ବେବୀ ବିନ୍ଦୀ
ଦେଖଣା
ବେବୀ ବିନ୍ଦୀ | |
---|---|
বেবী বিন্দী | |
ଜନ୍ମ | ବିନ୍ଦୀ ରହମାନ |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି | କଥାଚିତ୍ର ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୨ - ଏବେଯାଏଁ |
ଉଲ୍ଲେଖନୀୟ କୃତି | ଲାଲ କାଜଲ |
ପୁରସ୍କାର | ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର |
ବିନ୍ଦୀ ରହମାନ, ଅଭିନେତ୍ରୀ ଯିଏକି ବଙ୍ଗଳାଦେଶ କଥାଚିତ୍ର ଜଗତରେ ମୁଖ୍ୟତଃ ବେବୀ ବିନ୍ଦୀ ଭାବରେ ଜଣାଶୁଣା ।[୧] ସେ ୧୯୮୨ ମସିହାରେ ଲାଲ କାଜଲ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ବେବୀଙ୍କର ବାପାଙ୍କ ନାମ ଅଜିଜୁର ରହମାନ, ଯିଏକି ଜଣେ ଜଣାଶୁଣା ବଙ୍ଗଳାଦେଶୀ କଥାଚିତ୍ର ନିର୍ଦ୍ଦେଶକ ଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଜନତା ଏକ୍ସପ୍ରେସ (୧୯୮୧)
- ଲାଲ କାଜଲ (୧୯୮୨)
ପୁରସ୍କାର ଏବଂ ନାମାଙ୍କନ
[ସମ୍ପାଦନା]ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ବର୍ଷ | ପୁରସ୍କାର | ବର୍ଗ | ଚଳଚ୍ଚିତ୍ର | ଫଳାଫଳ |
---|---|---|---|---|
୧୯୮୨ | ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର | ଶ୍ରେଷ୍ଠ ଶିଶୁ କଳାକାର | ଲାଲ କାଜଲ | ବିଜୟୀ[୩] |
ଆଧାର
[ସମ୍ପାଦନା]- ↑ শিশু থেকে তারকা শিল্পী, প্রমাণ করতে পারে ক’জনে?. Go News 24 (in Bengali). February 1, 2017. Archived from the original on November 17, 2022. Retrieved November 17, 2022.
- ↑ Rashed Shaon (August 14, 2012). চার দশকে আমাদের সেরা চলচ্চিত্রগুলো. bdnews24 (in Bengali). Archived from the original on August 20, 2012. Retrieved November 4, 2012.
- ↑ জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২) [List of the winners of National Film Awards (1975-2012)]. Bangladesh Film Development Corporation (in Bengali). Government of Bangladesh. Archived from the original on 23 December 2018. Retrieved 25 March 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବେବୀ ବିନ୍ଦୀ