Jump to content

ବାନ୍ଦ୍ରା ଟର୍ମିନସ ଜମ୍ମୁ ତୱି ବିବେକ ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ
୨୧:୧୩, ୭ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bandra Terminus Jammu Tawi Vivek Express") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Bandra Terminus Jammu Tawi Vivek Express
Overview
Service typeVivek Express
First service17 March 2012
Current operator(s)Western Railways
Route
StartBandra Terminus
Stops33
EndJammu Tawi
Distance travelled1,886 km (1,172 mi) as 19027 Bandra Terminus Jammu Tawi Vivek Express, 1,881 km (1,169 mi) as 19028 Jammu Tawi Bandra Terminus Vivek Express
Service frequencyOne day a week. 19027 Bandra Terminus Jammu Tawi Vivek Express – Saturday, 19028 Jammu Tawi Bandra Terminus Vivek Express - Monday
On-board services
Class(es)AC 2 tier, AC 3 tier, Sleeper Class, General Unreserved
Seating arrangementsYes
Sleeping arrangementsYes
Catering facilitiesNo Pantry Car attached
Observation facilitiesRake sharing with 19029/30 Bandra Terminus Delhi Sarai Rohilla Express
Technical
Rolling stockStandard Indian Railway coaches
Track gauge
Track gauges
By transport mode
Tram · Rapid transit
Miniature · Scale model
By size (list)
Graphic list of track gauges

Minimum
  Fifteen inch 381 mm (15 in)

Narrow
  Two foot and
600 mm
597 mm
600 mm
603 mm
610 mm
(1 ft 11 12 in)
(1 ft 11 58 in)
(1 ft 11 34 in)
(2 ft)
  750 mm,
Bosnian,
Two foot six inch,
800 mm
750 mm
760 mm
762 mm
800 mm
(2 ft 5 12 in)
(2 ft 5 1516 in)
(2 ft 6 in)
(2 ft 7 12 in)
  Swedish three foot,
900 mm,
Three foot
891 mm
900 mm
914 mm
(2 ft11 332 in)
(2 ft 11 716)
(3 ft)
  Metre 1,000 mm (3 ft 3 38 in)
  Three foot six inch,
Cape, CAP, Kyōki
1,067 mm (3 ft 6 in)
  Four foot six inch 1,372 mm (4 ft 6 in)

  Standard 1,435 mm (4 ft 8 12 in)

Broad
  Russian,
Five foot
1,520 mm
1,524 mm
(4 ft 11 2732 in)
(5 ft)
  Irish 1,600 mm (5 ft 3 in)
  Iberian 1,668 mm (5 ft 5 2132 in)
  Indian 1,676 mm (5 ft 6 in)
  Brunel 2,140 mm (7 ft 14 in)
Change of gauge
Break-of-gauge · Dual gauge ·
Conversion (list· Bogie exchange · Variable gauge
By location
North America · South America · Europe
World map, rail gauge by region
Operating speed110 km/h (68 mph) maximum
50.85 km/h (32 mph), including halts
Route map

ବାନ୍ଦ୍ରା ଟର୍ମିନସ ଜମ୍ମୁ ତୱି ବିବେକ ଏକ୍ସପ୍ରେସ , ଭାରତୀୟ ରେଳବାଇ ର ଏକ ଏକ୍ସପ୍ରେସ ଟ୍ରେନ । ଏହା ଭାରତୀୟ ରେଳବାଇ ଦ୍ଵାରା ପ୍ରଚଳିତ ବିବେକ ଏକ୍ସପ୍ରେସ ଟ୍ରେନ ସିରିଜ ର ଏକ ଟ୍ରେନ ଓ ଏହା ମୁମ୍ବାଇ ନିକଟସ୍ଥ ବାନ୍ଦ୍ରା ଟର୍ମିନସ ଠାରୁ ଜମ୍ମୁ ତୱି ପର୍ଯ୍ୟନ୍ତ ସାପ୍ତାହିକି ଭାବରେ ଚାଲିଥାଏ । 


କୋଚ ସମୂହ 

ଏଥିରେ 1 ଟି 2 ତାୟର AC , 3 ଟି AC 3 ତାୟର, 8 ଟି ସ୍ଳିପର , 6 ଟି ସାଧାରଣ ବଗି ରହିଥାଏ । ଦରକାର ମୁତାବିକ ଏହି ସଂଯୋଗ ର ପରିବର୍ତନ ହେଇଥାଏ । 

Service

ଏହି ଟ୍ରେନ ସମୁଦାୟ 1886 କିଲୋମିଟର ଯାତ୍ରାପଥ କୁ ଗଲା ବେଳେ 37 ଘଣ୍ଟା 10 ମିନିଟ ଓ ଫେରନ୍ତା ଯାତ୍ରା ରେ 36 ଘଣ୍ଟା 55 ମିନିଟ ରେ ଅତିକ୍ରମ କରେ । 

ଟ୍ରେନ ର ହାରାହାରି ବେଗ 55 କିଲୋମିଟର ରୁ କମ ଓ ଏହା ସୁପରଫାଷ୍ଟ ଶ୍ରେଣୀ ର ଅନ୍ତର୍ଭୁକ୍ତ ନୁହେ । 

19027 Vivek Express - AC 3 tier coach
Electronic coach display board of 19027 Vivek Express

ଯାତ୍ରାପଥ 

ଯାତ୍ରାପଥ ରେ ହି ଟ୍ରେନ ଭଡାଡୋରା , ଅହମଦାବାଦ , ଆବୁ ରୋଡ , ଜୋଧପୁର , ହିସାର , ଲୁଧିଆନା ,ଦେଇ ଯାଇଥାଏ ।  

ସମୟ ସାରଣୀ 

ଏହି ଟ୍ରେନ ବାନ୍ଦରା ଠାରୁ ପ୍ରତ୍ୟେକ  ଶନିବାର ଦିନ 12.05 ଟା ରେ ବାନ୍ଦରା ଟର୍ମିନସ ରୁ ଛାଡି ତୃତୀୟ ଦିନ 10.15 ଟା ରେ ଜମ୍ମୁ ତୱି ଠାରେ ପହଞ୍ଚେ । 

ଏହି ଟ୍ରେନ ଜମ୍ମୁ ତୱି ଠାରୁ ପ୍ରତ୍ୟେକ ଶନିବାର ସୋମବାର ଦିନ 09.30 ଟା ରେ    ଛାଡି ପର ଦିନ ବାନ୍ଦରା ଟର୍ମିନସ ଠାରେ 22.25   ରେ  ଠାରେ ପହଞ୍ଚେ ।  

ବାହ୍ୟ ସଂଯୋଗ ସବୁ 

  • {{cite web}}: Empty citation (help)
  • {{cite web}}: Empty citation (help)
  • {{cite web}}: Empty citation (help)

ଆଧାର ସମୂହ