Jump to content

ଶୟାଲୀ ଗୋଖଲେ

ଉଇକିପିଡ଼ିଆ‌ରୁ
୨୩:୦୯, ୧୬ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sayali Gokhale") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Sayali Gokhale
ମରାଠୀ: सायली गोखले
ଜନ୍ମ (1987-02-01) ୧ ଫେବୃଆରୀ ୧୯୮୭ (ବୟସ ୩୭)
ଜାତୀୟତାIndian
ପ୍ରସିଦ୍ଧିBadminton

ଶୟାଲୀ ଗୋଖଲେ (ମରାଠୀ: सायली गोखले) (ଜନ୍ମ ଫେବ୍ରୁଆରି ୧ , ୧୯୮୭ ) ଜଣେ ଭାରତୀୟ ମହିଳା ବେଡମିଣ୍ଟନ ଖେଳାଳି । 

ଅବଦାନ 

ଶୟାଲୀ ତାଙ୍କର ପ୍ରଥମ ଜାତୀୟ ଚମ୍ପିୟାନଶୀପ ୨୦୦୮ ମସିହା ରେ ଜିତିଥିଲେ । ସେ ମହିଳା ସିଙ୍ଗଳ ବିଭାଗ ରେ ପ୍ରତିଯୋଗୀତା କରି ବିଜୟିନୀ ହେଇଥିଲେ । ପୁନର୍ବାର ୪ ବର୍ଷ ପରେ ୨୦୧୨ ମସିହା ରେ ସେ ଭାରତୀୟା ଜାତୀୟା ବେଡମିଣ୍ଟନ  ଚମ୍ପିୟାନଶୀପ ପ୍ରତିଯୋଗୀତା ରେ ମହିଳା ଏକକ ବିଭାଗ ରେ ବିଜୟୀନୀ ହେଇଥିଲେ । .[] []

ଆଧାର ସମୂହ 

  1. Badminton Association of India. "List of Indian National Championship Winners". Retrieved 22 August 2014.
  2. Sports Team (3 October 2012). "Kashyap wins maiden national title, Sayali regains crown". Times of India. Retrieved 26 August 2014.