ଚାମୁଣ୍ଡି ପାହାଡ
ଚାମୁଣ୍ଡି ପାହାଡ (Kannada: ಚಾಮುಂಡಿ ಬೆಟ್ಟ) ଭାରତୀୟ ରାଜ୍ୟ କର୍ଣାଟକ ର ମହଲ ସହର ମହିଶୂର ଠାରୁ 13 କିଲୋମିଟର ଦୁରବର୍ତୀ ସ୍ଥାନ ରେ ଅବସ୍ଥିତ । ଏହାର ହାରାହାରି ପତ୍ତନ 3,300 ଫୁଟ ।
ଆକର୍ଷଣ
ପ୍ରାଚୀନ ରାଜକୀୟ ମହିଶୂର ରାଜ୍ୟ ର ରାଜା ମାନଙ୍କ ଦ୍ଵାରା ନିର୍ମିତ ଓ ପରିଚାଳିତ ଚାମୁଣ୍ଡେଶ୍ଵରୀ ମନ୍ଦିର ପାହାଡ ର ଶିଖର ରେ ରହିଛି । ଏହା ରାଜା କୃଷ୍ଣରାଜା ୱାଡିୟାର III ଙ୍କ ସମୟ ରେ 1827 ମସିହା ରେ ପୁନର- ନିର୍ମିତ ହେଇଥିଲା ।
ମନ୍ଦିର
ଦେବୀ ଚାମୁଣ୍ଡି ଉପାସନା ପାଇଁ ନିର୍ମିତ ମନ୍ଦିର ପାହାଡ ଶିକ୍ଷାର ରେ ଥିବା ବେଳେ ପାହାଡ ଉପର କୁ ଯିବା ପାଇଁ 1008 ଟିପ୍ରସ୍ତର ସୋପାନ ରହିଛି । ଅରଧ ରାସ୍ତା ରେ ଭଗବାନ ଶିବ ଙ୍କ ବାହନ ନନ୍ଦୀ ଶଣ୍ଢ ଙ୍କ ପ୍ରସ୍ତର ପ୍ରତିମା ରହିଛି । ଏହା ଗୋଟିଏ କଳା ଗ୍ରାନାୟତପଥର ରେ 4.9ମିଟର ଉଛ ଓ 7.6 ପ୍ରସ୍ତ ବିଶିଷ୍ଟ । ଏହି ପାହାଡ ଉପରୁ ମହିଶୂର ସହର ର ବିହଙ୍ଗମ ଦ୍ରୁଷ୍ଟି ଦେଖାଯାଇଥାଏ ।
ପାହାଡ ଶିଖର ରୁ କରଞ୍ଜି ହ୍ରଦ ଓ ଅନେକ କ୍ଷୁଦ୍ର ମନ୍ଦିର ଦେଖାଯାଇଥାଏ ।
କିମ୍ବଦନ୍ତୀ
କିମ୍ବଦନ୍ତୀ କହେ , ଦେବୀ ଚାମୁଣ୍ଡେଶ୍ଵରୀ ମହିଷାସୁର ଅସୁର କୁ ତୀବ୍ର ଯୁଦ୍ଧ ପରେ ବଧ କରିଥିଲେ । ସେଥି ପାଇଁ ଦେବୀ ଙ୍କୁ "ମହିଷାସୁର ମର୍ଦିନୀ" ଭାବରେ ମଧ୍ୟ କୁହାଯାଏ । .[୧]
ପୁରାଣ ଅନୁସାରେ ଏହି ପାହାଡ କୁ ମହାବଳାଚଳ କୁହାଯାଏ । ଏଠାରେ 2 ଟି ପ୍ରାଚୀନ ମନ୍ଦିର ରହିଛି । ଚାମୁଣ୍ଡେଶ୍ଵରୀ ଙ୍କ ମନ୍ଦିର ସହ ମହାବଳେଶ୍ଵର ଙ୍କ ମନ୍ଦିର ମଧ୍ୟ ରହିଛି । ଏଠି ମଧ୍ୟ ରୁ ମହାବଳେଶ୍ବର ମନ୍ଦିର ବେଶି ପ୍ରାଚୀନ ।
ଗେଲେରୀ
-
Chariot
-
Durga Devi
-
Museum
-
A view of Chamundi Hills
ପୁନଶ୍ଚ ଦେଖଣା
- Chamundeswari Temple
Climbing Chamundi Hill; 1001 Steps with a Storyteller and a Reluctant Pilgrim. Ariel Glucklich. http://www.publishersweekly.com/978-0-06-050894-4