ନଭଜୋତ କୌର

ଉଇକିପିଡ଼ିଆ‌ରୁ

ନବଜୋତ କୌର (ଜନ୍ମ ୧୦ ଫେବୃଆରୀ ୧୯୯୦) ଜଣେ ଭାରତୀୟ ମହିଳା କୁସ୍ତି ଖେଳାଳି । ସେ 2014 ମସିହାରେ ଗ୍ଲାସଗୋଠାରେ ହେଇଥିବା କମନୱେଲଥ ଖେଳରେ ଭାଗ ନେଇ 67 କେଜି ବିଭାଗର ଫ୍ରିଷ୍ଟାଇଲ କୁସ୍ତିରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । l.[୧]

ଖେଳ ଜୀବନୀ [ସମ୍ପାଦନା]

2011 ଏସିୟ କୁସ୍ତି ପ୍ରତିଯୋଗିତା [ସମ୍ପାଦନା]

ଉଜବେକିସ୍ଥାନ  ଦେଶର ଟାସକେଣ୍ଟଠାରେ ହେଇଥିବା ପ୍ରତିଯୋଗିତାରେ ନାଭାଜୋତ ସେମିଫାଇନାଲ ଯାଏ ପହଞ୍ଚି ମଙ୍ଗୋଲିଆର ପ୍ରତିଯୋଗୀଙ୍କଠାରୁ ହାରି ଯାଇଥିଲେ । କିନ୍ତୁ ତୃତୀୟ ସ୍ଥାନ ପାଇଁ ଲଢେଇ କରି ଚୀନର ପ୍ରତିଦ୍ୱନ୍ଦୀଙ୍କୁ 5-0 ପଏଣ୍ଟରେ  ପରାସ୍ତ କରି ବ୍ରୋଞ୍ଜ ପଦକ ପାଇଥିଲେ । [୨]

2013 ବିଶ୍ୱ କୁସ୍ତି କପ [ସମ୍ପାଦନା]

ମଙ୍ଗୋଲିଆ ଦେଶର ଉଲାନ ବାଟାରରେ ହେଇଥିବା କୁସ୍ତି ବିଶ୍ୱ କପରେ ସେ ମହିଳା 57 କିଲୋଗ୍ରାମ ବିଭାଗରେ ବ୍ରୋଞ୍ଜ ପଦକ ପାଇ ଦେଶକୁ ଗର୍ବିତ କରିଥିଲେ । .[୩]

2013 ଏସୀୟ କୁସ୍ତି ଚମ୍ପିୟାନଶୀପ [ସମ୍ପାଦନା]

ନୂଆ ଦିଲ୍ଲୀଠାରେ ହେଇଥିବା ଏସୀୟ ମହିଳା କୁସ୍ତି ଚମ୍ପିୟାନଶୀପରେ ସେ ସେମି ଫାଇନାଲରେ ଦକ୍ଷିଣ କୋରିଆର ପ୍ରତିଯୋଗୀଙ୍କୁ 3-1 ପଏଣ୍ଟରେ ହରାଇ ଫାଇନାଲ ପହଞ୍ଚି ଥିଲେ । ମାତ୍ର ଫାଇନାଲରେ ମଙ୍ଗୋଲିଆର ପ୍ରତିଯୋଗୀଙ୍କଠାରୁ ସେ 1-3 ପଏଣ୍ଟରେ ହାରି  ଯାଇଥିଲେ ଓ ରୌପ୍ୟ ପଦକ ପାଇଥିଲେ । .[୪]

2014 କମନୱେୟାଲ୍ଥ ଗେମ [ସମ୍ପାଦନା]

କାନାଡାର ପ୍ରତିଯୋଗୀଙ୍କଠାରୁ ସେ ଏହି ଗେମରେ ସେ ସେମିଫାଇନାଲରେ ହାରି ଯାଇଥିଲେ ମଧ୍ୟ ସ୍କଟଲାଣ୍ଡର ପ୍ରତିଯୋଗୀଙ୍କୁ 4-0ରେ ହରେଇ ବ୍ରୋଞ୍ଜ ପଦକ ପାଇଥିଲେ   ପାଇଥିଲେ । [୫]

 ଭାରତରେ ହେଇଥିବା ପ୍ରୋ- କୁସ୍ତି ଌଗରେ ସେ ବାଙ୍ଗାଲୋର ତରଫରୁ ଭାଗ ନେଇଥିଲେ ।  [୬]

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Glasgow 2014 -Navjot Kaur Profile". Glasgow 2014. Archived from the original on 26 December 2018. Retrieved 30 July 2014.
  2. "International Wrestling Database". www.iat.uni-leipzig.de. Retrieved 2 November 2015.
  3. "International Wrestling Database". www.iat.uni-leipzig.de. Retrieved 2 November 2015.
  4. "International Wrestling Database". www.iat.uni-leipzig.de. Retrieved 2 November 2015.
  5. "Glasgow 2014 - Navjot Navjot Kaur Profile". g2014results.thecgf.com. Archived from the original on 8 December 2015. Retrieved 2 November 2015.
  6. "JSW bag Narsingh at Pro Wrestling League auction - Times of India". The Times of India. 4 November 2015. Retrieved 5 November 2015.