"ଜଳବାୟୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଅଧିକ ତଥ୍ୟ ଦିଆଗଲା |
ଅଧିକ ତଥ୍ୟ ଦିଆଗଲା |
||
୯ କ ଧାଡ଼ି: | ୯ କ ଧାଡ଼ି: | ||
ବିଭିନ୍ନ ହାରାହାରି ଅବକ୍ଷେପନ ବା ପ୍ରେସିପିଟେସନ ତଥା ଉତ୍ତାପ ଓ ସ୍ୱାଭାବିକ ପରିବର୍ତ୍ତନଶୀଳତାର ପରିସୀମାକୁ ନେଇ ଜଳବାୟୁର ବର୍ଗୀକରଣ କରାଯାଏ । ସାଧାରଣରେ ବ୍ୟବହୃତ ବର୍ଗୀକରଣ ସ୍କିମକୁ କୋପାନ କ୍ଲାଇମେଟ କ୍ଲାସିଫିକେସନ ([[:en:Köppen climate classification|Köppen climate classification]]) କୁହାଯାଏ ।<ref>{{cite journal|doi=10.2307/210739|url=http://www.unc.edu/courses/2007fall/geog/801/001/www/ET/Thornthwaite48-GeogrRev.pdf|author=C. W. Thornthwaite|title=An Approach Toward a Rational Classification of Climate|journal=Geographical Review|volume=38|issue=1|pages=55–94|year=1948|jstor=210739}}</ref> ଯାହା ସନ ୧୯୪୮ରୁ ବ୍ୟବହାର ହେଉଥିବା ଏଭାପୋଟ୍ରାନ୍ସପିରେସନ ସହିତ ଯେଉଁଥିରେ ଉତ୍ତାପ ଓ ପ୍ରେସିପିଟେସନ ଖବର ନିଆଯାଇ ବାୟୋଲୋଜିକାଲ ଡାଇଭରସିଟି ଓ କିପରି ଜଳବାୟୁ ପରିବର୍ତ୍ତନ ପ୍ରଭାବିତ କରୁଛି, ତାହା ଅନୁଶୀଳନ କରାଯାଏ । ବର୍ଗେରନ ଓ ସ୍ପାସିଆଲ ସିନୋପ୍ଟିକ କ୍ଲାସିଫିକେସନ ସିସ୍ଟମରେ ବାୟୁ ପିଣ୍ଡର ମୂଳ ଉତ୍ସ ଉପରେ କେନ୍ଦ୍ରୀଭୁତ କରାଯାଇ ବର୍ଗୀକରଣ କରାଯାଏ । |

{{^| |
{{^| |
||
[[Paleoclimatology]] |
ପାଲିଓକ୍ରଲାମାଟୋଲୋଜିରେ ([[Paleoclimatology|Paleoclimatology]]) ପୁରାତନ କାଳର ଜଳବାୟୁ ବିଷୟର ଅନୁଶୀଳନ ହୁଏ । ଊନବିଂଶ ଶତାବ୍ଦୀ ପୁର୍ବରୁ ବହୁତ ସ୍ୱଳ୍ପ ସଳଖ ପର୍ଯ୍ୟବେକ୍ଷଣ ମିଳୁଥିଲା, ଅଳ୍ପ ଜଳବାୟୁର ହେଉଥିବାରୁ ପ୍ରୋକ୍ସି ଭାରିଏବଲରେ ନନ-ବାୟୋଟିକ ପ୍ରମାଣ ଯେପରିକି ହ୍ରଦ ଶଯ୍ୟା ଓ ବରଫ କୋରରେ ମିଳୁଥିବା ସେଡିମେଣ୍ଟର ପ୍ରୋକ୍ସି ଭାରିଏବଲରୁ ପାଲିଓକ୍ଲାଇମେଟ ଅନୁମାନ କରାଯାଉଥିଲା ଓ ଡେଣ୍ଡ୍ରୋକ୍ରୋନୋଲୋଜି ତଥା କୋରାଲରୁ ବାୟୋଟିକ ପ୍ରମାଣ ମିଳୁଥିଲା । Since very few direct observations of climate are available before the 19th century, paleoclimates are inferred from [[Proxy (climate)|proxy variables]] that include non-biotic evidence such as sediments found in [[lake beds]] and [[ice core]]s, and biotic evidence such as [[Dendrochronology|tree rings]] and coral. [[Climate model]]s are mathematical models of past, present and future climates. Climate change may occur over long and short timescales from a variety of factors; recent warming is discussed in [[global warming]]. Global warming results in redistributions. For example, "a 3{{formatnum:}}°C change in mean annual temperature corresponds to a shift in isotherms of approximately 300–400 km in latitude (in the temperate zone) or 500 m in elevation. Therefore, species are expected to move upwards in elevation or towards the poles in latitude in response to shifting climate zones".<ref>{{Cite book|title=Biological consequences of globalwarming: is the signal already|last=Hughes|first=Lesley|publisher=|year=2000|isbn=|location=|pages=56|quote=|via=}}</ref><ref name="TIEE-20000201">{{cite journal |last=Hughes |first=Leslie |title=Biological consequences of global warming: is the signal already apparent? |url=http://www.cell.com/trends/ecology-evolution/abstract/S0169-5347(99)01764-4 |date=1 February 2000 |journal=[[Trends in Ecology and Evolution]] |volume=15 |issue=2 |pages=56–61 |doi=10.1016/S0169-5347(99)01764-4 |accessdate=November 17, 2016 }}</ref> |
||
}} |
}} |
||
== ଆଧାର == |
== ଆଧାର == |
୨୧:୪୦, ୨୬ ନଭେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ
ଜଳବାୟୁ (ଇଂରାଜୀ ଭାଷାରେ Climate) କହିଲେ ଦୀର୍ଘ ୩୦ ବର୍ଷର ସ୍ୱାଭାବିକ ପାଣିପାଗର ହାରାହାରି ପରିସଂଖ୍ୟାନକୁ ବୁଝାଏ । [୧][୨] ବାୟୁମଣ୍ଡଳର ଚାପ, ଆର୍ଦ୍ରତା, ଉତ୍ତାପ, ଆର୍ଦ୍ରତା, ପବନ ଓ ପ୍ରେସିପିଟେସନକୁ ହିସାବକୁ ନେଇ ଏହି ଜଳବାୟୁ ବିଷୟରେ ପୁର୍ବାନୁମାନ କରାଯାଏ । ବ୍ୟାପକ ଅର୍ଥରେ ସମୁଦ୍ର ଓ ପୃଥିବୀରେ ଥିବା ବରଫକୁ ଜଳବାୟୁ ମଣ୍ଡଳର (climate system) ଅଂଶ ଭାବରେ ହିସାବକୁ ନେଲେ ଯାହା ବୁଝାଏ ତାହାକୁ ଜଳବାୟୁ କୁହାଯାଏ । [୧] କୌଣସି ସ୍ଥାନର ଜଳବାୟୁ ତାହାର ଦ୍ରାଘିମା, ଇଲାକା (terrain), ଉଚ୍ଚତା (altitude), ଜଳ ଭଣ୍ଡାର (water bodies) ଓ ତାହାର ସ୍ରୋତ ଅନୁସାରେ ପ୍ରଭାବିତ ହୁଏ ।
ସାଧାରଣ ଭାବରେ କୌଣସି ସ୍ଥାନର ଜଳବାୟୁର ବର୍ଣ୍ଣନା କରିବାକୁ କହିଲେ ଉକ୍ତ ସମୟରେ ସେଠାକାର ଜଳବାୟୁ ସିସ୍ଟମର ଅବସ୍ଥାକୁ ବୁଝାଏ ।
ବିଭିନ୍ନ ହାରାହାରି ଅବକ୍ଷେପନ ବା ପ୍ରେସିପିଟେସନ ତଥା ଉତ୍ତାପ ଓ ସ୍ୱାଭାବିକ ପରିବର୍ତ୍ତନଶୀଳତାର ପରିସୀମାକୁ ନେଇ ଜଳବାୟୁର ବର୍ଗୀକରଣ କରାଯାଏ । ସାଧାରଣରେ ବ୍ୟବହୃତ ବର୍ଗୀକରଣ ସ୍କିମକୁ କୋପାନ କ୍ଲାଇମେଟ କ୍ଲାସିଫିକେସନ (Köppen climate classification) କୁହାଯାଏ ।[୩] ଯାହା ସନ ୧୯୪୮ରୁ ବ୍ୟବହାର ହେଉଥିବା ଏଭାପୋଟ୍ରାନ୍ସପିରେସନ ସହିତ ଯେଉଁଥିରେ ଉତ୍ତାପ ଓ ପ୍ରେସିପିଟେସନ ଖବର ନିଆଯାଇ ବାୟୋଲୋଜିକାଲ ଡାଇଭରସିଟି ଓ କିପରି ଜଳବାୟୁ ପରିବର୍ତ୍ତନ ପ୍ରଭାବିତ କରୁଛି, ତାହା ଅନୁଶୀଳନ କରାଯାଏ । ବର୍ଗେରନ ଓ ସ୍ପାସିଆଲ ସିନୋପ୍ଟିକ କ୍ଲାସିଫିକେସନ ସିସ୍ଟମରେ ବାୟୁ ପିଣ୍ଡର ମୂଳ ଉତ୍ସ ଉପରେ କେନ୍ଦ୍ରୀଭୁତ କରାଯାଇ ବର୍ଗୀକରଣ କରାଯାଏ ।
ଆଧାର
- ↑ ୧.୦ ୧.୧ Planton, Serge (France; editor) (2013). "Annex III. Glossary: IPCC – Intergovernmental Panel on Climate Change" (PDF). IPCC Fifth Assessment Report. p. 1450. Archived from the original (PDF) on 2016-05-24. Retrieved 25 July 2016.
{{cite web}}
:|first=
has generic name (help)CS1 maint: multiple names: authors list (link) - ↑ Shepherd, Dr. J. Marshall; Shindell, Drew; O'Carroll, Cynthia M. (1 February 2005). "What's the Difference Between Weather and Climate?". NASA. Retrieved 13 November 2015.
- ↑ C. W. Thornthwaite (1948). "An Approach Toward a Rational Classification of Climate" (PDF). Geographical Review. 38 (1): 55–94. doi:10.2307/210739. JSTOR 210739.