ରିଷଭ ପନ୍ଥ
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Rishabh Rajendra Pant | ||||||||||||||||||||||||||||
ବ୍ୟାଟିଂ ପ୍ରକାର | Left-handed | ||||||||||||||||||||||||||||
ଭୂମିକା | Wicket-keeper batsman | ||||||||||||||||||||||||||||
ଘରୋଇ ଦଳ ତଥ୍ୟ | |||||||||||||||||||||||||||||
Years | Team | ||||||||||||||||||||||||||||
2015–present | Delhi | ||||||||||||||||||||||||||||
2016–present | Delhi Daredevils (squad no. 777) | ||||||||||||||||||||||||||||
Career statistics | |||||||||||||||||||||||||||||
| |||||||||||||||||||||||||||||
Source: CricketArchive, 29 November 2016 |
ରିଷଭ ରାଜେନ୍ଦ୍ର ପନ୍ତ (ଜନ୍ମ 4 ଅକ୍ଟୋବର 1997 ) ଜଣେ ଭାରତୀୟ କ୍ରିକେଟ ଖେଳାଳି , ଯିଏ ଦିଲ୍ଲୀ ଦଳ [୧]ପାଇଁ ଘରେଇ କ୍ରିକେଟ ଖେଳିଥାନ୍ତି । ସେ ଅକ୍ଟୋବର 2015 ମସିହା ରେ ତାଙ୍କର ପ୍ରଥମ ରଣଜୀ ଟ୍ରଫି[୨] ଖେଳିଥିଲେ । ପରେ ସେ 2015-16 ପାଇଁ ବିଜଯ ହଜାରେ ଟ୍ରଫି ମଧ୍ୟ ଖେଳିଥିଲେ । .[୩]
2015 ମସିହା ରେ ଭାରତୀୟ ଜାତୀୟ 19 -ବର୍ଷ ରୁ କମ ଦଳ ରେ ସାମିଲ ହେଇ 2016 ମସିହା ରେ ବିଶ୍ଵକପ[୪] ଖେଳିଥିଲେ । ସେଥିରେ ସେ ଏକ ମେଚ ରେ ମାତ୍ର 18 ବଲ ରୁ ଅର୍ଦ୍ଧ ଶତକ କରିଥିଲେ ଯାହାକି ସେହି ସ୍ତର ରେ ଦ୍ରୁତ ତମ ଅର୍ଦ୍ଧ ଶତକ ର ଏକ ରେକର୍ଡ । [୫]
19 ବର୍ଷ ରୁ କମ ବିଶ୍ଵ କପ ରେ ସେ ଶତକ ଅର୍ଜନ କରିବା ଫଳ ରେ ଭାରତ ସେମି ଫାଇନାଲ ରେ ପହଞ୍ଚି ପାରି ଥିଲା । .[୬]
2017 ଜାନୁଆରୀ ରେ ସେ ଭାରତୀୟ ଜାତୀୟ ଦଳ ରେ ଇଂଲଣ୍ଡ ବିପକ୍ଷ[୭] ରେ ଟି20 ଅନ୍ତର୍ଜାତିକ ଖେଳିବା ପାଇଁ ଚୟନ କରାଯାଇଛନ୍ତି । ମୁଖ୍ଯତଃ ଜଣେ ବେଟସମେନ ଭାବରେ ପରିଚିତ ହେଇଥିଲେ ମଧ୍ୟ ରିଷଭ ଜେନ ନିୟମିତ ବିକେଟକିପର ଭାବରେ ଖେଳି ଥାନ୍ତି ।
Career
ତରୁଣା ବୟସ ରୁ ରିଷଭ କ୍ରିକେଟ ଖେଳିବାର ଆଗ୍ରହ ପାଇଁ ଭଲ ଦଳ ଓ କୋଚ ପାଇବାକୁ ସହର ରୁ ସହର ସ୍ଥାନାନ୍ତର ହେଇ ପରିଶେଷ ରେ ଦିଲ୍ଲୀ ରେ ଅବସ୍ଥାନ କରିଥିଲେ । ବିକେତକିପର - ବେଟସମେନ ଭାବରେ ସେ ଭାରତୀୟ 19 ବର୍ଷ ରୁ କମ ଦଳ ରେ ସ୍ଥାନ ପାଇଁ 2016 ବିଶ୍ଵ କପ ରେ ଓପନିଂ ବେଟସମେନ ଭାବରେ ନେପାଲ ବିରୁଦ୍ଧ ମେଚ ରେ 18 ବଳ ରେ ଅର୍ଦ୍ଧଶତକ କରିଥିଲେ ଯାହା ଏକ ରେକର୍ଡ । ପୁନଶ୍ଚ ନାମିବିଆ ବିରୁଦ୍ଧ ରେ ଏକ ଶତକ କରି ଭାରତ କୁ ସେମିଫାଇନାଲ ରେ ପହଞ୍ଚାଇ ଥିଲେ ।
ରଣଜୀ ପ୍ରଦର୍ଶନ
2015-16 ମସିହା ରେ ରଣଜୀ ଟ୍ରଫି ରେ ପଦାର୍ପଣ କରିଥିବା ରିଷଭ , 2016-17 ରଣଜୀ ଟ୍ରଫି ରେ ମହାରାଷ୍ଟ୍ର ବିରୁଦ୍ଧ ମେଚ ରେ 308 ରନ କରିବା ଫଳ ରେ ପ୍ରଥମ ଶ୍ରେଣୀ କ୍ରିକେଟ ରେ ତ୍ରିଶତକ କରିବାରେ ଭାରତ ର ତୃତୀୟ ସର୍ବକନିଷ୍ଠ ବେଟସମେନ ହେବାର ଗୌରବ ଅର୍ଜନ କରିଥିଲେ । .[୮][୯]
ତାହା ପୂର୍ବରୁ ରିଷଭ 2016 ମସିହା ନଭେମ୍ବର 8 ରେ ଦିଲ୍ଲୀ ର ଝାରଖଣ୍ଡ ସହ ରଣଜୀ ମେଚ ରେ ମାତ୍ର 48 ବଲ [୧୦]ରେ ଶତକ କରିବା ଫଳ ରେ ରଣଜୀ ଟ୍ରଫି ରେ ଦ୍ରୁତତମ ଶତକ ହାସଲକାରୀ ହେଲେ । .[୧୧]
ପୁନଶ୍ଚ ଦେଖଣା
- List of Ranji Trophy triple centuries
ଆଧାର ସମୂହ
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ "Maharashtra take lead despite Pant's triple ton". ESPN Cricinfo. 16 October 2016. Retrieved 16 October 2016.
- ↑ "Rishabh Pant hits 48-ball hundred". ESPN Cricinfo. Retrieved 9 November 2016.
- ↑ "Ranji Trophy: Delhi v Jharkhand at Thumba, Nov 5-8, 2016". ESPN Cricinfo. Retrieved 9 November 2016.
ବାହ୍ୟ ସଂଯୋଗ
- ରିଷଭ ପନ୍ଥ ଇ.ଏସ.ପି.ଏନ.କ୍ରିକଇନଫୋରୁESPNcricinfo