Jump to content

ବଡମ୍ବା ରାଜ୍ୟ

ଉଇକିପିଡ଼ିଆ‌ରୁ
୨୦:୪୫, ୧୧ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Baramba State") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

  ବଡମ୍ବା ରାଜ୍ୟ , ଭାରତୀୟ ରାଜ୍ୟ ଓଡିଶା ରେ ରହିଥିବା ଏକ ବ୍ରିଟିଶ ସମୟ ର ରାଜକୀୟ  ରାଜ୍ୟ । ଏହା ୧୩୦୫ ମସିହା ରେ ସ୍ଥାପିତ ହେଇଥିଲା ଓ ଏହାର ରାଜଧାନୀ ବଡମ୍ବା ସହର ଥିଲା । ଭାରତ ସ୍ଵାଧୀନ ହେଲାପରେ ଏହାର ଶେଷ ଶାସକ ଏହାକୁ ୧ ଜାନୁଆରୀ , ୧୯୪୮  ରେ ଭାରତୀୟ ରାଜ୍ୟ ସଂଘ ସହ ବିଲୀନ କରେଇଥିଲେ । ଏହା ବର୍ତମାନ କଟକ ଜିଲ୍ଲା ର ଏକ ଅଂଶ ଭାବରେ ରହିଛି । 

ଇତିହାସ 

୧୩୦୫ ମସିହା ରେ ଓଡିଶା ର ତତ୍ କାଳୀନ ରାଜା କିଶୋର ନରସିଂହ ବଡମ୍ବା ରାଜ୍ୟ ସଂସ୍ଥାପକ ହଟକିଶୋର ରାୱତ ଙ୍କୁ ତାଙ୍କର ବୀରତ୍ବପୂର୍ଣ କାର୍ଯ୍ୟ ର ପୁରସ୍କାର ସ୍ୱରୂପ ତାଙ୍କୁ ଶଙ୍ଖ ଓ ମହୁରୀ ନାମକ ଦୁଇଟି ଗ୍ରାମ ପ୍ରଦାନ କରିଥିଲେ । ଏହି ଦୁଇ ଗ୍ରାମ ର ମିଶ୍ରଣ ଘଟି ତାହା ବର୍ତମାନ ର ଶଙ୍ଖମାରୀ []ସହର ଭାବରେ ରହିଛି । ବଡମ୍ବା ରାଜ୍ୟ ର ଶେଷ ଶାସକ ରାଜ୍ୟ କୁ ୧ ଜାନୁଆରୀ ୧୯୪୮ ରେ ଭାରତୀୟ ରାଜ୍ୟ ସଂଘ ସହ ମିଶେଇ ଥିଲେ । 

ପୁନଶ୍ଚ ଦେଖଣା 

  • Eastern States Agency
  • Political integration of India

ଆଧାର ସମୂହ