Jump to content

ବୃହଦେଶ୍ୱର ମନ୍ଦିର

ଉଇକିପିଡ଼ିଆ‌ରୁ
(ବୃହଦେଶ୍ଵର ମନ୍ଦିରରୁ ଲେଉଟି ଆସିଛି)
ବୃହଦେଶ୍ୱର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଥାଞ୍ଜାବର
Location
ସ୍ଥାନଥାଞ୍ଜାବର
Stateତାମିଲନାଡୁ
Countryଭାରତ
Architecture
Typeତାମିଲ ଶୈଳୀ
ପ୍ରଥମ ରାଜା ଚୋଳI

ବୃହଦେଶ୍ୱର ମନ୍ଦିର,ତାମିଲନାଡୁର ଥାଞ୍ଜାବରଠାରେ ଥିବା ଏକ ପବିତ୍ର ଧର୍ମକ୍ଷେତ୍ର । ଭାରତ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ଆଞ୍ଚଳିକ ସାସ୍କୃତିକ କେନ୍ଦ୍ର ଭାବରେ ଘୋଷଣା କରାଯାଇଛି । ଜାତିସଂଘର ୟୁନେସ୍କୋଦ୍ୱାରା ଏହା ବିଶ୍ୱ ହେରିଟେଜ ମନୁମେଣ୍ଟରେ ସ୍ଥାନ ପାଇଛି ।[] ଦକ୍ଷିଣ ଭାରତରେ ଏହି ମନ୍ଦିରକୁ ଅତି ପବିତ୍ର ଓ ପ୍ରାଚୀନ ବୋଲି ବିବେଚନା କରାଯାଏ । ସ୍ଥାପତ୍ଯ ଓ ଗଠନ ଶୈଳୀ ଦୃଷ୍ଟିରୁ ମଧ୍ଯ ଏହି ମନ୍ଦିର ଦେଶ ବିଦେଶରେ ବେଶ୍ ଲୋକପ୍ରିୟ । ଏହି ମନ୍ଦିର ନିର୍ମାଣ କାଳ ଏକାଦଶ ଶତାବ୍ଦୀ ଏବଂ ଏହାର ପ୍ରତିଷ୍ଠାତା ହେଉଛନ୍ତି ଚୋଳ ବଂଶର ସମ୍ରାଟ ପ୍ରଥମ ରାଜା ଚୋଳ । [] ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିରର ଗାତ୍ରରେ ଚୋଳ ରାଜବଂଶର କିର୍ତ୍ତୀଗାରିମା ବିମଣ୍ଡିତ ହୋଇଛି ।

ମନ୍ଦିର

[ସମ୍ପାଦନା]

ଫଟୋ ଅନୁଯାୟୀ ଏହାର ଉଚ୍ଚତା ୨୧୬ ଫୁଟରୁ ଅଧିକ । ଏହି ମନ୍ଦିରର ନିର୍ମାଣ ଶୈଳୀ ଆଜି ବି ଅହୋରାତ୍ର ଭାରତୀୟ ସ୍ଥାପତ୍ଯର ଜୟଗାନ କରିଥାଏ । ମନ୍ଦିରର ପ୍ରବେଶ ଦ୍ୱାରରେ ନିର୍ମିତ ନନ୍ଦି (ଷଣ୍ଢ)ଙ୍କର ଏକ ସୁଉଚ୍ଚ ପ୍ରତିମା ପର୍ଯ୍ୟଟକମାନଙ୍କୁ ସଦା ସର୍ବଦା ଆକର୍ଷିତ କରିଥାଏ ।

ପୌରାଣିକ

[ସମ୍ପାଦନା]

କିମ୍ବଦନ୍ତୀ

[ସମ୍ପାଦନା]

ପର୍ବପର୍ବାଣି

[ସମ୍ପାଦନା]
  1. "Tanjavur Periya Kovil Tamilnadu". Tamilnadu.com. 5 December 2012. Archived from the original on 10 February 2014. Retrieved 16 June 2013.
  2. "Endowments to the Temple". Archaeological Survey of India.

ବାହାର ତଥ୍ୟ

[ସମ୍ପାଦନା]