"ଫୁସଫୁସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ (ବ/ୱ ଫଳା ବଦଳ)
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
}}
 
'''ଫୁସଫୁସ''' [[ଶ୍ୱାସକ୍ରିୟା]] ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସLeft lung
'''ଫୁସଫୁସ''' [[ଶ୍ୱାସକ୍ରିୟା]] ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସ । ଏହା ଛାତି ଭିତରେ ଥାଏ । ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । [[ପ୍ଲୁରା]] ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । ପ୍ରତ୍ୟେକ ଫୁସ୍ଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । [[ଟ୍ରାକିଆ]] ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ [[ବ୍ରୋଙ୍କସ]] ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ [[ବ୍ରୋଙ୍କିଓଲ]] ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି. ବାଯୁବାହୀ ନଳୀ ଅଛି ଓ ୩୦୦ରୁ ୫୦୦ ଆଲଭିଓଲାଇ ଅଛି ଯାହାର ସରଫେସ ଏରିଆ ୧୦୦ ବର୍ଗ ମିଟର ବା ଗୋଟିଏ ଟେନିସ କୋର୍ଟ ସହ ସମାନ <ref>{{cite book |author=Notter, Robert H. |title=Lung surfactants: basic science and clinical applications |publisher=Marcel Dekker |location=New York, N.Y |year=2000 |pages=120 |isbn=0-8247-0401-0 |oclc= |url=http://books.google.com/books?id=pAuiWvNHwZcC&pg=PA120&lpg=PA120&dq=area+tennis+court+alveoli|accessdate=2008-10-11}}</ref> । <br>
Image:Respiratory system complete no labels.svg|Diagram of the respiratory system
Anatomy of lungs
Image:Gray490.png|Front view of heart and lungs
Image:Gray503.png|Transverse section of thorax, showing relations of pulmonary artery
Image:Gray1032.png|The position and relation of the esophagus in the cervical region and in the posterior mediastinum, seen from behind
Image:Gray1178.png|The thymus of a full-time fetus, exposed in situ
Mediastinal surface of left lung.
'''ଫୁସଫୁସ'''right [[ଶ୍ୱାସକ୍ରିୟା]] ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସlung । ଏହା ଛାତି ଭିତରେ ଥାଏ । ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । [[ପ୍ଲୁରା]] ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । ପ୍ରତ୍ୟେକ ଫୁସ୍ଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । [[ଟ୍ରାକିଆ]] ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ [[ବ୍ରୋଙ୍କସ]] ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ [[ବ୍ରୋଙ୍କିଓଲ]] ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି. ବାଯୁବାହୀ ନଳୀ ଅଛି ଓ ୩୦୦ରୁ ୫୦୦ ଆଲଭିଓଲାଇ ଅଛି ଯାହାର ସରଫେସ ଏରିଆ ୧୦୦ ବର୍ଗ ମିଟର ବା ଗୋଟିଏ ଟେନିସ କୋର୍ଟ ସହ ସମାନ <ref>{{cite book |author=Notter, Robert H. |title=Lung surfactants: basic science and clinical applications |publisher=Marcel Dekker |location=New York, N.Y |year=2000 |pages=120 |isbn=0-8247-0401-0 |oclc= |url=http://books.google.com/books?id=pAuiWvNHwZcC&pg=PA120&lpg=PA120&dq=area+tennis+court+alveoli|accessdate=2008-10-11}}</ref> । <br>
[[File:Alveolus2.PNG|200px|thumb|Gas exchange in humans - between a capillary and an alveolus]]
ଶ୍ୱାସ କ୍ରିୟାରେ ମାନବ ଶରୀରରେ ପ୍ରତ୍ୟେକ ଜୀବକୋଷ ରକ୍ତରୁ [[ଅମ୍ଳଜାନ]] ଗ୍ରହଣ କରେ ଓ [[ଅଙ୍ଗାରକାମ୍ଳ]] ତ୍ୟାଗ କରେ । ଏହି ଅଙ୍ଗାରକାମ୍ଳ [[ରକ୍ତ]]ର [[ପ୍ଲାଜମା]]ରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି [[କାର୍ବୋନିକ ଆନହାଇଡ୍ରେଜ ଏନଯାଇମ]]ଦ୍ୱାରା [[ବାଇକାର୍ବୋନେଟ]] [[ଆୟୋନ]] ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ <ref name="Raymond&Swenson2000">{{Cite journal| authors=Raymond H & Swenson E| title=The distribution and physiological significance of carbonic anhydrase in vertebrate gas exchange organs| journal=[[Respiration physiology]]| volume=121| year=2000| pages=1–12}}</ref> ।
{{ଆଧାର}}
 
== ଅଧିକExtra ଚିତ୍ରfig. ==
<gallery class="10th and 12th and bsc ">
Imageଫାଇଲ:Human left lung.jpg|Left lung
Image:Thorax section 1.jpg|Human lungs
ଫାଇଲ:Respiratory system complete no labels.svg|Diagram of the respiratory system
Image:Human left lung.jpg|Left lung
ଫାଇଲ:Lungs anatomy.png|Anatomy of lungs
Image:Respiratory system complete no labels.svg|Diagram of the respiratory system
Imageଫାଇଲ:Lungs anatomyGray490.png|AnatomyFront view of heart and lungs
ଫାଇଲ:Gray503.png|Transverse section of thorax, showing relations of pulmonary artery
Image:Gray490.png|Front view of heart and lungs
ଫାଇଲ:Gray1032.png|The position and relation of the esophagus in the cervical region and in the posterior mediastinum, seen from behind
Image:Gray503.png|Transverse section of thorax, showing relations of pulmonary artery
ଫାଇଲ:Gray1178.png|The thymus of a full-time fetus, exposed in situ
Image:Gray1032.png|The position and relation of the esophagus in the cervical region and in the posterior mediastinum, seen from behind
Imageଫାଇଲ:Gray973.png | [[Mediastinal surface of lung|Mediastinal surface]] of left lung.
Image:Gray1178.png|The thymus of a full-time fetus, exposed in situ
Fileଫାଇଲ:Slide9gggg.JPG|right lung
Image:Gray973.png | [[Mediastinal surface of lung|Mediastinal surface]] of left lung.
File:Slide9gggg.JPG|right lung
</gallery>
 
ବେନାମି ସଭ୍ୟ

ଦିଗବାରେଣି ମେନୁ