ବିଷ୍ଣୁପ୍ରୟାଗ

ଉଇକିପିଡ଼ିଆ‌ରୁ
Confluence of the Dhauliganga (right) with the Alaknanda (left) at Vishnuprayag
The Dhauli Ganga at Vishnuprayag

ବିଷ୍ଣୁପ୍ରୟାଗ , ପାଞ୍ଚ ପ୍ରୟାଗ ମଧ୍ୟରୁ ଏକ ପ୍ରୟାଗ । ଏହା ଭାରତୀୟ ରାଜ୍ୟ ଉତ୍ତରଖଣ୍ଡରେ ରହିଛି । ଏଠାରେ ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀର ସାଙ୍ଗମ ଘଟିଥାଏ । ଏହା ଚାମୋଲୀ ଜିଲ୍ଲାରେ ଅବସ୍ଥିତ । ଏଠାରେ ମହାନୁନି ନାରଦ ତପସ୍ୟା କରିଥିଲେ ଓ ଭଗବାନ ବିଷ୍ଣୁ ତାଙ୍କୁ ଆସି ଦର୍ଶନା ଦେଇଥିଲେ  । ଏହା ନିକଟରେ କାକଭୁଷଣ୍ଡି ହ୍ରଦ ରହିଛି । .[୧]ଛାଞ୍ଚ:Which

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଏହାର ଭୌଗୋଳିକ ସ୍ଥିତି  30°20′N 79°20′E / 30.34°N 79.34°E / 30.34; 79.34. ଏହା ସମୁଦ୍ରପତ୍ତାନଠାରୁ 1,372 ମିଟର ଉପରେ ରହିଛି । [୨]ଛାଞ୍ଚ:Panch Prayag

ପଥ [ସମ୍ପାଦନା]

ଅଳକାନନ୍ଦା ନଦୀ ଚଉଖମ୍ବା ନାମକ ସ୍ଥାନରୁ ବାହାରି ସରସ୍ୱତୀ ନଦୀ ସହ ମିଳିତ ହେଇ ବଦ୍ରୀନାଥ ମନ୍ଦିର ସାମ୍ନାରେ ପ୍ରବାହିତ ହେଇଥାଏ । ତାହା ଧଉଳିଗଙ୍ଗା ସହ ମିଳିତ ଏଇ ବିଷ୍ଣୁପ୍ରୟାଗ ସ୍ଥଳ ହେଇଥାଏ । 

ନିକଟସ୍ଥ ସ୍ଥଳୀ [ସମ୍ପାଦନା]

ବିଷ୍ଣୁପ୍ରୟାଗ ଜଳ ବିଦ୍ୟୁତ ପ୍ରକଳ୍ପ [ସମ୍ପାଦନା]

ଏଠାରେ JP ଇଣ୍ଡଷ୍ଟ୍ରିଦ୍ୱାରା ଏକ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମିତ ହେଇ 400 ମେଗା ୱାଟ ଶକ୍ତି ଉତ୍ପାଦନ ହେଇଥାଏ । .[୩]

ଏଠାରେ ଥିବା ବଦ୍ରୀନାଥ ମନ୍ଦିର ହିନ୍ଦୁ ମାନଙ୍କ ପାଇଁ ଏକ ଖୁବ ପବିତ୍ର ମନ୍ଦିର । ପ୍ରବାଦ ଅନୁସାରେ ଶଙ୍କର କଳା ସାଲେଗ୍ରାମ ପ୍ରସ୍ତରରେ ନିର୍ମିତ ବଦ୍ରିନାରାୟଣଙ୍କ ପ୍ରତିମା ଏଠାରେ ପାଇ ତାକୁ ପ୍ରଥମେ ତପ୍ତ କୁଣ୍ଡ ନିକଟରେ ଗୁମ୍ଫାରେ ରାଖୀ ଆରାଧନାର ବ୍ୟବସ୍ଥା କରିଥିଲେ । 16 ତମ ଶତାବ୍ଦୀରେ ଗରବାଳର ରାଜା ଏହାକୁ ବର୍ତ୍ତମାନ ଥିବା ମନ୍ଦିର ନିର୍ମାଣ କରି ସେଠାକୁ ସ୍ଥାନାନ୍ତର କରିଥିଲେ । 

ହନୁମାନ ଚଟଟି [ସମ୍ପାଦନା]

ହନୁମାନ ଚଟଟିଏକ ମନ୍ଦିର । ଏହା ବିଷ୍ଣୁପ୍ରୟାଗଠାରୁ କିଛି ଦୂରରେ ଭଗବାନ ହନୁମାନଙ୍କୁ ଉତ୍ଶର୍ଗିତ ଏକ ମନ୍ଦିର । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Panch Prayag
  • Nandaprayag
  • Rudraprayag
  • Devprayag
  • Karnaprayag

ଆଧାର [ସମ୍ପାଦନା]

  1. [୧] Archived 2021-02-24 at the Wayback Machine. Vishnuprayag Travel Guide
  2. [୨] Vishnuprayag Location Map-Source-Maplandia.com
  3. [୩] The Vishnuprayag vision-Source-Cargill