ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ

ଉଇକିପିଡ଼ିଆ‌ରୁ

ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପ୍ରତିବର୍ଷ ବିଶ୍ୱରେ ସେପ୍ଟେମ୍ବର ୧୦ ତାରିଖ ଦିନ ପାଳିତ ହୁଏ । ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୁଦ୍ଧରେ ଜନ ସତେତନତା ସୃଷ୍ଟି କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ।[୧][୨]

ଇତିହାସ[ସମ୍ପାଦନା]

ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଘୃଣ୍ୟ ଅପରାଧ ବିରୁଦ୍ଧରେ ଗଣ ସଚେତନତା କରାଇବା ଉଦ୍ଦେଶ୍ୟରେ The International Association for Suicide Prevention (IASP) ନାମକ ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା World Federation for Mental Health (WFMH)ର ମିଳିତ ଆନୁକୁଲ୍ୟରେ ୨୦୦୩ ମସିହାରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । 2011 ମସିହାରେ ପ୍ରାୟ ୪୦ଟି ଦେଶ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।[୩] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ୨୦୧୪ ମସିହାରେ ଜାରୀ ହୋଇଥିବା ଏକ ତଥ୍ୟ ଅନୁସାରେ ବିଶ୍ୱର କୌଣସି ସ୍ୱଳ୍ପ ଆୟ ବର୍ଗୀକୃତ ଦେଶ ନିଜ ଦେଶରେ ଅତ୍ମହତ୍ୟା ନିରୋଧ ସଂପର୍କିତ କୌଣସି ରଣନିତୀ ଆପଣାଇ ନ ଥିବା ବେଳେ ପ୍ରାୟ ସମସ୍ତ ଉଚ୍ଚ ମଧ୍ୟମ ଆୟ ବର୍ଗୀକୃତ ଦେଶ ତଥା ଶତକଡା ୧୦ରୁ କମ ନିମ୍ନ ମଧ୍ୟମ ଆୟ ବର୍ଗୀକୃତ ଦେଶ ଏହି ସଂକ୍ରାନ୍ତରେ ନିଜ ନିଜର କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି ।[୪]

ଆଧାର[ସମ୍ପାଦନା]

  1. "SitNews - Alaska Observes World Suicide Prevention Day and Alaska Suicide Prevention Month". www.sitnews.us. Retrieved 16 December 2018.
  2. "World Suicide Prevention Day". www.timeanddate.com (in ଇଂରାଜୀ). Retrieved 16 December 2018.
  3. "Inuit youth celebrate life on World Suicide Day | The London Free Press". web.archive.org. 20 August 2017. Archived from the original on 20 August 2017. Retrieved 16 December 2018.
  4. "MENTAL HEALTH ATLAS-2014". apps.who.int. Retrieved 16 December 2018.