ବେଗମ ଅଖତର

ଉଇକିପିଡ଼ିଆ‌ରୁ

ବେଗମ ଅଖତର
ମୂଳ ନାମ
بیگم اختر
ଜନ୍ମ ସମୟରେ ନାମAkhtaribai Faizabadi
ଜନ୍ମ(1914-10-07)୭ ଅକ୍ଟୋବର ୧୯୧୪
ଜନ୍ମସ୍ଥାନFaizabad, Uttar Pradesh, India
ମୃତ୍ୟୁ୩୦ ଅକ୍ଟୋବର ୧୯୭୪(1974-10-30) (ବୟସ ୬୦)[୧]
ଶୈଳୀGhazal, Thumri, Dadra[୨]
ପେଷାSinger
କାର୍ଯ୍ୟକାଳ1929–1974
Begum Akhtar's ancestral home in Faizabad

ବେଗମ ଅଖତର ଙ୍କ ନାମରେ ପ୍ରସିଦ୍ଧ, ଅଖତରୀ ବାଈ ଫେଜାବାଦୀ (୭ ଅକ୍ଟୋବର ୧୯୧୪ - ୩୦ ଅକ୍ଟୋବର ୧୯୭୪) ଭାରତର ପ୍ରସିଦ୍ଧ ଗାୟିକା ଥିଲେ , ଯାହାଙ୍କୁ ଦାଦର, ଠୁମାରୀ, ଗଜଲ ଆଦିରେ ମହାରଥୀ ହାସିଲ କରିଥିଲେ । ତାଙ୍କୁ କଳା କ୍ଷେତ୍ରରେ ଭାରତ ସରକାର ପ୍ରଥମେ ପଦ୍ମଶ୍ରୀ ତଥା ୧୯୭୫ ମସିହାରେ ମରଣୋପରାନ୍ତ ପଦ୍ମ ଭୂଷଣ [୩]ସମ୍ମାନିତ କରାଯାଇଥିଲା । ତାଙ୍କୁ "ମଲ୍ଲିକା-ଏ-ଗଜଲ"ର ସମ୍ମାନରେ ବଛାଯାଇଥିଲା । [୪]

୨୦୧୪ ମସିହାର ଫିଲ୍ମ "ଦେଢ଼ ଇସ୍କିୟା"ରେ (ବିଶାଳ ଭାରଦ୍ୱଜ )ରେ ବେଗମ ଅଖତରଙ୍କ ପ୍ରସିଦ୍ଧ ଠୁମରୀ "ହମାରି ଅଟରୀୟ ପେ"ର ଆଧୁନିକ ରିମିକ୍ସ (ରେଖା ଭାରଦ୍ୱଜ)ର ସ୍ୱରରେ ପ୍ରସ୍ତୁତ କଲେ ।

ଆୱାର୍ଡ[ସମ୍ପାଦନା]

ଆଧାର[ସମ୍ପାଦନା]

  1. In Memory of Begum Akhtar The Half-inch Himalayas, by Shahid Ali Agha, Agha Shahid Ali, Published by Wesleyan University Press, 1987. ISBN 0-8195-1132-3.
  2. Dadra Thumri in Historical and Stylistic Perspectives, by Peter Lamarche Manuel, Peter Manuel. Published by Motilal Banarsidass Publ., 1989. ISBN 81-208-0673-5. Page 157.
  3. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved July 21, 2015.
  4. New Release: Begum Akhtar: Love’s Own Voice Hindustan Times, 31 August 2009.
  5. ୫.୦ ୫.୧ "Padma Awards Directory (1954–2013)" (PDF). Ministry of Home Affairs. Archived from the original (PDF) on 15 November 2014.
  6. "SNA: List of Akademi Awardees". Sangeet Natak Akademi Official website. Archived from the original on 31 March 2016.