Jump to content

ବରି ସଙ୍ଗତ , ବିହାର

ଉଇକିପିଡ଼ିଆ‌ରୁ
୨୦:୨୦, ୪ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bari Sangat Bihar") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Bari Sangat Vaishali Bihar
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictVaishali
Location
ସ୍ଥାନHelabazar/Rambhadar, Hajipur
StateBihar
CountryIndia
Architecture
TypeIndian
Raajaputra "for Saints and Brahmans"
Website
N/A

ବରି ସଙ୍ଗତ ,ହଲେବଜାର , ବିହାର , ଏକା ହିନ୍ଦୁ ସଙ୍ଗତ । ଏହା ଭାରତୀୟ ରାଜ୍ୟ ବିହାର ର ହାଜିପୁର ଠାରେ ରହିଛି । ଏହି ସ୍ଥଳ ଅତି ପ୍ରାଚୀନ କାଳ ରେ ନିର୍ମିତ ହେଇଥିଲା । 

ଏହି ପବିତ୍ର ସ୍ଥଳୀ କୁ ପ୍ରାଚୀନ କାଳ ରୁ ଅନେକ ହିନ୍ଦୁ ଧର୍ମଗୁରୁ ଓ ଧାର୍ମିକ ବ୍ୟକ୍ତି ଆସୁଥିଲେ ଓ ବର୍ତମାନ ମଧ୍ୟ ଅନେକ ଭକ୍ତ ଆସି ଏଠାରେ ଉପାସନା କରିଥାନ୍ତି । []

ବୈଶାଳୀ / ହାଜୀ ପୁର ର ବରି ସଙ୍ଗତ 

ସଙ୍ଗତ କଣ ? 

ସଙ୍ଗତ ଏକା ହିନ୍ଦୁ ଶବ୍ଦ , ଏହା ସଂସ୍କୃତ ର "ସଂଘ" ରୁ ଆଦୃତ । ସନାତନ ଧର୍ମ ରେ " ସଙ୍ଗତ" ସ୍ଵତନ୍ତ୍ର ଅର୍ଥ ରଖିଥାଏ । ଗୁରୁ ଙ୍କ ଉପସ୍ଥିତି ରେ ଅନେକ ଲୋକଙ୍କ ସମାବେଶ କୁ ସଙ୍ଗତ କୁହାଯାଇଥାଏ । ଏଠି ପାଇଁ ଏକା ଆବାସ ନିର୍ମାଣ କରାଯାଇଥାଏ । 

ସଙ୍ଗତ ର ତାପ୍ତର୍ଜ୍ୟ

ବର୍ତମାନ  ମଧ୍ୟ ଭଗବାନ ରାମା ଓ ଭଗବାନ କୃଷ୍ଣ ଙ୍କ ଅନେକ ଭକ୍ତ ଏହି ପବିତ୍ର ସ୍ଥାନ କୁ ରେଳ ବା ସଡକ ପଥ ରେ ଆସି ଶାନ୍ତି ର ସହ ରହିଥାନ୍ତି । 

ପୁନଶ୍ଚ ଦେଖଣା 

  • List of Hindu temples in India
  • Hajipur

ଆଧାର 

  1. The sanctimonious place - Ramchaura Mandir, Hajipur [୧].