Jump to content

ନଭଜୋତ କୌର

ଉଇକିପିଡ଼ିଆ‌ରୁ
୦୨:୪୨, ୧୫ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Navjot Kaur") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ନଭଜୋତ  କୌର , (ଜନ୍ମ 10 ଫେବ୍ରୁଆରି 1990 ) ଜଣେ ଭାରତୀୟ ମହିଳା କୁସ୍ତି ଖେଳାଳି । ସେ 2014 ମସିହା ରେ ଗ୍ଲାସଗୋ ଠାରେ ହେଇଥିବା କମନୱେଲଥ ଖେଳ ରେ ଭାଗ ନେଇ 67 କେଜି ବିଭାଗ ର ଫ୍ରିଷ୍ଟାଇଲ କୁସ୍ତି ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । l.[]

ଖେଳ ଜୀବନୀ 

2011 ଏସିୟ କୁସ୍ତି ପ୍ରତିଯୋଗୀତା 

ଉଜବେକିସ୍ଥାନ  ଦେଶ ର ଟାସକେଣ୍ଟ ଠାରେ ହେଇଥିବା ପ୍ରତିଯୋଗୀତା ରେ ନାଭାଜୋତ ସେମିଫାଇନାଲ ଯାଏ ପହଞ୍ଚି ମଙ୍ଗୋଲିଆ ର ପ୍ରତିଯୋଗୀ ଙ୍କ ଠାରୁ ହାରି ଯାଇଥିଲେ । କିନ୍ତୁ ତୃତୀୟ ସ୍ଥାନ ପାଇଁ ଲଢେଇ କରି ଚୀନ ର ପ୍ରତିଦ୍ଵନ୍ଦୀ ଙ୍କୁ 5-0 ପଏଣ୍ଟ ରେ  ପରାସ୍ତ କରି ବ୍ରୋଞ୍ଜ ପଦକ ପାଇଥିଲେ । .[]

2013 ବିଶ୍ଵ କୁସ୍ତି କପ 

ମଙ୍ଗୋଲିଆ ଦେଶ ର ଉଲାନ ବାଟାର ରେ ହେଇଥିବା କୁସ୍ତି ବିଶ୍ଵ କପ ରେ ସେ ମହିଳା 57 କିଲୋଗ୍ରାମ ବିଭାଗ ରେ ବ୍ରୋଞ୍ଜ ପଦକ ପାଇ ଦେଶ କୁ ଗର୍ବିତ କରିଥିଲେ । .[]

2013 ଏସୀୟ କୁସ୍ତି ଚମ୍ପିୟାନଶୀପ 

ନୂଆ ଦିଲ୍ଲୀ ଠାରେ ହେଇଥିବା ଏସୀୟ ମହିଳା କୁସ୍ତି ଚମ୍ପିୟାନଶୀପ ରେ ସେ ସେମି ଫାଇନାଲ ରେ ଦକ୍ଷିଣ କୋରିଆ ର ପ୍ରତିଯୋଗୀ ଙ୍କୁ 3-1 ପଏଣ୍ଟ ରେ ହରାଇ ଫାଇନାଲ ପହଞ୍ଚି ଥିଲେ । ମାତ୍ର ଫାଇନାଲ ରେ ମଙ୍ଗୋଲିଆ ର ପ୍ରତିଯୋଗୀ ଙ୍କ ଠାରୁ ସେ 1-3 ପଏଣ୍ଟ ରେ ହାରି  ଯାଇଥିଲେ ଓ ରୌପ୍ୟ ପଦକ ପାଇଥିଲେ । .[]

2014 କମନୱେୟାଲ୍ଥ ଗେମ 

କାନାଡା ର ପ୍ରତିଯୋଗୀ ଙ୍କ ଠାରୁ ସେ ଏହି ଗେମ ରେ ସେ ସେମିଫାଇନାଲ ରେ ହାରି ଯାଇଥିଲେ ମଧ୍ୟ ସ୍କଟଲାଣ୍ଡ ର ପ୍ରତିଯୋଗୀ ଙ୍କୁ 4-0 ରେ ହରେଈ ବ୍ରୋଞ୍ଜ ପଦକ ପାଇଥିଲେ   ପାଇଥିଲେ । .[]

 ଭାରତ ରେ ହେଇଥିବା ପ୍ରୋ- କୁସ୍ତି ଌଗ ରେ ସେ ବାଙ୍ଗାଲୋର ତରଫ ରୁ ଭାଗ ନେଇଥିଲେ । 

.[]

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. {{cite web}}: Empty citation (help)