"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ →ଅଧିକ ତଥ୍ୟ ଟ୍ୟାଗ: 2017 source edit |
ଅଧିକ ତଥ୍ୟ ଦିଆଗଲା ଟ୍ୟାଗ: 2017 source edit |
||
୧୯ କ ଧାଡ଼ି: | ୧୯ କ ଧାଡ଼ି: | ||
ଦିଲୀପ କୁମାରଙ୍କର ପ୍ରଥମ ଥର ନିମନ୍ତେ ଅଭିନୟ କରିଥିବା ଚଳଚ୍ଚିତ୍ର ନାମ ଥିଲା ଜୁଆର ଭଟା (''[[:en:Jwar Bhata (1944 film)|Jwar Bhata]]'') - ୧୯୪୪), ଯାହା ବମ୍ବେ ଟକିଜ ([[:en:Bombay Talkies| Bombay Talkies]]) ନିର୍ମାଣ କରିଥିଲେ । ପଚାଶ ବର୍ଷର ଅଭିନୟ ଜୀବନରେ ସେ ୬୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା କେତେକ ଚଳଚ୍ଚିତ୍ରମାନଙ୍କ ନାମ ଅନ୍ଦାଜ (''[[:en:Andaz (1949 film)|Andaz]]'' – ୧୯୪୯), ଆନ (''[[:en:Aan|Aan]]'' – ୧୯୫୨), ସାମାଜିକ ନାଟକ ଦାଗ (''[[:en:Daag (1952 film)|Daag]]'' – ୧୯୫୨), ନାଟକୀୟ ଦେବଦାସ (''[[:en:Devdas (1955 film)|Devdas]]'' – ୧୯୫୫), ହାସ୍ୟରସାତ୍ମକ ଆଜାଦ (''[[:en:Azaad (1955 film)|Azaad]]'' – ୧୯୫୫), ଐତିହାସିକ ମୁଗଳ-ଏ-ଆଜମ (''[[:en:Mughal-e-Azam|Mughal-e-Azam]]'' – ୧୯୬୦), ସାମାଜିକ ଡକାୟତ ([[:en:Dacoit film|dacoit crime]]) ନାଟକ ଗଙ୍ଗା ଯମୁନା (''[[:en:Gunga Jamuna| Gunga Jamuna]]'' – ୧୯୬୧) ଓ ହାସ୍ୟ ରସାତ୍ମକ ରାମ ଅଉର ଶ୍ୟାମ (''[[:en:Ram Aur Shyam| Ram Aur Shyam]]'' - 1967) । ମୁଦ୍ରାସ୍ଫୀତି ହିସାବକୁ ନେଲେ ତାଙ୍କ ଅଭିନୀତ ମୁଗଳ-ଏ-ଆଜମ ଚଳଚ୍ଚିତ୍ର ଅଦ୍ୟାବଧି ସର୍ବାଧିକ ଆୟକାରୀ ମାନ୍ୟତା ପାଇଛି ([[:en:List of highest-grossing films in India|highest-grossing film in India]]) । |

ପାଞ୍ଚ ବର୍ଷ ଧରି ସେ ଚଳଚ୍ଚିତ୍ର ଦୁନିଆରୁ ବାହାରେ ରହିବା ପରେ ୧୯୭୬ ଖ୍ରୀଷ୍ଟାବ୍ଦରେ ଫେରିଆସି କେତେକ ଚରିତ୍ର ଭୂମିକା ନିର୍ବାହ କରିଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ କ୍ରାନ୍ତି (''[[:en:Kranti|Kranti]]'' – ୧୯୮୧), ଶକ୍ତି (''[[:en:Shakti (1982 film)|Shakti]]'' – ୧୯୮୨), ମାର୍ଶାଲ (''[[:en:Mashaal|Mashaal]]'' – ୧୯୮୪), କର୍ମା (''[[:en:Karma (1986 film)|Karma]]'' – ୧୯୮୬) ଓ ସୌଦାଗର (''[[Saudagar (1991 film)|Saudagar]]'' – ୧୯୯୧) । ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ରର ନାମ କିଲା (''[[Qila (film)|Qila]]'' – ୧୯୯୮) ଯେଉଁଥିରେ ସେ ଏକ ଦ୍ୱୈତ ଚରିତ୍ରରେ ଅଭିନୟ କରିଥିଲେ । |
|||
== ଆଧାର == |
== ଆଧାର == |
୧୬:୦୬, ୧୦ ଜୁଲାଇ ୨୦୨୧ ଅନୁସାରେ କରାଯାଇଥିବା ବଦଳ
ଦିଲ୍ଲୀପ କୁମାର | |
---|---|
ଜନ୍ମ | |
ବୃତ୍ତି(ସମୂହ) | ଅଭିନେତା, ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୬୯- ଏପର୍ଯ୍ୟନ୍ତ |
ବୈବାହିକ-ସାଥୀ | ସାଏରା ବାନୁ (୧୯୬୬- ଏପର୍ଯ୍ୟନ୍ତ) ଅସମା ସାହିବା (୧୯୭୯-୧୯୮୨) |
ଦସ୍ତଖତ | |
ଦିଲୀପ କୁମାର (ଜନ୍ମ ନାମ ନାମ ମୋହମ୍ମଦ ୟୁସୁଫ ଖାନ;[୧] ୧୧ ଡିସେମ୍ବର ୧୯୨୨ – ୭ ଜୁଲାଇ ୨୦୨୧) ଜଣେ ଭାରତୀୟ ଅଭିନେତା ଓ ଚଳଚିତ୍ର ନିର୍ମାତା ଥିଲେ ତଥା ହିନ୍ଦୀ ଚଳଚିତ୍ରରେ ଅଭିନୟ ନିମନ୍ତେ ଜଣାଶୁଣା ଥିଲେ ।[୨] ଅଧିକ ଦୁଃଖାତ୍ମକ ଅଭିନୟ କରୁଥିବା ଯୋଗୁ ତାଙ୍କୁ ଟ୍ରାଜେଡ଼ି କିଙ୍ଗ ନାମରେ ଅନେକ ସମ୍ବୋଧିତ କରୁଥିଲେ ।[୩] ସେ ବଲିଉଡ ଜଗତରେ ଥିବା ପ୍ରଥମ ଖାନ ("The First Khan") ଥିଲେ[୪][୫] ଚଳଚ୍ଚିତ୍ର ଜଗତର ସେ ସର୍ବପ୍ରଥମ ସଫଳ ଅଭିନେତା ଥିଲେ ଯିଏ କି ଏକ ସ୍ୱତନ୍ତ୍ର ଧରଣର ଅଭନୟ କରୁଥିଲେ । ସେ ପ୍ରଥମ ଓ ସର୍ବାଧିକ ଫିଲିମ ଫେୟାର ଆୱାର୍ଡ ପାଇ ରେକର୍ଡ଼ କରିଥିଲେ ଯାହାକୁ ପରବର୍ତ୍ତୀ ସମୟରେ ଶାହରୁଖ ଖାନ ସମତୁଲ କରିଥିଲେ । [୬][୭]
ଦିଲୀପ କୁମାରଙ୍କର ପ୍ରଥମ ଥର ନିମନ୍ତେ ଅଭିନୟ କରିଥିବା ଚଳଚ୍ଚିତ୍ର ନାମ ଥିଲା ଜୁଆର ଭଟା (Jwar Bhata) - ୧୯୪୪), ଯାହା ବମ୍ବେ ଟକିଜ ( Bombay Talkies) ନିର୍ମାଣ କରିଥିଲେ । ପଚାଶ ବର୍ଷର ଅଭିନୟ ଜୀବନରେ ସେ ୬୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା କେତେକ ଚଳଚ୍ଚିତ୍ରମାନଙ୍କ ନାମ ଅନ୍ଦାଜ (Andaz – ୧୯୪୯), ଆନ (Aan – ୧୯୫୨), ସାମାଜିକ ନାଟକ ଦାଗ (Daag – ୧୯୫୨), ନାଟକୀୟ ଦେବଦାସ (Devdas – ୧୯୫୫), ହାସ୍ୟରସାତ୍ମକ ଆଜାଦ (Azaad – ୧୯୫୫), ଐତିହାସିକ ମୁଗଳ-ଏ-ଆଜମ (Mughal-e-Azam – ୧୯୬୦), ସାମାଜିକ ଡକାୟତ (dacoit crime) ନାଟକ ଗଙ୍ଗା ଯମୁନା ( Gunga Jamuna – ୧୯୬୧) ଓ ହାସ୍ୟ ରସାତ୍ମକ ରାମ ଅଉର ଶ୍ୟାମ ( Ram Aur Shyam - 1967) । ମୁଦ୍ରାସ୍ଫୀତି ହିସାବକୁ ନେଲେ ତାଙ୍କ ଅଭିନୀତ ମୁଗଳ-ଏ-ଆଜମ ଚଳଚ୍ଚିତ୍ର ଅଦ୍ୟାବଧି ସର୍ବାଧିକ ଆୟକାରୀ ମାନ୍ୟତା ପାଇଛି (highest-grossing film in India) ।
ପାଞ୍ଚ ବର୍ଷ ଧରି ସେ ଚଳଚ୍ଚିତ୍ର ଦୁନିଆରୁ ବାହାରେ ରହିବା ପରେ ୧୯୭୬ ଖ୍ରୀଷ୍ଟାବ୍ଦରେ ଫେରିଆସି କେତେକ ଚରିତ୍ର ଭୂମିକା ନିର୍ବାହ କରିଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ କ୍ରାନ୍ତି (Kranti – ୧୯୮୧), ଶକ୍ତି (Shakti – ୧୯୮୨), ମାର୍ଶାଲ (Mashaal – ୧୯୮୪), କର୍ମା (Karma – ୧୯୮୬) ଓ ସୌଦାଗର (Saudagar – ୧୯୯୧) । ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ରର ନାମ କିଲା (Qila – ୧୯୯୮) ଯେଉଁଥିରେ ସେ ଏକ ଦ୍ୱୈତ ଚରିତ୍ରରେ ଅଭିନୟ କରିଥିଲେ ।
ଆଧାର
- ↑ "'Dilip Kumar doing fine, he had severe backache': Saira Banu on actor's health". Hindustan Times. Press Trust of India. 13 March 2020. Retrieved 7 July 2021.
- ↑ "Dilip Kumar is my idol and inspiration: Amitabh Bachchan - The Times of India". Timesofindia.indiatimes.com. 11 December 2011. Retrieved 2012-08-06.
- ↑ Bose, Mrityunjay (7 July 2021). "Dilip Kumar: The undisputed 'Tragedy King'". Deccan Herald. Retrieved 7 July 2021.
- ↑ "Tragedy king Dilip Kumar turns 88". The Indian Express. 11 December 2010. Archived from the original on 11 October 2020. Retrieved 21 June 2012.
- ↑ "Happy Birthday Dilip Kumar: As Dilip Kumar turns 94, a look at his titanic reputation as India's finest method actor". Indianexpress.com. 11 December 2016. Retrieved 21 March 2019.
- ↑ Sharma, Vishwamitra (2007). Famous Indians of the 21st Century. Pustak Mahal. p. 196. ISBN 978-81-223-0829-7.
- ↑ Dawar, Ramesh (2006). Bollywood: yesterday, today, tomorrow. Star Publications. p. 8. ISBN 1-905863-01-2.
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଦିଲ୍ଲୀପ କୁମାର