ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ , ସମ୍ବଲପୁର
ଦେଖଣା
| Location | Sambalpur, Orissa |
|---|---|
| Establishment | 1998 |
| Capacity | 20,000[୧] |
| Owner | Orissa Cricket Association |
| Operator | Orissa Cricket Association |
| Tenants | Orissa cricket team Odisha Premier League |
| Source: Cricinfo | |
ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ , ଭାରତୀୟ ରାଜ୍ୟ ଓଡ଼ିଶାର ପଶ୍ଚିମାଞ୍ଚଳର ମୁଖ୍ୟ ଜିଲ୍ଲା ସମ୍ବଲପୁରର ସଦର ମହକୁମା ସମ୍ବଲପୁର ସହରରେ ଅବସ୍ଥିତ । ଏହା ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମାନୁସାରେ ନାମିତ ।ଏହି ପଡିଆରେ ରଣଜୀ ଟ୍ରଫି ସହ ଅଦ୍ୟାବଧି 15ଟି ପ୍ରଥମ ଶ୍ରେଣୀ କ୍ରିକେଟ ମେଚ ଅନୁଷ୍ଠିତ ହେଇସାରିଲାଣି । ଏଠାରେ ପ୍ରଥମ କରି 1973.[୨] ରେ ରଣଜୀ ଟ୍ରଫି ମେଚର ଆୟୋଜନ କରା ଯାଇଥିଲା । ଏହି ପଡିଆରେ ପୂର୍ବାଞ୍ଚଳ କ୍ରିକେଟ ମେଚ ମଧ୍ୟ ଅନୁଷ୍ଠିତ ହେଇଥିଲା 1992 and 1999 ରେ .[୩]
ଅବସ୍ଥିତି
[ସମ୍ପାଦନା]ଏହି ଷ୍ଟାଡିୟମଟି ସମ୍ବଲପୁର ସହରର ସାକ୍ଷୀ ପଡା ଅଞ୍ଚଳରେ ଅବସ୍ଥିତ । ଏଠାରେ କ୍ରିକେଟ ବ୍ୟତୀତ ଖେଳ କୁଦ , ହକି ଓ ଅନ୍ୟ କ୍ରୀଡ଼ା ସବୁ ହେବା ସହ ଏଠାରେ ଭାରତୀୟ ସେନା ବାହିନୀର ନିଯୁକ୍ତି ରଲି ମଧ୍ୟ ଅନୁଷ୍ଠିତ ହେଇଥାଏ ।[୪] ଅଞ୍ଚଳର ବୃହତ ବାର୍ଷିକ କ୍ରୀଡ଼ା ସବୁ ମଧ୍ୟ ଏଠାରେ ହୁଏ ।
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]| This article about a cricket ground is a stub. You can help Wikipedia by expanding it. |