ବବିତା କୁମାରୀ
ବବିତା କୁମାରୀ , (ଜନ୍ମ ନଭେମ୍ବର , ୧୯୮୯ )ଜଣେ ମହିଳା ଭାରତୀୟ କୁସ୍ତିବିଦ । ସେ 55 କିଲୋଗ୍ରାମ ମହିଳା ଫ୍ରି ଷ୍ଟାଇଲ ବିଭାଗ ରେ ପ୍ରତିଯୋଗୀତା କରୁଥିଲେ ଓ ବିଶିଷ୍ଟ କୋଚ ମହାବୀର ପ୍ରସାଦ ଫୋଗତ ତାଙ୍କର କୋଚ ଥିଲେ । ସେ 2014 ମସିହା କମନୱେଲଥ ଗେମ ରେ ମହିଳା କୁସ୍ତି ରେ ସ୍ବରନା ପଦକ ଜିତିଥିଲେ । ପୁରବାରୁ ସେ 2010 ମସିହା କମନୱେଲଥ ଗେମ ରେ ମଧ୍ୟ ମହିଳା କୁସ୍ତି ରେ ରୌପ୍ୟ ପଦକ ଜିତି ଥିଲେ । 2013 ମସିହା ବିଶ୍ଵ କୁସ୍ତି ଚମ୍ପିୟାନଶୀପ ରେ ସେ ଭରତ ପାଇଁ ବ୍ରୋଞ୍ଜ ପଦକ ଆଣିଥିଲେ । [୧]
ବ୍ୟକ୍ତିଗତ ଜୀବନ
ତାଙ୍କର ବଡ ଭଉଣୀ ଗୀତା ଫୋଗତ ଭାରତ ପାଇଁ ପ୍ରଥମ ମହିଳା କୁସ୍ତି ସ୍ଵର୍ଣ ପଦକ କମନୱେୟଲଥ ଗେମ ରେ ବିଜୟିନୀ ହେଇଥିଲେ । ତାଙ୍କ ପିତା ମହାବୀର ସିଂହ ଫୋଗତ ଜେନ କୁସ୍ତିବିଦ ଓ ପ୍ରଶିକ୍ଷଯକ ଥିଲେ ।ତାଙ୍କର ସମ୍ପର୍କୀୟ ଭାଇ ଭିନେଶ ଫୋଗତ ମଧ୍ୟ ଗ୍ଲାସଗୋ କମନୱେଲଥ ଗେମ ରେ ପୁରୁଷ 48 କିଲୋଗ୍ରାମ ବିଭାଗ ରେ ସ୍ବରନା ପଦକ ପ୍ରାପ୍ତ ହେଇଥିଲେ । .[୨][୩]
ତାଙ୍କ ସମୟ ରେ ଝିଅ ମାନେ କୁସ୍ତି ଖେଳ ରୁ ଦୂରେଇ ରହୁଥିବା ସମୟ ରେ ଗୀତା ଓ ବାବିତା , ଭାଇ ଭିନେଶ ଙ୍କ ସହ ତାଙ୍କ ପିତା ଙ୍କ ତତ୍ବାବଧାନ ରେ ଆଗଭର ହେଇ କୁସ୍ତି ପ୍ରଶିକ୍ଷଣ ନେଇଥିଲେ । ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଇ ପରେ ଅନେକ ଝିଅ କୁସ୍ତି ଖେଳ କୁ ଆସି ଦେଶ ପାଇଁ ଅନେକ ପଦକ ହାସଲ କରି ଆସୁଛନ୍ତି । ତାଙ୍କ ନିଜ ସାନ ଭଉଣୀ ରିତୁ ଫୋଗତ ମଧ୍ୟ 2016 କମନୱେଲ୍ଥ ଗେମ ରେ ସ୍ଵର୍ଣ ପଦକ ଜିତିଥିଲେ ।ଔ ଜେନ ସାନ ଭଉଣୀ ସଂଗୀତା ମଧ୍ୟ କୁସ୍ତି ଖେଳ ରେ ଅଛନ୍ତି । [୪][୫]
କ୍ରିଡା ଅବଦାନ ସବୁ
୨୦୦୯ ମସିହା କମନୱେଲ୍ଥ ମହିଳା କୁସ୍ତି ରେ ରେ ସେ ସ୍ଵର୍ଣ ପଦକ ଜିତି ଥିଲେ ।୨୦୧୦ ମସିହା ରେ ସେ କମନୱେଲଥ ଗେମ ରେ ରୌୟ ପଦକ ପାଇଥିଲେ । ୨୦୧୧ ମସିହା ରେ ପୁଣି କମୱେଲ୍ଥ କୁସ୍ତି ରେ ସ୍ଵର୍ଣ ପଦକ ପାଇ ଥିଲେ । ଏହା ପରେ ଅଦ୍ୟାବଧି ସେ ଅନେକ ଜାତୀୟା ତଥା ଆନ୍ତର୍ଜାତିକ ପଦକ ଜିତି ପରିଛନ୍ତି ।
.[୬]
ଅନ୍ୟ ଉପାଧି ସବୁ
- Dave Schultz Memorial Tournament, 2010 - Sixth place[୭]
- Dave Schultz Memorial Tournament, 2012 - Bronze[୮]
- Dave Schultz Memorial Tournament, 2014 - Silver[୯]
References
- ↑ "Babita clinches bronze in World Championships". Hindustan Times. Archived from the original on November 12, 2014. Retrieved November 11, 2014.
{{cite news}}
: Unknown parameter|deadurl=
ignored (|url-status=
suggested) (help) - ↑ "Meet the medal winning Phogat sisters".
- ↑ "Wrestling coach Mahavir Phogat overlooked for Dronacharya Award".
- ↑ "'Phogat sisters' build their legacy in wrestling". www.sunday-guardian.com. Retrieved 2015-11-02.
- ↑ "Meet the medal winning Phogat sisters | Latest News & Updates at Daily News & Analysis". dna. Retrieved 2015-11-02.
- ↑
{{cite web}}
: Empty citation (help) - ↑ "International Wrestling Database". www.iat.uni-leipzig.de. Retrieved 2015-11-02.
- ↑ "International Wrestling Database". www.iat.uni-leipzig.de. Retrieved 2015-11-02.
- ↑ "International Wrestling Database". www.iat.uni-leipzig.de. Retrieved 2015-11-02.