Jump to content

ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

ଅଗଷ୍ଟ ଦ୍ଵିତୀୟ ଶନିବାରରେ କମ୍ୟୁନିଟି ସହ ଆଲୋଚନା ।

1
Saileshpat (ଆଲୋଚନାଅବଦାନ)

୧୬ତମ ଜନ୍ମାବର୍ଷିକୀ ମେଳଣ ସମୟରେ ଆଲୋଚନା ହେଇଥିଲା କି ପ୍ରତି ମାସର ଦ୍ଵିତୀୟ ଶନିବାରରେ କମ୍ୟୁନିଟି ସହ ହ୍ୟାଙ୍ଗଆଉଟ କିମ୍ବା IRCରେ ଆଲୋଚନା କରିବା ପାଇଁ, ସେଥିପାଇଁ ଏହି ମାସର ୧୧ ତାରିଖରେ ଆଲୋଚନା ପାଇଁ ମୁଁ ପ୍ରସ୍ତାବ ରଖୁଛି ଓ ଏହି ମାସର ଆଲୋଚନା ପାଇଁ ବିଷୟ ସୂଚୀ କରିବା ପାଇଁ ମଧ୍ୟ ଅନୁରୋଧ କରୁଛି । ମୋ ତରଫରୁ କିଛି ବିଷୟ :

  • ସ୍ଵାଧୀନତା ଦିବସ ଗଣସମ୍ପାଦନା
  • Bhubaneswar Pride କର୍ମଶାଳା ଓ ଗଣସମ୍ପାଦନା
  • ୧୬ମ ଜନ୍ମାବର୍ଷିକୀ ମେଳଣର ରିପୋର୍ଟ