"ବଡ଼ ଏରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Greater flamingo"
 
No edit summary
୧୧ କ ଧାଡ଼ି: ୧୧ କ ଧାଡ଼ି:


== ବିସ୍ତାର ==
== ବିସ୍ତାର ==
ଏସିଆ , ଆଫ୍ରିକା ର ତଟବର୍ତୀ ଅଞ୍ଚଳ , ଭାରତ , ପାକିସ୍ତାନ ମଧ୍ୟ ପ୍ରାଚ୍ୟ ଦେଶ ଇଟାଲୀ , ଫ୍ରାଣ୍ସ ଆଦି ଅଞ୍ଚଳ ରେ ଏମାନେ ବହୁ ସଂଖ୍ୟା ରହନ୍ତି । ଭାରତ ର ନଳଣଣ , ଖାଯିଦୀଆ ପକ୍ଷୀ ସଙ୍ଗରକ୍ଷଣ ଅଞ୍ଚଳ ଫ୍ଲେମିଙ୍ଗୋ ଙ୍କ ଆବାସ ପାଇଁ ବିଖ୍ୟାତ ।ସେମାନେ ସେହି ସବୁ ଆବାସ ରେ ଶିତ୍ସ କାଳ ରେ ରହିଥାନ୍ତି । <ref>Koshti A.J. and Bony L.S (2016). </ref> 
ଏସିଆ , [[ଆଫ୍ରିକା]] ର ତଟବର୍ତୀ ଅଞ୍ଚଳ , ଭାରତ , [[ପାକିସ୍ତାନ]] ମଧ୍ୟ ପ୍ରାଚ୍ୟ ଦେଶ ଇଟାଲୀ , ଫ୍ରାଣ୍ସ ଆଦି ଅଞ୍ଚଳ ରେ ଏମାନେ ବହୁ ସଂଖ୍ୟା ରହନ୍ତି । ଭାରତ ର ନଳଣଣ , ଖାଯିଦୀଆ ପକ୍ଷୀ ସଙ୍ଗରକ୍ଷଣ ଅଞ୍ଚଳ ଫ୍ଲେମିଙ୍ଗୋ ଙ୍କ ଆବାସ ପାଇଁ ବିଖ୍ୟାତ ।ସେମାନେ ସେହି ସବୁ ଆବାସ ରେ ଶିତ୍ସ କାଳ ରେ ରହିଥାନ୍ତି । <ref>Koshti A.J. and Bony L.S (2016). </ref> 


== ଜୀବନ କାଳ ==
== ଜୀବନ କାଳ ==

୨୨:୩୬, ୩ ଡିସେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

The ବୃହତ୍ ଫ୍ଲେମିଙ୍ଗୋ (Phoenicopterus roseus) ସର୍ବାଧିକ ଦେଖା ଯାଉଥିବା ଫ୍ଲେମିଙ୍ଗୋ ପ୍ରଜାତି । ଏମାନେ ମୁଖ୍ଯତଃ ଆଫ୍ରିକା ମହାଦେଶ , ଭାରତୀୟ ଉପମହାଦେଶ ଓ ମଧ୍ୟ ପ୍ରାଚ୍ୟ ତଥା ଦକ୍ଷିଣ ଇଉରୋପ ରେ ଦେଖା ଯାଇଥାନ୍ତି । 

ବର୍ଣନା 

ଏହି ପ୍ରଜାତି ର ଫ୍ଲେମିଙ୍ଗୋ ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଛ ହେଇଥିବା ବେଳେ ୨ ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି ।[୧] ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲି ରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ । 

ଏହି ଫ୍ଲେମିଙ୍ଗୋ ତାରକାରେ ଏକ ମାତ୍ର ଅଣ୍ଡା ଦେଇଥାଏ। ଏହା ବାଇଗଣି ରଙ୍ଗ ରେ ହେଇଥାଏ । ମୁଖ୍ଯତଃ ଫ୍ଲେମିଙ୍ଗୋ ର ରଙ୍ଗ ଧଳା ହେଇଥିବା ବେଳେ ଡେଣା ରେ ଲାଲ ରଙ୍ଗ ଓ ପର ର ଅଗ୍ରଭାଗ ରେ କିଛି କଳା ରଙ୍ଗ ଥାଏ । ଫ୍ଲେମିଙ୍ଗୋ ସମୟ ସମୟ ରେ ବତକ ପରି ଶବ୍ଦ କରିଥାଏ । 

ଫ୍ଲେମିଙ୍ଗୋ ର ପର ରେ ଥିବା ରଙ୍ଗ କୁ ମେକ-ଉପ ତିଆରି ରେ ମଧ୍ୟ ବ୍ୟବହାର କରାଯାଇଥାଏ । [୨]

ସାଧାରଣତଃ ହ୍ରଦ ଓ ପୁଷ୍କରିଣୀ ଥିବା ସ୍ଥାନ ରେ ଆବାସ ଯମେଇଥିବା ଫ୍ଲେମିଙ୍ଗୋ ମାନେ ସନ୍ତସନ୍ତିଆ ଜାଗା ରେ ମଧ୍ୟ ଦେଖା ଯାନ୍ତି । ସେଠାରେ ଛୋଟ ମାଛ , ପୋକ ଇତ୍ୟାଦି ତାଙ୍କର ଖାଦ୍ୟ । ମୁଣ୍ଡ ନୂଆଇ ସେମାନେ ଖାଦ୍ୟ ଅନୁସନ୍ଧାନ ରେ ରହନ୍ତି । [୩]

ବିସ୍ତାର 

ଏସିଆ , ଆଫ୍ରିକା ର ତଟବର୍ତୀ ଅଞ୍ଚଳ , ଭାରତ , ପାକିସ୍ତାନ ମଧ୍ୟ ପ୍ରାଚ୍ୟ ଦେଶ ଇଟାଲୀ , ଫ୍ରାଣ୍ସ ଆଦି ଅଞ୍ଚଳ ରେ ଏମାନେ ବହୁ ସଂଖ୍ୟା ରହନ୍ତି । ଭାରତ ର ନଳଣଣ , ଖାଯିଦୀଆ ପକ୍ଷୀ ସଙ୍ଗରକ୍ଷଣ ଅଞ୍ଚଳ ଫ୍ଲେମିଙ୍ଗୋ ଙ୍କ ଆବାସ ପାଇଁ ବିଖ୍ୟାତ ।ସେମାନେ ସେହି ସବୁ ଆବାସ ରେ ଶିତ୍ସ କାଳ ରେ ରହିଥାନ୍ତି । [୪] 

ଜୀବନ କାଳ 

ଜୂ ରେ ଥିବା ଫ୍ଲେମିଙ୍ଗୋ ମାନଙ୍କ ହାରାହାରି ଜୀବନ କାଳ ୬୦ ବର୍ଷ ରୁ ଉର୍ଦ୍ଧ ହେଇଥାଏ । 

ମଣିଷ ସହ ସମ୍ପର୍କ 

ପକ୍ଷୀ ସଂଗ୍ରହାଳୟ ରେ ବହୁ ସଂଖ୍ୟା ରେ ଫ୍ଲେମିଙ୍ଗୋ ଥିବାର ଦେଖା ଯାଏ । ଏହାରେ ସେମାନଙ୍କ ବଂଶ ବୃଦ୍ଧି ମଧ୍ୟ ହେଇଥାଏ ।[୫]ଅଷ୍ଟ୍ରେଲିଆ ଜୂ ରେ ଏକ ଫ୍ଲେମିଙ୍ଗୋ ୮୩ ବର୍ଷ ବଞ୍ଚିଥିବାର ଜଣାପଡେ । ତେବେ ତାକୁ ବୟସାଧିକ୍ୟ କାରଣ ରୁ ମାରି ଦିଆ ଯାଇଥିଲା । [୬][୭][୮][୯]


ଗେଲେରୀ 

ଆଧାର ସମୂହ 

  1. {{cite web}}: Empty citation (help)
  2. Amat, J.A., Rendón, M.A., Garrido-Fernández, J., Garrido, A., Rendón-Martos, M. and Pérez-Gálvez, A. (2011). "Greater flamingos Phoenicopterus roseus use uropygial secretions as make-up". Behavioral Ecology and Sociobiology. 65 (4): 665–673.{{cite journal}}: CS1 maint: multiple names: authors list (link)
  3. {{cite web}}: Empty citation (help)
  4. Koshti A.J. and Bony L.S (2016).
  5. {{cite web}}: Empty citation (help)
  6. {{cite web}}: Empty citation (help)
  7. {{cite web}}: Empty citation (help)
  8. {{cite web}}: Empty citation (help)
  9. Fedorowytsch, Tom (31 January 2014). "Flamingo believed to be world's oldest dies at Adelaide Zoo aged 83". ABC Radio Australia. Retrieved 31 January 2014. {{cite news}}: More than one of |accessdate= and |access-date= specified (help)

ବାହ୍ୟ ସଂଯୋଗ ସବୁ