ବୁରହି ଗଣ୍ଡକ ନଦୀ

Coordinates: 25°26′02″N 86°36′25″E / 25.43389°N 86.60694°E / 25.43389; 86.60694
ଉଇକିପିଡ଼ିଆ‌ରୁ
Budhi Gandaki River
ଦେଶ Nepal
Source Ganesh Himal
 - location Dhading, Gorkha
Mouth Ganges
 - location Khagaria
 - coordinates 25°26′02″N 86°36′25″E / 25.43389°N 86.60694°E / 25.43389; 86.60694
Length ୩୨୦ km (୧୯୯ mi)

ବୁରହି ଗଣ୍ଡକ ନଦୀ (Nepali:बुडी गण्डकी खोला) ଭାରତୀୟ ନଦୀ ଗଙ୍ଗାର ଏକ ଉପନଦୀ । ଏହା ଏହାର ଉପର ଅଞ୍ଚଳରେ ଶିକ୍ରହାନା ନାମରେ ପରିଚିତ । ଗଣ୍ଡକ ନଦୀ ସହ ସମାନ୍ତରାଳ ଭାବରେ ଏହା ପ୍ରବାହିତ ହୋଇଥାଏ । [୧]

ଗତିପଥ [ସମ୍ପାଦନା]

ଏହା  ବିହାରର ଚମ୍ପାରଣ ଜିଲ୍ଲାର ବିସମ୍ଭର ପୁରର ଚୌତରବା ଚଉର ନାମକ ସ୍ଥାନରୁ ଉପନ୍ନ ହେଇଥାଏ ଏହା ପୂର୍ବ ଚମ୍ପାରନ ଜିଲ୍ଲା[୨] ଦେଇ ପ୍ରଥମତଃ ପ୍ରବାହିତ ହେଇ ଦକ୍ଷିଣାବରତି ହେଇ ଧୁବାରା ଓ  ଟୂର ନାମକ ଦୁଇଟି ନଦୀ ସହ ମିଳିତ ହୁଏ  ହୁଏ ।  ଏହା ପରେ ଏହା ମୁଜାଫରପୁର ଜିଲ୍ଲାରେ 32 କିଲୋମିଟର ପ୍ରବାହିତ ହୁଏ । [୧]

 ବକ୍ର ପଥ ଦେଇ ଏହି ନଦୀ ସମସ୍ତିପୁର ଓ ବେଗୁସରାଇ ଜିଲ୍ଲା ଦେଇ ଖଗାରିଆ ଜିଲ୍ଲାକୁ ଯାଇ ଖଗାରିଆ ସହରରେ ଗଙ୍ଗା ନଦୀ ସହ ମିଳିତ ହୁଏ । ଖଗାରିଆଠାରେ ତଟବନ୍ଧ ନିର୍ମିତ ହୋଇଛି ।  

ନଦୀର ସମୁଦାୟ ଦୈର୍ଘ୍ୟ 320 କିଲୋମିଟର ଓ ଜଳଗରଣ ଅଞ୍ଚଳ 10,150 ବର୍ଗ କିଲୋମିଟର । [୧]

ଶାଖା ନଦୀ [ସମ୍ପାଦନା]

ବୁଢ଼ୀ ଗଣ୍ଡକ ନଦୀର ମୁଖ୍ୟ ଶାଖା ନଦୀଗୁଡ଼ିକ ମେଷାଣ , ବାଲୋର , ପାନଦାୟ ,ସିକତା , ଟିଲବେ, ଦଣ୍ଡା ଆଦି  [୨]

ଆଧାର [ସମ୍ପାଦନା]

  1. ୧.୦ ୧.୧ ୧.୨ {{cite web}}: Empty citation (help)
  2. ୨.୦ ୨.୧ {{cite web}}: Empty citation (help)