Jump to content

ମହାମାୟା ଧାମ

ଉଇକିପିଡ଼ିଆ‌ରୁ
୧୯:୧୨, ୪ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Mahamaya Dham") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଫାଇଲ:Mahamaya temple.jpg
ଧୁବରୀ ମହାମାୟା ମନ୍ଦିର 

ମହାମାୟା ଧାମ,ଭାରତୀୟ ରାଜ୍ୟ ଆସାମ ର ବିଳାସିପରାସହର ରୁ 10 କିଲୋମିଟର ଦୂର ବର୍ତୀ ବିଗ୍ରିବାରୀ ଠାରେ ଅବସ୍ଥିତ । ଏହା ହିନ୍ଦୁ ଧର୍ମ ପାଇଁ  ଭାରତ ର ମୁଖ୍ୟ ଶକ୍ତି ପୀଠ[] ମଧ୍ୟ ରୁ ଅନ୍ୟତମ ।  ଏହାର ଆକର୍ଷଣ ଓ ଧାର୍ମିକ ପର୍ଯ୍ୟଟନ ପାଇଁ ଏହା କାମାକ୍ଷା ମନ୍ଦିର[] ସହ ସମତୁଲ କୁହାଯାଇଥାଏ । କଥିତ ଅଛି ଅତି ପ୍ରାଚୀନ କାଳ ରେ ପର୍ବତଜୋୱାର ର ଜମିଦାର ତଥା ସ୍ଥାନୀୟ କଚେରୀ , କୋଚେସ ଓ ନାଥ ଜାତି ର ଲୋକ ମାନଙ୍କ ଆରାଧ୍ୟା ଦେବୀ ଭାବରେ ମହାମାୟା ପୂଜା ଅପୁଥିଲେ । ପରେ ଆହୁରି ଅଧିକ  ହିନ୍ଦୁ  ତାଙ୍କୁ ଉପାସନା କରିବା ସହ ତଳ ଆସାମ ଅଞ୍ଚଳ ରେ ମହାମାୟା ମୁଖ୍ୟ ଦେବୀ ସ୍ଥାନ ନେଇଛନ୍ତି । 


ମନ୍ଦିର ରେ ବିଗତ 400 ବର୍ଷ ଧରି ପଶୁବଳି ପ୍ରଥା ରହିଛି । ବିଶେଷ କରି ଦୁର୍ଗାପୂଜା ସମୟ ରେ ସହସ୍ତ୍ରାଧିକ ପଶୁ ଓ ପକ୍ଷୀ ଙ୍କୁ ବଳି ଦିଆ ଯାଇଥାଏ । ଏହି ଅଞ୍ଚଳ ରେ କିଛି ନୂତନ ନିର୍ମାଣ କରାଗଲା ବେଳେ ମଧ୍ୟ ବଳି ଦିଆଯାଉଥିବାର କୁହା ଯାଏ । ଏହି ପ୍ରଥା ବିରୁଦ୍ଧ ରେ ଜଣ ଜାଗରଣ ଆରମ୍ଭ ହେଇଥିଲେ ମଧ୍ୟ ତାହା ବନ୍ଧ ହେଇପାରି ନାହିଁ ।  .[]

ଧୁବରୀ ମହାମାୟା ମଦିର ର ମୁଖ୍ୟ ପ୍ରବେଶ ଦ୍ଵାର

ଏଠାରୁ କିଛି କିଲୋମିଟର ଦୂର ରେ ଅନନ୍ୟ ଏକ ପୀଠ ମହାମାୟା ସ୍ନାନଘାଟ ମନ୍ଦିର ରହିଛି । ଲୋକବାଦ ଅନୁସାରେ ଦେବୀ ମହାମାୟା ସେଠାରେ ସ୍ନାନ ପାଇଁ ଯାଉଥିଲେ । ସେଠାରେ ପ୍ରତି ବର୍ଷ ଜାନୁଆରୀ ରେ " ଶକ୍ତି ଯଜ୍ଞ "ଅନୁଷ୍ଠିତ ହେଇଥାଏ । 

ଆଧାର ସମୂହ 

  1. Priceless heritage gets funds to survive.
  2. Sharma, B. K. Blueprint to develop tourist hotspots, The Telegraph, Kolkata, Jan 24, 2007
  3. Fried Eye Killing the festive spirit, Oct 2011

ବାହ୍ୟ ସଂଯୋଗ