ବରି ସଙ୍ଗତ , ବିହାର

ଉଇକିପିଡ଼ିଆ‌ରୁ
ବରି ସଙ୍ଗତ , ବୈଶାଳୀ ବିହାର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictVaishali
Location
ସ୍ଥାନHelabazar/Rambhadar, Hajipur
StateBihar
CountryIndia
Architecture
TypeIndian
Raajaputra "for Saints and Brahmans"
Website
N/A

ବରି ସଙ୍ଗତ ,ହଲେବଜାର , ବିହାର , ଏକା ହିନ୍ଦୁ ସଙ୍ଗତ । ଏହା ଭାରତୀୟ ରାଜ୍ୟ ବିହାରର ହାଜିପୁରଠାରେ ରହିଛି । ଏହି ସ୍ଥଳ ଅତି ପ୍ରାଚୀନ କାଳରେ ନିର୍ମିତ ହେଇଥିଲା । 

ଏହି ପବିତ୍ର ସ୍ଥଳୀକୁ ପ୍ରାଚୀନ କାଳରୁ ଅନେକ ହିନ୍ଦୁ ଧର୍ମଗୁରୁ ଓ ଧାର୍ମିକ ବ୍ୟକ୍ତି ଆସୁଥିଲେ ଓ ବର୍ତ୍ତମାନ ମଧ୍ୟ ଅନେକ ଭକ୍ତ ଆସି ଏଠାରେ ଉପାସନା କରିଥାନ୍ତି । [୧]

ବୈଶାଳୀ / ହାଜୀ ପୁରର ବରି ସଙ୍ଗତ [ସମ୍ପାଦନା]

ସଙ୍ଗତ କଣ ? [ସମ୍ପାଦନା]

ସଙ୍ଗତ ଏକା ହିନ୍ଦୁ ଶବ୍ଦ , ଏହା ସଂସ୍କୃତର "ସଂଘ"ରୁ ଆଦୃତ । ସନାତନ ଧର୍ମରେ " ସଙ୍ଗତ" ସ୍ୱତନ୍ତ୍ର ଅର୍ଥ ରଖିଥାଏ । ଗୁରୁଙ୍କ ଉପସ୍ଥିତିରେ ଅନେକ ଲୋକଙ୍କ ସମାବେଶକୁ ସଙ୍ଗତ କୁହାଯାଇଥାଏ । ଏଠି ପାଇଁ ଏକା ଆବାସ ନିର୍ମାଣ କରାଯାଇଥାଏ । 

ସଙ୍ଗତର ତାପ୍ତର୍ଜ୍ୟ[ସମ୍ପାଦନା]

ବର୍ତ୍ତମାନ  ମଧ୍ୟ ଭଗବାନ ରାମା ଓ ଭଗବାନ କୃଷ୍ଣଙ୍କ ଅନେକ ଭକ୍ତ ଏହି ପବିତ୍ର ସ୍ଥାନକୁ ରେଳ ବା ସଡକ ପଥରେ ଆସି ଶାନ୍ତିର ସହ ରହିଥାନ୍ତି । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of Hindu temples in India
  • Hajipur

ଆଧାର [ସମ୍ପାଦନା]

  1. The sanctimonious place - Ramchaura Mandir, Hajipur [୧].