ତାମ୍ରେଶ୍ୱରୀ ମନ୍ଦିର
ତାମ୍ରେଶ୍ୱରୀ ମନ୍ଦିର, କେଶଇଖାଇତିନାମରେ ମଧ୍ୟ ପରିଚିତ ଓ ଏହା ଭାରତୀୟ ରାଜ୍ୟ ଆସାମର ତିନିସୁକିଆ ଜିଲ୍ଲା ର( ପୂର୍ବରୁ ଦିବ୍ରୁଗଡ ଜିଲ୍ଲାର ଅଂଶ ଥିଲା ) ସଦିୟାଠାରୁ 18 କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ 15 ଶ ଶତାବ୍ଦୀ[୧]ରେ ଚୁଟିଆ ବଂଶଦ୍ୱାରା ନିର୍ମିତ ହୋଇଥିବା ପ୍ରାଚୀନ ମନ୍ଦିରର ଧ୍ୱଂଶା ବଶେଷ ମାତ୍ର ରହିଛି ।ଦେବୀ କାଲୀଙ୍କ ଏକା ଭିନ୍ନ ରୂପ ବୋଲି ବିଶ୍ୱାସ କରାଯାଉଥିବା ତମ୍ରେଶ୍ୱରୀଙ୍କ ଉପାସନା ପାଇଁ ଏହି ମନ୍ଦିର ନିର୍ମିତ ହେଇଥିଲା । କଥିତ ଅଛି ଦେବୀଙ୍କୁ କଞ୍ଚା ମାଂଶ ଭୋଗ ଆକାରରେ ଦିଆଯାଉଥିଲା । ..[୨]
ନାମକରଣ[ସମ୍ପାଦନା]
ମନ୍ଦିରର କାନ୍ଥ ଓ କବାଟ ମାନ ସୁନ୍ଦର ଭାବରେ ନିର୍ମିତ ହେଇଥିଲା ଓ ମୁଖ୍ୟଦ୍ୱାରା ନିକଟରେ ଦୁଇଟି ବିଶାଳ ହାତୀ ପ୍ରତିମୂର୍ତିରେ ରୋପ୍ୟ ନିର୍ମିତ ଦନ୍ତ ରହିଥିଲା । କାନ୍ଥଗୁଡ଼ିକ ଆଚ୍ଛାଦିତ ନ ହେଇ ସମସ୍ତ ଦ୍ୱାର ତାମ୍ର ନିର୍ମିତ ଥିଲା ।ତେଣୁ ମନ୍ଦିରର ନାମ ତମ୍ରେଶ୍ୱରୀ ହେଇଥିଲା । ସମଗ୍ର ପରିସର ସୁ-ଉଛ ପ୍ରାଚୀରଦ୍ୱାରା ଆବଦ୍ଧ ଥିଲା ଓ ପରିସର ମଧ୍ୟରେ ମଣିଷ ବଳି ପାଇଁ ସ୍ଥାନ ରହିଥିଲା । [୩]
ଆଧାର [ସମ୍ପାଦନା]
- ↑ DSIS. "Holiday Travellings, North East Holidays,North East Tour,North East India Tourism,North East Tour Packages,North East Holiday Packages,North East Travel,East India Tour,North East India Holidays,North East India Tour,northeast,Meghalaya Tourism,Assam tourism,Arunachal Pradesah Tourism,Tourism in Assam,Tourism in Meghalaya,Tourism in Arunachal,North East of India". Retrieved 12 June 2015.
- ↑ Dibyajyoti Sarma. "salt, sweat, smell". Retrieved 12 June 2015.
- ↑ "Sadiya - Tourism, History, Culture and other facts". Retrieved 12 June 2015.