Topic on ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିପାଠାଗାର: [ଜରୁରୀକାଳୀନ] ୪ ଦିନ ଭିତରେ ଶୁ୍କ୍ରବାର (୯ ତାରିଖ) ଦିନ ୪ଟା ସୁଦ୍ଧା ଜଣାନ୍ତୁ

1
Psubhashish (ଆଲୋଚନାଅବଦାନ)

ଏ ଆଲୋଚନାଟି ଓଡ଼ିଆ ଉଇକିପାଠାଗାରରୁ କଲିକତାରେ ହେବାକୁ ଥିବା Indic Wikisource Community Consultation 2018କୁ ଦୁଇଜଣ ଉଇକିଆଳିଙ୍କୁ ପଠାଇବା ବାବଦରେ । ଦୟାକରି ସିଧାସଳଖ ଉଇକିପାଠାଗାର ଆଲୋଚନା ସଭାରେ ଯାଇ ଶୁ୍କ୍ରବାର (୯ ତାରିଖ) ଦିନ ୪ଟା ସୁଦ୍ଧା ଜଣାନ୍ତୁ ।