Jump to content

ତାମ୍ରେଶ୍ୱରୀ ମନ୍ଦିର

ଉଇକିପିଡ଼ିଆ‌ରୁ
୧୮:୪୧, ୪ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Tamresari Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ତାମ୍ରେଶ୍ଵରୀ ମନ୍ଦିର,  କେଶଇଖାଇତିନାମ ରେ ମଧ୍ୟ ପରିଚିତ ଓ ଏହା ଭାରତୀୟ ରାଜ୍ୟ ଆସାମ ର ତିନିସୁକିଆ  ଜିଲ୍ଲା ର( ପୂର୍ବରୁ ଦିବ୍ରୁଗଡ ଜିଲ୍ଲା ର ଅଂଶ ଥିଲା )  ସଦିୟା ଠାରୁ 18 କିଲୋମିଟର ଦୂର ରେ ଅବସ୍ଥିତ । ଏଠାରେ 15 ଶ ଶତାବ୍ଦୀ ରେ ଚୁଟିଆ ବଂଶ ଦ୍ଵାରା ନିର୍ମିତ ହେଇଥିବା ପ୍ରାଚୀନ ମନ୍ଦିର ର ଧ୍ବଂଶା ବଶେଷ ମାତ୍ର ରହିଛି ।ଦେବୀ କାଲୀ ଙ୍କ ଏକା ଭିନ୍ନ ରୂପ ବୋଲି ବିଶ୍ଵାସ କରାଯାଉଥିବା ତମ୍ରେଶ୍ଵରୀ ଙ୍କ ଉପାସନା ପାଇଁ ଏହି ମନ୍ଦିର ନିର୍ମିତ ହେଇଥିଲା । କଥିତ ଅଛି ଦେବୀ ଙ୍କୁ କଞ୍ଚା ମାଂଶ ଭୋଗ ଆକାର ରେ ଦିଆଯାଉଥିଲା । .[]

ନାମକରଣ

ମନ୍ଦିର ର କାନ୍ଥ ଓ କବାଟ ମାନ ସୁନ୍ଦର ଭାବରେ ନିର୍ମିତ ହେଇଥିଲା ଓ ମୁଖ୍ୟ ଦ୍ଵାରା ନିକଟ ରେ ଦୁଇଟି ବିଶାଳ ହାତୀ ପ୍ରତିମୂର୍ତି ରେ ରୋପ୍ୟ ନିର୍ମିତ ଦନ୍ତ ରହିଥିଲା । କାନ୍ଥ ଗୁଡିକ ଆଚ୍ଛାଦିତ ନ ହେଇ ସମସ୍ତ ଦ୍ଵାର ତାମ୍ର ନିର୍ମିତ ଥିଲା ।ତେଣୁ ମନ୍ଦିର ର ନାମ ତମ୍ରେଶ୍ଵରୀ ହେଇଥିଲା । ସମଗ୍ର ପରିସର ସୁ-ଉଛ ପ୍ରାଚୀର ଦ୍ଵାରା ଆବଦ୍ଧ ଥିଲା ଓ ପରିସର ମଧ୍ୟ ରେ ମଣିଷ ବଳି ପାଇଁ ସ୍ଥାନ ରହିଥିଲା ।  .[]

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)