Topic on ଉଇକିପିଡ଼ିଆ:ଆଲୋଚନା ସଭା

Chinmayee Mishra (ଆଲୋଚନାଅବଦାନ)

ସାଦର ପ୍ରଣାମ,
୨୦୧୯ କିମ୍ବା ୨୦୨୦ ରେ ଉଇକିପାଠାଗାରର ଏକ କର୍ମଶାଳା କରିବାକୁ ଏଠାରେ ଆଲୋଚନା ସଭାରେ ଲେଖିଛି । ସଭିଏଁ ଥରେ ଥରେ ଆଖି ପକେଇଦେଇ ସେହି ଆଲୋଚନାରେ ମତ ଦେବାକୁ ଅନୁରୋଧ କରୁଛି । --Chinmayee Mishra (ମୋ ଆଲୋଚନା) ୦୩:୩୮, ୮ ନଭେମ୍ବର ୨୦୧୯ (IST)

"ଉଇକିପାଠାଗାର କର୍ମଶାଳା ବାବଦରେ ଆଲୋଚନା"ଙ୍କୁ ଉତ୍ତର