ବିଶ୍ୱ ଆଜମା ଦିବସ

ଉଇକିପିଡ଼ିଆ‌ରୁ

ବିଶ୍ୱ ଆଜମା ଦିବସ (English: World Asthma Day) ବା ବିଶ୍ୱ ଶ୍ୱାସ ଦିବସ ପ୍ରତିବର୍ଷ ମଇ ମାସର ପ୍ରଥମ ମଙ୍ଗଳବାର ଦିନ ସାରା ବିଶ୍ୱରେ ପାଳନ କରାଯାଏ ।[୧] ଅଧୁନା ବାୟୁ ପ୍ରଦୁଷଣର ମାତ୍ରା ବୃଦ୍ଧି ହେଉଥିବାରୁ ସାରା ବିଶ୍ୱରେ ଶ୍ୱାସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ରୋଗରେ ସାଧାରଣତଃ ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ପ୍ରଭାବିତ ହୋଇଥାନ୍ତି । ଏହି ରୋଗରୁ ଦୁରେଇ ରହିବାକୁ ବାୟୁ ପ୍ରଦୂଷଣ ତଥା ଶ୍ୱାସ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳିତ ।

ଆଜମା ରୋଗର ପୂର୍ବ ଏବଂ ପର ଅବସ୍ଥାରେ ସଂକ୍ରମଣର ଲକ୍ଷଣ

ଇତିହାସ[ସମ୍ପାଦନା]

ପାଳନ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]