ଶୟାଲୀ ଗୋଖଲେ

ଉଇକିପିଡ଼ିଆ‌ରୁ
ଶୟାଲୀ ଗୋଖଲେ
ମରାଠୀ: सायली गोखले
Born (1987-02-01) ୧ ଫେବୃଆରୀ ୧୯୮୭ (ବୟସ ୩୭)
NationalityIndian
Known forBadminton

ଶୟାଲୀ ଗୋଖଲେ (ମରାଠୀ: सायली गोखले) (ଜନ୍ମ ଫେବୃଆରୀ ୧ , ୧୯୮୭ ) ଜଣେ ଭାରତୀୟ ମହିଳା ବେଡମିଣ୍ଟନ ଖେଳାଳି । 

ଅବଦାନ [ସମ୍ପାଦନା]

ଶୟାଲୀ ତାଙ୍କର ପ୍ରଥମ ଜାତୀୟ ଚମ୍ପିୟାନଶୀପ ୨୦୦୮ ମସିହାରେ ଜିତିଥିଲେ । ସେ ମହିଳା ସିଙ୍ଗଳ ବିଭାଗରେ ପ୍ରତିଯୋଗିତା କରି ବିଜୟିନୀ ହେଇଥିଲେ । ପୁନର୍ବାର ୪ ବର୍ଷ ପରେ ୨୦୧୨ ମସିହାରେ ସେ ଭାରତର ଜାତୀୟ ବେଡମିଣ୍ଟନ  ଚମ୍ପିୟାନଶୀପ ପ୍ରତିଯୋଗିତାରେ ମହିଳା ଏକକ ବିଭାଗରେ ବିଜୟୀନୀ ହେଇଥିଲେ । .[୧] [୨]

ଆଧାର [ସମ୍ପାଦନା]

  1. Badminton Association of India. "List of Indian National Championship Winners". Retrieved 22 August 2014.
  2. Sports Team (3 October 2012). "Kashyap wins maiden national title, Sayali regains crown". Times of India. Retrieved 26 August 2014.