ବିଶ୍ୱ ନାଟ୍ୟ ଦିବସ

ଉଇକିପିଡ଼ିଆ‌ରୁ
ବିଶ୍ୱ ନାଟ୍ୟ ଦିବସ
୨୦୧୦ ମସିହାରେ ବିଶ୍ୱ ନାଟ୍ୟ ଦିବସ ପାଳନର ଛବି
ପ୍ରକାରଆନ୍ତର୍ଜାତିକ
ତାରିଖମାର୍ଚ୍ଚ ମାସ ୨୭ ତାରିଖ
ପୁନଃପୌନିକତାବାର୍ଷିକ

ବିଶ୍ୱ ନାଟ୍ୟ ଦିବସ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନଦ୍ୱାରା ପ୍ରତିବର୍ଷ ମାର୍ଚ୍ଚ ମାସ ୨୭ ତାରିଖରେ ପାଳନ କରାଯାଏ । ୧୯୬୧ ମସିହାରୁ ଏହା ପାଳିତ ହୋଇ ଆସୁଛି ।[୧]

ଇତିହାସ[ସମ୍ପାଦନା]

୧୯୬୧ ମସିହାରେ 'ଅର୍ଭୀ କିଭିମା' ବିଶ୍ୱ ନାଟ୍ୟ ଦିବସ ପାଳନ କରାଯିବା ନେଇ ପ୍ରସ୍ତାବ ରଖିଥିଲେ ।[୨][୩] ସେହି ବର୍ଷରୁ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନଦ୍ୱାରା ପାଳିତ ହେଉଛି । ଏହା ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନର ବିଭିନ୍ନ ଦେଶରେ ଥିବା ସାଖା ଓ ଆନ୍ତର୍ଜାତୀୟ ନାଟ୍ୟ କର୍ମୀମାନଙ୍କଦ୍ୱାରା ପାଳନ କରାଯାଏ । ଏହି ଅବସରରେ ବିଭିନ୍ନ ନାଟ୍ୟ ସମ୍ପାନ ଆଦି ଆୟୋଜନ କରାଯାଏ ।[୪] ବିଶ୍ୱର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ନାଟକ ଓ ବିଶ୍ୱ ଶାନ୍ତିଉପରେ ନିଜର ସଂଦେଶ ପ୍ରଦାନ କରିଥାନ୍ତି ଓ ଏହି ସଂଦେଶ ବିଶ୍ୱବ୍ୟାପି ପ୍ରେରଣ କରାଯାଇଥାଏ । ୧୯୬୨ ମସିହାରେ ପ୍ରଥମ କରି ଏହି ସଂଦେଶ ପ୍ରଦାନ କରିଥିଲେ ଫ୍ରାନ୍ସର 'ଜୀନ କକଟ୍ୟେୟୁ' ।

ଆଧାର[ସମ୍ପାଦନା]

  1. VK Publications Pvt Ltd (22 August 2019). Xam idea Complete Course English Class 10. VK Global Publications. pp. 51–. ISBN 978-93-88893-32-9.
  2. Chambers, Colin (2006). Continuum Companion to Twentieth Century Theatre. Continuum International Publishing Group. p. 849. ISBN 9781847140012.
  3. World Theatre. Elsevier. 1968.
  4. Ian Herbert; Nicole Leclercq (27 January 2014). The World of Theatre: Edition 2000. Taylor & Francis. pp. 277–. ISBN 978-1-136-36684-0.