ବୁରହି ଗଣ୍ଡକ ନଦୀ
ଦେଖଣା
Budhi Gandaki River | |
ଦେଶ | Nepal |
---|---|
Source | Ganesh Himal |
- location | Dhading, Gorkha |
Mouth | Ganges |
- location | Khagaria |
- coordinates | 25°26′02″N 86°36′25″E / 25.43389°N 86.60694°E |
Length | ୩୨୦ km (୧୯୯ mi) |
ବୁରହି ଗଣ୍ଡକ ନଦୀ (Nepali:बुडी गण्डकी खोला) ଭାରତୀୟ ନଦୀ ଗଙ୍ଗାର ଏକ ଉପନଦୀ । ଏହା ଏହାର ଉପର ଅଞ୍ଚଳରେ ଶିକ୍ରହାନା ନାମରେ ପରିଚିତ । ଗଣ୍ଡକ ନଦୀ ସହ ସମାନ୍ତରାଳ ଭାବରେ ଏହା ପ୍ରବାହିତ ହୋଇଥାଏ । [୧]
ଗତିପଥ
[ସମ୍ପାଦନା]ଏହା ବିହାରର ଚମ୍ପାରଣ ଜିଲ୍ଲାର ବିସମ୍ଭର ପୁରର ଚୌତରବା ଚଉର ନାମକ ସ୍ଥାନରୁ ଉପନ୍ନ ହେଇଥାଏ ଏହା ପୂର୍ବ ଚମ୍ପାରନ ଜିଲ୍ଲା[୨] ଦେଇ ପ୍ରଥମତଃ ପ୍ରବାହିତ ହେଇ ଦକ୍ଷିଣାବରତି ହେଇ ଧୁବାରା ଓ ଟୂର ନାମକ ଦୁଇଟି ନଦୀ ସହ ମିଳିତ ହୁଏ ହୁଏ । ଏହା ପରେ ଏହା ମୁଜାଫରପୁର ଜିଲ୍ଲାରେ 32 କିଲୋମିଟର ପ୍ରବାହିତ ହୁଏ । [୧]
ବକ୍ର ପଥ ଦେଇ ଏହି ନଦୀ ସମସ୍ତିପୁର ଓ ବେଗୁସରାଇ ଜିଲ୍ଲା ଦେଇ ଖଗାରିଆ ଜିଲ୍ଲାକୁ ଯାଇ ଖଗାରିଆ ସହରରେ ଗଙ୍ଗା ନଦୀ ସହ ମିଳିତ ହୁଏ । ଖଗାରିଆଠାରେ ତଟବନ୍ଧ ନିର୍ମିତ ହୋଇଛି ।
ନଦୀର ସମୁଦାୟ ଦୈର୍ଘ୍ୟ 320 କିଲୋମିଟର ଓ ଜଳଗରଣ ଅଞ୍ଚଳ 10,150 ବର୍ଗ କିଲୋମିଟର । [୧]
ଶାଖା ନଦୀ
[ସମ୍ପାଦନା]ବୁଢ଼ୀ ଗଣ୍ଡକ ନଦୀର ମୁଖ୍ୟ ଶାଖା ନଦୀଗୁଡ଼ିକ ମେଷାଣ , ବାଲୋର , ପାନଦାୟ ,ସିକତା , ଟିଲବେ, ଦଣ୍ଡା ଆଦି [୨]