Jump to content

ପ୍ରତିମା ପୁହାଣ

ଉଇକିପିଡ଼ିଆ‌ରୁ
୨୦:୪୯, ୪ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Pratima Puhan") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ପ୍ରତିମା ପୁହାଣ ,  ଭାରତୀୟ ରାଜ୍ୟ ଓଡିଶା ରେ ଜନ୍ମ ଗ୍ରହଣ କରିଥିବା ଜଣେ ମହିଳା ନୌ-ଚାଳନା ଖେଳାଳି ।ସେ ୧୯୯୧ ମସିହା ରେ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ । ଭାରତ ତରଫ ରୁ ୨୦୧୦ ଏସୀୟ କ୍ରିଡା ପ୍ରତିଯୋଗୀତା ରେ ଯୋଗ ଦେଇ ମହିଳା କକ୍ସଲେସ ଯୋଡି ବିଭାଗ ରେ ପ୍ରମିଳାପ୍ରଭା ମିଞ୍ଜ ଙ୍କ ସହ ମିଶି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ନୌଚାଳନା ରେ ଆନ୍ତର୍ଜାତିକ ପଦକ ଜିତିବାରେ ସେ ଭାରତ ର ପ୍ରଥମ ମହିଳା ପ୍ରତିଯୋଗୀ । 

କୃତିତ୍ଵ 

  • ୨୦୧୦ ଏସୀୟ କ୍ରିଡା ପ୍ରତିଯୋଗୀତା ରେ  ମହିଳା କକ୍ସଲେସ ଯୋଡି ବିଭାଗ ରେ ପ୍ରମିଳାପ୍ରଭା ମିଞ୍ଜ ଙ୍କ ସହ ମିଶି ବ୍ରୋଞ୍ଜ ପଦକ ହାସଲ କରି ସେ ଦେଶ ର ପ୍ରଥମ ମହିଳା ପ୍ରତିଯୋଗୀ ଭାବରେ ଆନ୍ତର୍ଜାତିକ ପଦକ ନୌଚାଳନା ରେ ପାଇ ଇତିହାସ କରିଥିଲେ । []

ଆଧାର