ହରୱନ୍ତ କୌର
ଦେଖଣା
ହରୱନ୍ତ କୌର, (ଜନ୍ମ ୫ ଜୁଲାଇ ୧୯୮୦ ) ଜଣେ ଭାରତୀୟ ମହିଳା ଆଥଲେଟ । ସେ ଡ଼ିସକସ ଥ୍ରୋ ଓ ଶଟ ପୁଟ କ୍ରିଡା ରେ ଭାଗ ନିଅନ୍ତି । ସେ ୨୦୦୨ ମସିହା ଏସୀୟ କ୍ରିଡା ରେ ରୌପ୍ୟ ପଦକ ବିଜେତା ହେଇଥିଲେ । ,[୧] ୨୦୦୩ ଏସିଆ ଚମ୍ପିୟାନଶିପ ରେ ସେ ଚତୁର୍ଥ ସ୍ଥାନ ରେ ରହିଥିଲେ ଓ ୨୦୦୬ ମସିହା କମନୱେଲ୍ଥ ଗେମ ରେ ସପ୍ତମ ସ୍ଥାନ ରେ ରହିଥିଲେ । ସେ ୨୦୦୪ ମସିହା ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ । ସେଥିରେ ସେ ୧୩ ତମ ସ୍ଥାନ ରେ ରହି ବିଦାୟ ନେଇଥିଲେ । ୨୦୧୦ କମନୱେଲ୍ଥ ଗେମ ରେ ସେ ରୌପ୍ୟ ପଦକ ପ୍ରାପ୍ତ ହେଇଥିଲେ । [୨]
ତାଙ୍କର ଶ୍ରେଷ୍ଠ ଥ୍ରୋ ୬୩.୦୫ ମିଟର ରହିଥିଲା ଓ ସେ ୨୦୦୮ ବେଜିଂ ଅଲିମ୍ପିକ ରେ ମାତ୍ର ୫୬.୪୨ ମିଟର ଫିଙ୍ଗି ୧୭ ତମ ସ୍ଥାନ ରେ ରହିଥିଲେ ।
ପୁନଶ୍ଚ ଦେଖଣା
- Indian Squad for 2008 Olympics
ଆଧାର ସମୂହ
- ↑ Asian Championships – GBR Athletics
- ↑ "CWG: Poonia leads India's medal sweep in discus throw". NDTV. 11 October 2010. Retrieved 10 July 2013.
{{cite news}}
: Italic or bold markup not allowed in:|publisher=
(help)
ବାହ୍ୟ ସଂଯୋଗ
- ହରୱନ୍ତ କୌର profile at IAAFIAAF