Jump to content

ସୁଜାତା ଭଟ୍ଟ

ଉଇକିପିଡ଼ିଆ‌ରୁ
୧୫:୧୯, ୩୦ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sujata Bhatt") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସୁଜାତା ଭଟ୍ଟ,  (ଜନ୍ମ ୬ ମେ ୧୯୫୬ )ଜଣେ ଭାରତୀୟ ମହିଳା  କବି , ତଥା ଗୁଜୁରାତି ଭାଷା ର ଜଣେ  ସୁବକ୍ତା । 

ଜୀବନୀ ଓ ଅବଦାନ 

ସୁଜାତା ଙ୍କ ଜନ୍ମ ଗୁଜୁରାଟ ରାଜ୍ୟ ର ଅହମଦାବାଦ ସହର ରେ ହେଇଥିଲା ଓ ତାଙ୍କର ବାଲ୍ୟ କାଳ ପୁନେ ସହର ରେ ଅତିବାହିତ ହେଇଥିଲା । ୧୯୬୮ ମସିହା ରେ ସେ ତାଙ୍କ ପରିବାର ସହ କୁଳତାରସ୍ତ୍ର ଆମେରିକା କୁ ଯାଇ ରହିଥିଲେ ଓ ସେଠାରେ ସେ ଇୟବା ବିଶ୍ୱବିଦ୍ୟାଳୟ ( IOWA University) ରୁ MFA ଡିଗ୍ରୀ ହାସଲ କରିଥିଲେ / ସେ କାନାଡା ବିଶ୍ୱବିଦ୍ୟାଳୟ ରେ ଆବାସିକ ଲେଖିକା ଭାବରେ ନିଯୁକ୍ତି ପାଇ ସେଠାରେ ଅନେକ କବିତା ରଚନା କରିଥିଲେ । ତାଙ୍କର ପ୍ରଥମ କବିତା ସଂଗ୍ରହ କମନୱେଲ୍ଥ କବିତା ପାଇଁ ଥିବା " Alice Hunt Bartiet "  ପୁରସ୍କାର ଲାଭ କରିଥିଲା ।  . ୧୯୯୧ ମସିହା ରେ ସେ ଚୋଲୋମଣ୍ଡଲେ ପୁରସ୍କାର ଓ ୨୦୦୦ ମସିହା ରେ ଇଟାଲୀୟ ଟ୍ରାଥ କବିତା ପୁରସ୍କାର ପ୍ରାପ୍ତ ହେଇଥିଲେ । . [] ସେ ଜର୍ମାନ ଲେଖକ ମାଇକେଲ ଅଗସ୍ତିନ ଙ୍କ କ୍ଷୁଦ୍ର ନାଟକ , ମିନି କବିତା ସବୁ ର ଅନୁବାଦ କରିଥିଲେ । ପେଙ୍ଗୁଇନ ପ୍ରକାଶକ ଙ୍କ କବିତା ସଂଗ୍ରହ ପୁସ୍ତକ ପାଇଁ ସେ ଅନେକ ଗୁଜୁରାତି କବିତା ର ଅନୁବାଦ ମଧ୍ୟ ଦେଇଥିଲେ । ତାଙ୍କର ଲେଖା ସାଧାରଣତଃ ଭାରତୀୟ ଇଂରାଜୀ ( ଇଣ୍ଡିଆନ ଇଙ୍ଗ୍ଲିଶ ) ରେ ରହିଥାଏ । ତାଙ୍କର କବିତା ସବୁ ଇଂଲଣ୍ଡ , ଆଇର୍ଲାଣ୍ଡ, ଆମେରିକା ଓ କାନାଡା ର ବିଭିନ୍ନ ପ୍ରକାଶନ ରେ ରହିଥାଏ ।  ."[]  ସେ ଇଂଲଣ୍ଡ ରେ ରେଡିଓ ଭାଷ୍ୟକାର ଭାବରେ କାର୍ଯ୍ୟ କରିଥିଲେ ଓ ୨୦୧୩ ମସିହା ରୁ ସୃଜନଶୀଳ ଲେଖା ବିଷୟ ରେ ନଟିନଘାମ ବିଶ୍ୱବିଦ୍ୟାଳୟ ରେ ଅତିଥି ପ୍ରଫେସର ଭାବରେ ରହିଛନ୍ତି । 

 ବିଖ୍ୟାତ କବି ମାଇକେଲ ସ୍ମିଥ ଙ୍କ ମତ ରେ ତାଙ୍କ କବିତା ଖୁବ ସୁନ୍ଦର ଭାବରେ ଗତିଶୀଳ ଓ ବର୍ଣନାତ୍ମକ ହେବା ସହ ସାବଲୀଳତା ମଧ୍ୟ ରଖିଥାଏ । ନିଉ ଷ୍ଟେଟସମେନ ସଂବାଦପତ୍ର ଅନୁସାରେ ସେ ଜୀବିତ ଥିବା କବି ମଧ୍ୟ ରେ ଅନ୍ଯତମ ଶ୍ରେଷ୍ଠ କବି ।[] ତାଙ୍କର କବିତା " A Different History " ଜଗତୀକରଣ ଉପରେ ଆଧାରିତ ଥିଲା । 

ଭଟ୍ଟ ଙ୍କ ସ୍ଵାମୀ ଜେନ ଜର୍ମାନ ଲେଖକ ମାଇକେଲ ଅଗସ୍ତିନ ଓ ତାଙ୍କ ଝିଅ ମଧ୍ୟ ତାଙ୍କ ସହ ରହନ୍ତି । .  

କବିତା ସଂଗ୍ରହ ସବୁ 

  • 1988 Brunizem Carcanet Press
  • 1991 Monkey Shadows Carcanet Press
  • 1995 The Stinking Rose Carcanet Press
  • 1997 Point No Point. Carcanet Press
  • 2000 Augatora. Carcanet Press
  • 2002 The Colour of Solitude (Second edition). Carcanet Press
  • 2008 Pure Lizard. Carcanet Press

ପୁରସ୍କାର ସମୂହ 

  • 1988 Commonwealth poetry prize (Asia) Brunizem
  • 1988 Alice Hunt Bartlett Prize Brunizem
  • 1991 Poetry Book Society Recommendation Monkey Shadows
  • 1991 Cholmondeley Award
  • 2000 Poetry Book Society Recommendation Aguatora
  • 2000 Tratti Poetry Prize

ଆଧାର ସମୂହ 

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; PA ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Schmidt, Michael: Lives of Poets, p860.
  3. Schmidt, Michael: Lives of Poets, page 861.

ବାହ୍ୟ ସଂଯୋଗ ସବୁ