ମୃଦୁଳା ଗର୍ଗ

ଉଇକିପିଡ଼ିଆ‌ରୁ
Mridula Garg
ଜନ୍ମ ଓ ଜନ୍ମସ୍ଥାନ(1938-10-25)୨୫ ଅକ୍ଟୋବର ୧୯୩୮
Kolkata, West Bengal, India

ମୃଦୁଳା ଗର୍ଗ (ଜନ୍ମ ୧୯୩୮ ) ଜଣେ ଭାରତୀୟ ମହିଳା ଲେଖିକା । ସେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖନ୍ତି । ସେ ହିନ୍ଦୀରେ ୩୦ଟି ପୁସ୍ତକ, ଗଳ୍ପ ସଂକଳନ, ଉପନ୍ୟାସ ନାଟକ ଓ ପ୍ରବନ୍ଧ ସଂଗ୍ରହ ଲେଖିଛନ୍ତି ଓ ଇଂରାଜିରେ ସେଥିମଧ୍ୟରୁ ୩ଟିକୁ ଭାଷାନ୍ତର କରିଛନ୍ତି । ସେ ସେଥିପାଇଁ ଭାରତୀୟ ସାହିତ୍ଯ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । 

ଜୀବନୀ [ସମ୍ପାଦନା]

ହିନ୍ଦୀ ସାହିତ୍ଯରେ ମୃଦୁଳା ଜଣେ ବହୁ ଚର୍ଚ୍ଚିତ ନାମ । ସେ ୧୦୬୦ ମସିହାରେ ଅର୍ଥନୀତିରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ ହେଇଥିଲେ । ସେ ଡିଲ୍ଲୀ ବିଶ୍ୱବିଦ୍ୟାଳୟରେ ୩ ବର୍ଷ ପାଇଁ ଅଧ୍ୟାପନା କରିଥିଲେ । 

ତାଙ୍କର ଲେଖା ସବୁ ଅଣପାରମ୍ପରିକ ଭାବରେ ରହିଥାଏ ଓ ଏହା ପାଠକର ଧ୍ୟାନକୁ ଧରି ରଖିବାରେ ସର୍ବଦା ସକ୍ଷମ ହେଇଥାଏ ।ତାଙ୍କର ଦୃଢ଼ କଥା ବସ୍ତୁର ପ୍ରୟୋଗ ପାଇଁ ତାଙ୍କ ପୁସ୍ତକ ସବୁ ଖୁବ ପ୍ରଶଂସିତ ହେଇଥାଏ । ତାଙ୍କ ଉପନ୍ୟାସ ଓ ଗଳ୍ପ ସବୁ ବିଶ୍ୱର ଅନେକ ଭାଷା , ଯଥା , ଇଂରାଜୀ , ଜର୍ମାନ , ଚେକ ଓ ଜାପାନୀଜ ,ରେ ଅନୁଦିତ ହୋଇଛି । 

ସେ ସମ୍ବାଦ ପାତ୍ରରେ ମଧ୍ୟ ଭାରତୀୟ ମହିଳାଙ୍କ ସମସ୍ୟା, ଦରିଦ୍ର  ପିଲାମାନଙ୍କ ଅବହେଳା ଓ ସାହିତ୍ଯ ବିଷୟରେ ଲେଖା ମାନ ଦେଇଥାନ୍ତି । ସେ କଲିକତାର "ପରିବାର" ପତ୍ରିକାରେ ୧୯୮୫ରୁ ୧୯୯୦ ମସିହା ଯାଏ ନିୟମିତ ଲେଖୁଥିଲେ । ଇଣ୍ଡିଆ ଟୁଡେରେ ମଧ୍ୟ ସେ ୭ ବର୍ଷ ଧରି ଲେଖୁଥିଲେ । ସେ ଦକ୍ଷିଣ ଏସିଆ ଉପରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଗବେଷଣା ମଧ୍ୟ କରିଥିଲେ । ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କୁ ତାଙ୍କୁ ଭାଷଣ ଦେବାକୁ ଡକାଯାଇଥାଏ । 

ରଚନାବଳୀ[ସମ୍ପାଦନା]

ହିନ୍ଦୀ [ସମ୍ପାଦନା]

ଇଂରାଜୀ [ସମ୍ପାଦନା]

  • Chittacobra(Novel, translated from Hindi, Chittacobra, 1999)
  • A Touch of Sun (Novel, translated from Hindi, Uske Hisse Ki Dhoop, 1978)
  • Country of Goodbyes (Novel, translated from Hindi, Kathgulab, 2003)
  • Daffodils on Fire (Short Stories, 1990)
  • Anitya Halfway to Nowhere(novel, translated from Hindi, Anitya 2010)

ଅନୁବାଦ [ସମ୍ପାଦନା]

  • Chittacobra (Novel, translated from Hindi, Chittacobra, 1999)
  • A Touch of Sun (Novel, translated from Hindi, Uske Hisse Ki Dhoop, 1978)
  • Country of Goodbyes (Novel, translated from Hindi, Kathgulab, 2003)
  • Anitya Halfway to Nowhere(novel, translated from Hindi, Anitya 2010)

ପୁରସ୍କାରସମୂହ [ସମ୍ପାଦନା]

  • Priyanka Arora Sanman for Best book, Mumbai, (2014)
  • Sahityakar Sanman, by the Hindi Academy, Delhi, (1988)
  • Sahitya Bhushan, by the U.P. Hindi Sansthan (1999)
  • Hellman-Hammet Grant for Courageous Writing by the Human Rights Watch, New York (2001)
  • Honored for lifetime contribution to literature in the Vishwa Hindi Sammelan in Suriname in 2003.
  • Vyas Sanman, for an outstanding work of fiction in Hindi for Kathgulab (2004)
  • Goenka Vagdevi Sanman for Kathgulab (2003)
  • Uske Hisse ki Dhoop (novel) and Jadoo Ka Kaleen (Play) awarded by the M.P. Sahitya Parishad in 1975 and 1993 respectively.
  • Miljul Mann (novel) awarded the Sahitya Akademi Award in 2013
  • D. Litt. "Honoris Causa" from ITM University, Gwalior (2016)

ଆଧାର[ସମ୍ପାଦନା]

ବାହାର ଆଧାର [ସମ୍ପାଦନା]