Jump to content

ରେଭଥୀ ଭରମ୍ହା

ଉଇକିପିଡ଼ିଆ‌ରୁ
୧୮:୫୩, ୨୭ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Revathy S. Varmha") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ରେଭଥୀ ଭରମ୍ହା , ଜଣେ ଭାରତୀୟ ମହିଳା ଫିଲ୍ମ ନିର୍ଦେଶିକା । ସେ ଫିଲ୍ମ ପାଇଁ ଚିତ୍ରନାଟ୍ୟ ଲେଖିବା ସହ ବିଭିନ୍ନ ଭାଷା ରେ ଫିଲ୍ମ ନିର୍ଦେଶନା ଦେଇଥାନ୍ତି । ସେ ମୁଖ୍ଯତଃ ବିଜ୍ଞାପନ ଫିଲ୍ମ ନିର୍ମାଣ କରିଥାନ୍ତି । 

ମାତ୍ର ୧୬ ବର୍ଷ ବୟସ ରୁ ସେ ବିଜ୍ଞାପନ ଫିଲ୍ମ ପାଇଁ ଚିତ୍ରନାଟ୍ୟ ଓ ସଂଳାପ ଲେଖୁଥିଲେ । ସେ ନୂଆ ଦିଲ୍ଲୀ ରେ ରହି ୧୯୯୦ ମସିହା ରୁ ବିଜ୍ଞାପନ ଫିଲ୍ମ ମାନଙ୍କୁ ନିର୍ଦେଶନା ଦେବା ଆରମ୍ଭ କରିଥିଲେ । ସେ "ରେକ୍ସୋନାସ୍ପଟ" ନାମକ କମ୍ପାନୀ ତରଫ ରୁ ୪୦୦ ରୁ ଉର୍ଦ୍ଧ ବିଜ୍ଞାପନ ଫିଲ୍ମ ନିର୍ମାଣ କରିଛନ୍ତି । .[]

 ୨୦୦୫ ମସିହା ରୁ ରେବଥୀ ଅଭିନୟ ମୂଳକ ଫିଲ୍ମ ରେ ନିର୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ତାମିଲ ଫିଲ୍ମ " ଜୁନ R" ପ୍ରଥମ ଅବଦାନ ଭାବେ ନିର୍ଦେଶନା ଦେଇଥିଲେ । ସେ ଏକ ଶ୍ରୀଲଙ୍କା ଭାଷା ଫିଲ୍ମ ମଧ୍ୟ ନିର୍ଦେଶନା ଦେଇଥିଲେ । .[] ସେ ୨୦୧୨ ମସିହା ରେ ଏକ ମାଳୟାଲାମ ଫିଲ୍ମ  " ମାଡ ଦାଦ " ବିରଦେଶନା ଦେଇଥିଲେ । []

ଆଧାର ସମୂହ 

  1. Anand, Shilpa Nair (January 2, 2013). "On a road less travelled". The Hindu. {{cite news}}: More than one of |work= and |newspaper= specified (help)
  2. Sudhish, Navamy (July 31, 2012). "Director Revathy S Varma, on 'Mad Dad'". The New Indian Express. {{cite news}}: More than one of |work= and |newspaper= specified (help)
  3. Sidhardhan, Sanjith (December 6, 2012). "Revathy S Varmha gears up for next". The Times of India. {{cite news}}: More than one of |work= and |newspaper= specified (help)