ବେଲାଣ୍ଟାମାବ ମାଫୋଡୋଟିନ

ଉଇକିପିଡ଼ିଆ‌ରୁ
ବେଲାଣ୍ଟାମାବ ମାଫୋଡୋଟିନ
Monoclonal antibody
TypeWhole antibody
SourceHumanized
TargetB-cell maturation antigen (BCMA) (CD269)
Clinical data
Trade namesBlenrep
SynonymsBelantamab mafodotin-blmf, GSK2857916
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC6484H10008N1728O2030S44. (C49H66N6O11)4

ବେଲାଣ୍ଟାମାବ ମାଫୋଡୋଟିନ, ବେପାର ନାମ ବ୍ଲେନ୍ରେମ୍, ଏକ ଔଷଧ ଯାହା ମଲ୍ଟିପ୍ଲ ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] [୧] ଯେତେବେଳେ ଅନ୍ୟ କୌଣସି ଚିକିତ୍ସା ପ୍ରଭାବଶାଳୀ ହୁଏନି, ସେତେବେଳେ ଏହା ବ୍ୟବହୃତ ହୁଏ । [୨] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କେରାଟୋପାଥି, ଦୃଷ୍ଟି ଶକ୍ତି ସମସ୍ୟା, ଅଇ, ଜ୍ୱର, ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ଥକ୍କା ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପ୍ଲାଲେଟ୍ ଅନ୍ତର୍ଭୁକ୍ତ ହୋଇପାରେ । [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୨] ଏହା ସାଇଟୋଟକ୍ସିକ୍ ଏଜେଣ୍ଟ ମୋନୋମେଥାଇଲ୍ ଆରିଷ୍ଟାଟିନ୍ ଏଫ୍ (MMAF) ସହିତ ଯୋଡି ହୋଇଥିବା ଏକ ମୋନୋକ୍ଲୋନାଲ ଆଣ୍ଟିବଡି । [୧] [୩] ମାଇଲୋମା କୋଷଗୁଡ଼ିକରେ ମିଳୁଥିବା ବି-ସେଲ୍ ପରିପକ୍ୱ ଆଣ୍ଟିଜେନ୍ (BCMA) ସହିତ ସ‌ହିତ ଏହି ଆଣ୍ଟିବଡି ଅନୁବନ୍ଧିତ ହୁଏ । [୧]

ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବେଲାଣ୍ଟାମାବ ୨୦୨୦ ମସିହାରେ ଅନୁମୋଦିତ ହୋଇଥିଲା । [୨] [୧] ଯୁକ୍ତରାଷ୍ଟରେ ଏକ ୧୦୦ ମିଗ୍ରା ଭାଏଲର ମୂଲ୍ୟ ୮୮୦୦ଡଲାର ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୫୭୦୦ ପାଉଣ୍ଡ । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Blenrep EPAR". European Medicines Agency (EMA). 23 July 2020. Archived from the original on 1 November 2020. Retrieved 24 September 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Blenrep- belantamab injection, powder, lyophilized, for solution". DailyMed. 5 August 2020. Archived from the original on 27 October 2020. Retrieved 11 August 2020.
  3. "Belantamab Mafodotin-blmf Monograph for Professionals". Drugs.com (in ଇଂରାଜୀ). Retrieved 8 January 2022.
  4. "Blenrep Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 8 January 2022.
  5. "Belantamab mafodotin". SPS - Specialist Pharmacy Service. 17 September 2019. Archived from the original on 11 January 2022. Retrieved 8 January 2022.