Jump to content

ଖଜୁରୀତାଡ଼ି

ଉଇକିପିଡ଼ିଆ‌ରୁ
୧୬:୩୦, ୧ ଜୁନ ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) ("ଖଜୁରୀତାଡି ଓଡିଶାର ବିଭିନ୍ନ ଅଞ୍ଚଳରେ ବ୍ୟବହାର କର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଖଜୁରୀତାଡି ଓଡିଶାର ବିଭିନ୍ନ ଅଞ୍ଚଳରେ ବ୍ୟବହାର କରାଯାଉ ଥିବା ଏକ ପ୍ରକାର ପାନୀୟ lଏହାକୁ ଖଜୁରୀରସ ମଧ୍ୟ କୁହାଯାଏ lଏହା ପେଟ ଥଣ୍ଡା ରଖିବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢେଇ ଥାଏ l

ଖଜୁରୀଗଛର ଉପରଭାଗରେ ଛିଦ୍ରକରି ମାଠିଆ ଦ୍ବାରା ରସକୁ ବାହାର କରାଯାଇଥାଇ lଗଛରୁ ବାହାର କରିବାର ୨-୩ ଘଣ୍ଟା ମଧ୍ୟରେ ପିଇଲେ ମିଠା ଲାଗେ କିନ୍ତୁ ଅଧିକା ସମୟ ପରେ ପିଇଲେ ଏହାର ସ୍ବାଦ ବଦଳିଯିବା ସହ ନିଶା ହେଇଥାଏ l