ ୧୩.୭୮% ପ୍ରତିଶତ କମ ଅଟେ । ସେଥିରୁ ୪୨.୮୮% ପ୍ରତିଶତ ପୁରୁଷ ଓ ୩୫.୭୪% ନାରୀ ଅଟନ୍ତି । ୯.୭୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଅହମିଆ ବୋଙ୍ଗାଇଗାଓଁର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]