Jump to content

ମୃଦୁଳା ଗର୍ଗ

ଉଇକିପିଡ଼ିଆ‌ରୁ
୦୬:୪୧, ୨୯ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Mridula Garg") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Mridula Garg
ଜନ୍ମ ଓ ଜନ୍ମସ୍ଥାନ(1938-10-25)୨୫ ଅକ୍ଟୋବର ୧୯୩୮
Kolkata, West Bengal, India

ମୃଦୁଳା ଗର୍ଗ(ଜନ୍ମ ୧୯୩୮ ) ଜୁଆଣେ ଭାରତୀୟ ମହିଳା ଲେଖକ । ସେ ଉଭୟ ହିନ୍ଦୀ ଓ ଇଂରେଜି ଭାଷା ରେ ଲେଖନ୍ତି .[][] ସେ ହିନ୍ଦୀ ଭାଷା ରେ ୩୦ ଟି ପୁସ୍ତକ,  ଗଳ୍ପ ସଂକଳନ , ଉପନ୍ୟାସ ନାଟକ ଓ ପ୍ରବନ୍ଧ ସଂଗ୍ରହ ଲେଜଖିଛନ୍ତି ଓ ଇଂରେଜି ରେ ସେଥିମଧ୍ୟ ରୁ ୩ ଟି କୁ ରୂପାନ୍ତରିତ କରିଛନ୍ତି । ତାଙ୍କୁ ସେଥିପାଇଁ ଭାରତୀୟ ର ସାହିତ୍ଯ ଏକାଡେମି ତରଫ ରୁ ପୁରସ୍କାର ଦିଆ ଯାଇଥିଲା । 

ଜୀବନୀ 

ହିନ୍ଦୀ ସାହିତ୍ଯ ରେ ମୃଦୁଳା ଜଣେ ବହୁ ଚର୍ଚିତ ନାମ । ସେ ୧୦୬୦ ମସିହା ରେ ଅର୍ଥନୀତି ରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ ହେଇଥିଲେ । ସେ ଡିଲ୍ଲୀ ବିଶ୍ୱବିଦ୍ୟାଳୟ ରେ ୩ ବର୍ଷ ପାଇଁ ଅଧ୍ୟାପନା କରିଥିଲେ । 

ତାଙ୍କର ଲେଖା ସବୁ ଅଣପାରମ୍ପରିକ ଭାବରେ ରହିଥାଏ ଓ ଏହା ପାଠକ ର ଧ୍ୟାନ କୁ ଧରି ରଖିବାରେ ସର୍ବଦା ସକ୍ଷମ ହେଇଥାଏ ।ତାଙ୍କର ଦୃଢ କଥା ବସ୍ତୁ ର ପ୍ରୟୋଗ ପାଇଁ ତାଙ୍କ ପୁସ୍ତକ ସବୁ ଖୁବ ପ୍ରଶଂଷିତ ହେଇଥାଏ । ତାଙ୍କ ଉପନ୍ୟାସ ଓ ଗଳ୍ପ ସବୁ ବିଶ୍ଵ ର ଅନେକ ଭାଷା , ଯଥା , ଇଂରାଜୀ , ଜର୍ମାନ , ଚେକ ଓ ଜାପାନୀଜ , ରେ ଅନୁଦିତ ହେଇଛି । 

ସେ ସମ୍ବାଦ ପାତ୍ର ରେ ମଧ୍ୟ ଭାରତୀୟ ମହିଳା ଙ୍କ ସମସ୍ୟା , ଦରିଦ୍ର  ପିଲା ମାନଙ୍କ ଅବହେଳା ଓ ସାହିତ୍ଯ ବିଷୟ ରେ ଲେଖା ମାନ ଦେଇଥାନ୍ତି । ସେ କଲିକତା ର " ପରିବାର " ମେଗାଜିନ ରେ ୧୯୮୫ ରୁ ୧୯୯୦ ମସିହା ଯାଏ ନିୟମିତ ଲେଖା ଦେଇଥିଲେ । ଇଣ୍ଡିଆ ଟୁଡେ ରେ ମଧ୍ୟ ସେ ୭ ବର୍ଷ ଧାଡ଼ି ଲେଖା ଦେଇଥିଲେ । ସେ ଦକ୍ଷିଣ ଏସିଯା ଉପରେ କାଲିଫରଣିଆ ବିଶ୍ୱବିଦ୍ୟାଳୟ ରେ ଗବେଷଣା ମଧ୍ୟ କରିଥିଲେ । ବିଶ୍ଵ ର ବିଭିନ୍ନ ବିଶ୍ୱବିଦ୍ୟାଳୟ ମାନଙ୍କୁ ତାଙ୍କୁ ଭାଷଣ ଦେବାକୁ ଡକାଜାଇଥାଏ । 

ରଚନାବଳି 

ହିନ୍ଦୀ 

  • Uske Hisse Ki Dhoop (Novel, 1975)
  • Vanshaj (Novel, 1976)
  • Chittacobra (Novel, 1979)
  • Anitya (Novel, 1980)
  • Main Aur Main (Novel, 1984)
  • Kath Gulab (Novel, 1996)
  • Kitni Qaiden (Short Stories, 1975)
  • Tukra-Tukra Aadmi (Short Stories, 1976)
  • Daffodil Jal Rahein Hain (Short Stories, 1978)
  • Glacier Se (Short Stories, 1980)
  • Urf Sam (Short Stories, 1986)
  • Shahar Ke Naam (Short Stories, 1990)
  • Charchit Kahanaian (Short Stories, 1993)
  • Samagam (Short Stories, 1996)
  • Mere Desh Ki Mitti, Aha (Short Stories, 2001)
  • Sangati-Visangti (in 2 Vol.) (Short Stories, 2004)
  • Joote ka Jodh Gobhi ka Todh (Short Stories, 2006)
  • Ek Aur Ajnabi (Play, 1978)
  • Jadoo Ka Kaleen (Play, 1993)
  • Teen Qaiden (Plays, 1995)
  • Saam Daam Dand Bhed (Play for children, 2003)
  • Rang-Dhang (Essays, 1995)
  • Chukte Nahin Sawaal (Essays, 1999)
  • Kuchh Atke Kuchh Bhatke (Yatra Samsaran, Essays, 1996)
  • Kar Lenge Sab Hazam (Satirical Essays)
  • Miljul Mann (Novel)
  • Kriti Aur Kritikar(essays)
  • Mere sang ki auratein(short story)

ଇଂରେଜି 

  • Chittacobra(Novel, translated from Hindi, Chittacobra, 1999)
  • A Touch of Sun (Novel, translated from Hindi, Uske Hisse Ki Dhoop, 1978)
  • Country of Goodbyes (Novel, translated from Hindi, Kathgulab, 2003)
  • Daffodils on Fire (Short Stories, 1990)
  • Anitya Halfway to Nowhere(novel, translated from Hindi, Anitya 2010)

ଅନୁବାଦ 

  • Chittacobra (Novel, translated from Hindi, Chittacobra, 1999)
  • A Touch of Sun (Novel, translated from Hindi, Uske Hisse Ki Dhoop, 1978)
  • Country of Goodbyes (Novel, translated from Hindi, Kathgulab, 2003)
  • Anitya Halfway to Nowhere(novel, translated from Hindi, Anitya 2010)

ପୁରସ୍କାର ସମୂହ 

  • Priyanka Arora Sanman for Best book, Mumbai, (2014)
  • Sahityakar Sanman, by the Hindi Academy, Delhi, (1988)
  • Sahitya Bhushan, by the U.P. Hindi Sansthan (1999)
  • Hellman-Hammet Grant for Courageous Writing by the Human Rights Watch, New York (2001)
  • Honored for lifetime contribution to literature in the Vishwa Hindi Sammelan in Suriname in 2003.
  • Vyas Sanman, for an outstanding work of fiction in Hindi for Kathgulab (2004)
  • Goenka Vagdevi Sanman for Kathgulab (2003)
  • Uske Hisse ki Dhoop (novel) and Jadoo Ka Kaleen (Play) awarded by the M.P. Sahitya Parishad in 1975 and 1993 respectively.
  • Miljul Mann (novel) awarded the Sahitya Akademi Award in 2013[]
  • D. Litt. "Honoris Causa" from ITM University, Gwalior (2016)

ଆଧାର ସମୂହ 

ବାହ୍ୟ ସଂଯୋଗ