ବିଶ୍ୱ ବରିଷ୍ଠ ନାଗରିକ ଦିବସ

ଉଇକିପିଡ଼ିଆ‌ରୁ
ବିଶ୍ୱ ବରିଷ୍ଠ ନାଗରିକ ଦିବସ
ପାଳନକାରୀଯୁକ୍ତରାଷ୍ଟ୍ର ଆମେରିକା
ତାରିଖଅଗଷ୍ଟ ୨୧
ପୁନଃପୌନିକତାବାର୍ଷିକ

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପ୍ରତିବର୍ଷ ଅଗଷ୍ଟ ମାସ ୨୧ ତାରିଖରେ ପାଳନ କରାଯାଏ ।[୧]

୧୯୯୧ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଏହି ଦିବସ ପାଳନର ଅୟମାରମ୍ଭ ହୋଇଥିଲା ।[୨][୩] ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଅଧ୍ୟକ୍ଷତାରେ ଏହି ଦିବସ ପାଳନ ଆରମ୍ଭ କରାଯାଇଥିଲା । ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ଓ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଆଦି ବିଷୟରେ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ଲକ୍ଷ୍ୟ । ସମାଜକୁ ବରିଷ୍ଠ ନାଗରିକମାନଙ୍କର ଅବଦାନକୁ ସ୍ୱୀକାର କରି ସେମାନଙ୍କ ପ୍ରତି ସମାଜର ଆନୁଗତ୍ୟ ପ୍ରକାଶ କରିବା ମଧ୍ୟ ଏହି ଦିବସ ପାଳନର ଉଦ୍ଦେଶ୍ୟ ।[୪][୫]

ଇତିହାସ[ସମ୍ପାଦନା]

୧୯୮୮ ମସିହାରୁ ଏହି ଦିବସ ପାଳନ ନିମନ୍ତେ ପ୍ରଚେଷ୍ଟା ଆରମ୍ଭ କରାଯାଇଥିଲା । ତତକାଳୀନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ନେତୃତ୍ୱରେ ଏ ପ୍ରଚେଷ୍ଟା କରାଯାଇଥିଲା ।[୬][୭][୮][୯][୧୦][୧୧][୮]

ଆଭିମୁଖ୍ୟ[ସମ୍ପାଦନା]

ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ, ଉପଲବ୍ଧୀ, ସମାଜପ୍ରତି ସେବା ଓ ସମର୍ପଣ ଭାବକୁ ସ୍ୱୀକାର କରିବା ଓ କୃତଜ୍ଞତା ଜ୍ଞାପନ କରିବା ଏହି ଦିବସର ଆଭିମୁଖ୍ୟ ।[୧୨][୧୩]

ଆଧାର[ସମ୍ପାଦନା]

  1. "World Senior Citizens Day: All you need to know about age-related macular degeneration". Times Now. August 21, 2018.
  2. "International Day of Older Persons 2020: Theme, history, significance and all you need to know". India Today (in ଇଂରାଜୀ). October 1, 2020. Retrieved 2021-07-12.
  3. "National Senior Citizen Day Offers Chance To Recognize Accomplishments And Reflect". Senior Strong (in ଆମେରିକୀୟ ଇଂରାଜୀ). 2020-08-21. Retrieved 2021-07-11.{{cite web}}: CS1 maint: url-status (link)
  4. Schiltz, Robin. "Why Do We Celebrate Senior Citizen's Day?". Senior Safety Advice (in ଆମେରିକୀୟ ଇଂରାଜୀ). Archived from the original on 2021-07-11. Retrieved 2021-07-11.
  5. "WHEN IS INTERNATIONAL DAY FOR THE ELDERLY". Business Standard India. Retrieved 2021-07-12.
  6. "NATIONAL SENIOR CITIZENS DAY - August 21, 2021". National Today (in ଆମେରିକୀୟ ଇଂରାଜୀ). 2020-08-21. Retrieved 2021-07-11.
  7. "Proclamation 5847 -- National Senior Citizens Day, 1988". Ronald Reagan (in ଇଂରାଜୀ). Retrieved 2021-07-12.
  8. ୮.୦ ୮.୧ Upadhyaya, Ruchinka (August 21, 2014). "National Senior Citizens Day: How to Celebrate the Day, History and Inspirational Quotes". International Business Times.
  9. "World Senior Citizen's Day 2020: History, significance, quotes and wishes". India Today (in ଇଂରାଜୀ). August 21, 2020. Retrieved 2021-07-11.
  10. Jefferson, Robin Seaton. "Now In Its 31st Year, National Senior Citizens Day Is Perhaps More Relevant Than Ever". Forbes (in ଇଂରାଜୀ). Retrieved 2021-07-11.
  11. "Proclamation 5847—National Senior Citizens Day, 1988 | The American Presidency Project". www.presidency.ucsb.edu. Retrieved 2021-07-12.
  12. "Senior Citizens Day in the United States". timeanddate.com. Retrieved 24 August 2018.
  13. "Senior citizens are eligible for discounts at restaurants and stores across the country". Newsweek (in ଇଂରାଜୀ). 2018-08-21. Retrieved 2021-07-12.