ସ୍ମିତା ଅଗରୱାଲ
ଦେଖଣା
ସ୍ମିତା ଅଗରୱାଳ (ଜନ୍ମ ୧୯୫୮ ) iଜଣେ ଭାରତୀୟ ମହିଳା କବି ଓ ଏଲ୍ଲାହାବାଦ ବିଶ୍ୱବିଦ୍ୟାଳୟ ର ଇଂରାଜୀ ଭାଷା ସାହିତ୍ଯ ର ପ୍ରଫେସର । ୧୯୯୯ ମସିହା ରେ ସେ ସ୍କଟଲାଣ୍ଡ ର ସ୍ତିରଲିଙ୍ଗ ବିଶ୍ୱବିଦ୍ୟାଳୟ ଓ ଇଂଲଦ ର କେଣ୍ଟ ବିଶ୍ୱବିଦ୍ୟାଳୟ ସମ୍ମାନଜନକ " ଆବାସିକ ଲେଖକ " ( writer in residence) ଭାବରେ ରହିଥିଲେ । [୧]
ଜୀବନୀ
ଆମେରିକୀୟ କବି , ଉପନ୍ୟାସକାର ଓ ଗଳ୍ପ ଲେଖକ ସିଲଭିଆ ପାଥ ଙ୍କ ଉପରେ ଗବେଷଣା କରି ସେ ତାଙ୍କର ଡକ୍ଟରାଲ ଡିଗ୍ରୀ ପାଇଥିଲେ ।ସେ ପାଥଙ୍କ ରଚନାବଳି ର ଅନୁବାଦ କରିଛନ୍ତି ଓ ତାଙ୍କ ଉପରେ ଆମେରିକା ର ଇଣ୍ଡିଆନା ବିଶ୍ୱବିଦ୍ୟାଳୟ ରେ ରହିଥିବା ଥିବା ଜର୍ନାଲ ର ସମ୍ପାଦନା ମଧ୍ୟ କରିଛନ୍ତି । US.[୨]
ସ୍ମିତା ଅଳ ଇଣ୍ଡିଆ ରେଡିଓ ର ଜଣେ ଭୋକାଳ କଳାକାର ଭାବରେ ମଧ୍ୟ କାର୍ଯ୍ୟ କରନ୍ତି । .[୩]
କାର୍ଯ୍ୟ ସମୂହ
- "Wish-granting Words". ନୂଆ ଡିଲ୍ଲୀ, ପ୍ରକାଶନ ୨୦୦୨ [୪]
- "Mofussil Notebook. Poems of Small Town" ଭାରତ , ଇ-ପୁସ୍ତକ , ୨୦୧୧ [୫][୬]
- "Mofussil Notebook. Poems of Small-Town India," ପ୍ରକାଶନ ୨୦୧୩ .[୭]
ସମ୍ପାଦନା
- "Marginalized: Indian Poetry in English, ed." ୨୦୧୪ ରୁ ଆମେରିକା ରେ ପ୍ରକାଶିତ [୮]
ରଚନା ବଳି
ସ୍ମିତା ବହୁ ସଂଖ୍ୟା ରେ କବିତା ଆଣ୍ଠୋଳୋଗି ଭାବରେ ରଚନା କରିଛନ୍ତି । ସେ ଗୁଡିକ ହେଲା
- Literature Alive, New Writing from India and Britain, Vol. 2, Summer 1996.
- Nine Indian Women Poets. Oxford University Press, 1997[୯]
- Verse: Special Feature on Indian poetry, UK & USA, Vol. 17 & 18, 2001.
- Reasons for Belonging. Penguin, 2002.
- Midnight’s Grandchildren. Macedonia: Post Independence Poetry From India, Struga Poetry Press, 2003.
- Confronting Love. Penguin, 2005.
- Fulcrum: Special Issue on Indian Poetry in English, No. 4. US: 2005.
- Sparks, DAV Center for Creative Education. Mumbai: New Panvel, 2008.
- Indian English Women Poets. New Delhi: Creative Books, 2009.
- We Speak in Changing Languages: Indian Women Poets, 1990-2007. New Delhi: Sahitya Akademi, 2009.
- The HarperCollins Book of English Poetry, 2012.
- These My Words: The Penguin Book of Indian Poetry, 2012.
- The Dance of the Peacock: An Anthology of English Poetry from India,[୧୦] featuring 151 Indian English poets, edited by Vivekanand Jha and published by Hidden Brook Press,[୧୧] Canada.
ପୁନଶ୍ଚ ଦେଖଣା
- Indian English Poetry
- List of Indian poets#English
ଆଧାର ସମୂହ
- ↑ http://www.kent.ac.uk/alumni/pdf/kent40.pdf
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ Grove, Richard. "The Dance of the Peacock:An Anthology of English Poetry from India". No. current. Hidden Brook Press, Canada. Retrieved 5 January 2015.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑
{{cite web}}
: Empty citation (help)