"ବ୍ୟବହାରକାରୀ:Susant purohit/ହାତୀଗୁମ୍ଫାର ଶିଳାଲେଖ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Regular Character Changes
ଟିକେ multiple spaces removed.
୩ କ ଧାଡ଼ି: ୩ କ ଧାଡ଼ି:
[[ଫାଇଲ:Hatigumfa.jpg|thumb|ହାତୀଗୁମ୍ଫାର ସିଳାଲେଖ ]]
[[ଫାଇଲ:Hatigumfa.jpg|thumb|ହାତୀଗୁମ୍ଫାର ସିଳାଲେଖ ]]
[[ଫାଇଲ:Kharabela_inscription,_Hatigumpha,_Khandagiri,_Bhubaneswar.jpg|thumb|1827ରେ ଆଲେକଜାଣ୍ଡାର କନିଙ୍ଘାମଙ୍କଦ୍ଵାରା ପ୍ରକାଶିତ ' ଆଶୋକ 'ରେ ଉଦୟଗିରି ଶିଳାଲେଖର ଚିତ୍ର ]]
[[ଫାଇଲ:Kharabela_inscription,_Hatigumpha,_Khandagiri,_Bhubaneswar.jpg|thumb|1827ରେ ଆଲେକଜାଣ୍ଡାର କନିଙ୍ଘାମଙ୍କଦ୍ଵାରା ପ୍ରକାଶିତ ' ଆଶୋକ 'ରେ ଉଦୟଗିରି ଶିଳାଲେଖର ଚିତ୍ର ]]
ଭୁବନେଶ୍ବର ସହର ସନ୍ନିକଟ ଉଦୟଗିରି ପାହାଡରେ ହାତିଗୁମ୍ଫା ( the Elephant Caves ) ଅବସ୍ଥିତ । ଏହା ମଧ୍ୟରେ ଖ୍ରୀଷ୍ଟପୂର୍ବ 2 ୟ ଶତାବ୍ଦୀରେ କଳିଙ୍ଗର ତତ୍କାଳୀନ ସମ୍ରାଟ ଖାରବେଳଙ୍କଦ୍ଵାରା ଗୁମ୍ଫା ଭିତରେ ଶିଳା ଉପରେ ଲେଖ କରାଯାଇଥିଲା । ବ୍ରାହ୍ମୀ ଭାଷାରେ ଗଭୀର ଭାବରେ ଖୋଦିତ ହେଇଥିବା ଏହି 17 ଧାଡି  ଉଦୟଗିରିର ଦକ୍ଷିଣ ଦିଗରେ ଥିବା ଗୁମ୍ଫାରେ ଆଜି ଯାଏ ବିଦ୍ୟମାନ ଅଛି । ଏହି ଲେଖା ସାମ୍ନାରେ  6 ମାଇଲ ଦୂରରେ ଥିବା ଧଉଳି ପାହାଡର ସମ୍ରାଟ ଅଶୋକଙ୍କ ଶିଳାକୃତି ରହିଛି । 
ଭୁବନେଶ୍ବର ସହର ସନ୍ନିକଟ ଉଦୟଗିରି ପାହାଡରେ ହାତିଗୁମ୍ଫା ( the Elephant Caves ) ଅବସ୍ଥିତ । ଏହା ମଧ୍ୟରେ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରେ କଳିଙ୍ଗର ତତ୍କାଳୀନ ସମ୍ରାଟ ଖାରବେଳଙ୍କଦ୍ଵାରା ଗୁମ୍ଫା ଭିତରେ ଶିଳା ଉପରେ ଲେଖ କରାଯାଇଥିଲା । ବ୍ରାହ୍ମୀ ଭାଷାରେ ଗଭୀର ଭାବରେ ଖୋଦିତ ହେଇଥିବା ଏହି 17 ଧାଡି ଉଦୟଗିରିର ଦକ୍ଷିଣ ଦିଗରେ ଥିବା ଗୁମ୍ଫାରେ ଆଜି ଯାଏ ବିଦ୍ୟମାନ ଅଛି । ଏହି ଲେଖା ସାମ୍ନାରେ  6 ମାଇଲ ଦୂରରେ ଥିବା ଧଉଳି ପାହାଡର ସମ୍ରାଟ ଅଶୋକଙ୍କ ଶିଳାକୃତି ରହିଛି । 


ଏହି ଲେଖାକୁ ଖ୍ରୀଷ୍ଟପୂର୍ବ ୧୫୦ ମସିହାରେ ଥିବା କଳିଙ୍ଗ ଲିପି  ର ଉନ୍ନତ ପ୍ରକାରଭେଦ ବୋଲି ଗବେଷଣାବିଦ ମାନଙ୍କର ମତ  .<ref>[http://www.proel.org/index.php?pagina=alfabetos/dravidi Source]</ref>
ଏହି ଲେଖାକୁ ଖ୍ରୀଷ୍ଟପୂର୍ବ ୧୫୦ ମସିହାରେ ଥିବା କଳିଙ୍ଗ ଲିପି  ର ଉନ୍ନତ ପ୍ରକାରଭେଦ ବୋଲି ଗବେଷଣାବିଦ ମାନଙ୍କର ମତ  .<ref>[http://www.proel.org/index.php?pagina=alfabetos/dravidi Source]</ref>

୧୩:୪୬, ୨୦ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ହାତୀଗୁମ୍ଫାର ଶିଳାଲେଖ ,1892ରେ ୱିଲିୟମ ହେନେରୀ କାର୍ନିଶଙ୍କ  ପ୍ରତ୍ନତତ୍ଵ ଅନୁସନ୍ଧାନର ଚିତ୍ର .
ଭୁବନେଶ୍ବର ସନ୍ନିକଟ ଉଦୟଗିରି ପାହାଡ  ରେ ଥିବା ହାତୀଗୁମ୍ଫା 
ହାତୀଗୁମ୍ଫାର ସିଳାଲେଖ 
1827ରେ ଆଲେକଜାଣ୍ଡାର କନିଙ୍ଘାମଙ୍କଦ୍ଵାରା ପ୍ରକାଶିତ ' ଆଶୋକ 'ରେ ଉଦୟଗିରି ଶିଳାଲେଖର ଚିତ୍ର 

ଭୁବନେଶ୍ବର ସହର ସନ୍ନିକଟ ଉଦୟଗିରି ପାହାଡରେ ହାତିଗୁମ୍ଫା ( the Elephant Caves ) ଅବସ୍ଥିତ । ଏହା ମଧ୍ୟରେ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରେ କଳିଙ୍ଗର ତତ୍କାଳୀନ ସମ୍ରାଟ ଖାରବେଳଙ୍କଦ୍ଵାରା ଗୁମ୍ଫା ଭିତରେ ଶିଳା ଉପରେ ଲେଖ କରାଯାଇଥିଲା । ବ୍ରାହ୍ମୀ ଭାଷାରେ ଗଭୀର ଭାବରେ ଖୋଦିତ ହେଇଥିବା ଏହି 17 ଧାଡି ଉଦୟଗିରିର ଦକ୍ଷିଣ ଦିଗରେ ଥିବା ଗୁମ୍ଫାରେ ଆଜି ଯାଏ ବିଦ୍ୟମାନ ଅଛି । ଏହି ଲେଖା ସାମ୍ନାରେ  6 ମାଇଲ ଦୂରରେ ଥିବା ଧଉଳି ପାହାଡର ସମ୍ରାଟ ଅଶୋକଙ୍କ ଶିଳାକୃତି ରହିଛି । 

ଏହି ଲେଖାକୁ ଖ୍ରୀଷ୍ଟପୂର୍ବ ୧୫୦ ମସିହାରେ ଥିବା କଳିଙ୍ଗ ଲିପି  ର ଉନ୍ନତ ପ୍ରକାରଭେଦ ବୋଲି ଗବେଷଣାବିଦ ମାନଙ୍କର ମତ  .[୧]

ଲେଖାଟି ସମ୍ରାଟ ଖାରବେଳଙ୍କ ରାଜୁତିର 13 ତମ ବର୍ଷର ହେଇଥିବାର କିଛି ଗବେଷକ ମତ ଦେଇଥିଲେ ଭି ତାହାର ପୂର୍ଣ ପ୍ରମାଣ ମିଳିନାହିଁ । .[୨][୩][୨]

ଲେଖାର ସାର କଥା 

ଲେଖାର ଆରମ୍ଭରେ ଜୈନ ଧର୍ମରେ ପ୍ରଚଳିତ ନମସ୍କାର ମନ୍ତ୍ର ରହିଥିବାର ଜଣା ପଡେ  : नमो अरहंतानं [॥] णमो सवसिधानं [॥] 

ହାତିଗୁମ୍ଫାର ଶିଳା ଲେଖରେ ସମ୍ରାଟ ଖାରବେଳଙ୍କଦ୍ଵାରା କରାଯାଇଥିବା ପ୍ରତ୍ୟେକ ବର୍ଷ କରା ହେଇଥିବା କାମ ସବୁର ବିବରଣୀ ସହ ତାଙ୍କର ଯୁଦ୍ଧ ପ୍ରସ୍ତୁତି , ପ୍ରଚଳିତ ମୁଦ୍ରା , ମୁଖ୍ୟ ଯୁଦ୍ଧର ବିବରଣୀ ବିଷୟରେ ବର୍ଣ୍ଣନା ରହିଛି । ଏହି ଲେଖାରେ ଜଣା ପଡେ ଖାରବେଳ ପାଟାଳିପୁତ୍ର ବିଜୟ କରି ବିଶାଳ 'ଶୁଙ୍ଗ' ସାମ୍ରାଜ୍ୟ ଗଠନ କରିଥିଲେ । 









ଆହୁରି ପଠନ 

  • Indian inscriptions

Notes

  1. Source
  2. ୨.୦ ୨.୧ Sudhakar Chattopadhyaya (1974). Some Early Dynasties of South India. Motilal Banarsidass Publ. pp. 44–50. ISBN 978-81-208-2941-1.
  3. Rama Shankar Tripathi (1942). History of Ancient India. Motilal Banarsidass Publ. pp. 199–201. ISBN 978-81-208-0018-2.

ସମ୍ପୃକ୍ତି

  • Epigraphia Indica, Vol. XX (1929–30). Delhi: Manager of Publications, 1933.
  • Sadananda Agrawal: Śrī Khāravela, Published by Sri Digambar Jain Samaj, Cuttack, 2000.

ବାହ୍ୟ ସଂଯୋଗ ସବୁ