ଚାମୁଣ୍ଡି ପାହାଡ

ଉଇକିପିଡ଼ିଆ‌ରୁ
ଚାମୁଣ୍ଡି ପାହାଡକୁ ରାସ୍ତା 
ମହିଶୂରରୁ ଚାମୁଣ୍ଡି ଅଆହଦର ଦୃଶ୍ୟ 
ମହିଷାସୁର ଅସୁର 
ଚାମୁଣ୍ଡେଶ୍ୱରୀ ମନ୍ଦିର 

ଚାମୁଣ୍ଡି  ପାହାଡ (Kannada: ಚಾಮುಂಡಿ ಬೆಟ್ಟ) ଭାରତୀୟ ରାଜ୍ୟ କର୍ଣାଟକର ମହଲ ସହର ମହିଶୂରଠାରୁ 13 କିଲୋମିଟର ଦୁରବର୍ତୀ ସ୍ଥାନରେ ଅବସ୍ଥିତ । ଏହାର ହାରାହାରି ପତ୍ତନ 3,300 ଫୁଟ । 

ଆକର୍ଷଣ [ସମ୍ପାଦନା]

ପ୍ରାଚୀନ ରାଜକୀୟ ମହିଶୂର ରାଜ୍ୟର ରାଜା ମାନଙ୍କଦ୍ୱାରା ନିର୍ମିତ ଓ ପରିଚାଳିତ ଚାମୁଣ୍ଡେଶ୍ୱରୀ ମନ୍ଦିର ପାହାଡର ଶିଖରରେ ରହିଛି ।  ଏହା ରାଜା କୃଷ୍ଣରାଜା ୱାଡିୟାର III  ଙ୍କ ସମୟରେ 1827 ମସିହାରେ ପୁନର- ନିର୍ମିତ ହେଇଥିଲା ।  

ମନ୍ଦିର [ସମ୍ପାଦନା]

ଦେବୀ ଚାମୁଣ୍ଡି ଉପାସନା ପାଇଁ ନିର୍ମିତ ମନ୍ଦିର ପାହାଡ ଶିକ୍ଷାରରେ ଥିବା ବେଳେ ପାହାଡ ଉପରକୁ  ଯିବା ପାଇଁ 1008 ଟିପ୍ରସ୍ତର ସୋପାନ ରହିଛି । ଅରଧ ରାସ୍ତାରେ ଭଗବାନ ଶିବଙ୍କ ବାହନ ନନ୍ଦୀ ଶଣ୍ଢଙ୍କ ପ୍ରସ୍ତର ପ୍ରତିମା ରହିଛି । ଏହା ଗୋଟିଏ କଳା ଗ୍ରାନାୟତପଥରରେ 4.9ମିଟର ଉଛ ଓ 7.6 ପ୍ରସ୍ତ ବିଶିଷ୍ଟ । ଏହି ପାହାଡ ଉପରୁ ମହିଶୂର ସହରର ବିହଙ୍ଗମ ଦ୍ରୁଷ୍ଟି ଦେଖାଯାଇଥାଏ । 

ପାହାଡ ଶିଖରରୁ କରଞ୍ଜି ହ୍ରଦ ଓ ଅନେକ କ୍ଷୁଦ୍ର ମନ୍ଦିର  ଦେଖାଯାଇଥାଏ । 

କିମ୍ବଦନ୍ତୀ [ସମ୍ପାଦନା]

Welcome to Chamundi Hills

କିମ୍ବଦନ୍ତୀ କହେ , ଦେବୀ ଚାମୁଣ୍ଡେଶ୍ୱରୀ ମହିଷାସୁର ଅସୁରକୁ ତୀବ୍ର ଯୁଦ୍ଧ ପରେ ବଧ କରିଥିଲେ । ସେଥି ପାଇଁ ଦେବୀ  ଙ୍କୁ "ମହିଷାସୁର ମର୍ଦିନୀ" ଭାବରେ ମଧ୍ୟ କୁହାଯାଏ । .[୧]

ପୁରାଣ ଅନୁସାରେ ଏହି ପାହାଡକୁ ମହାବଳାଚଳ କୁହାଯାଏ । ଏଠାରେ 2ଟି ପ୍ରାଚୀନ ମନ୍ଦିର ରହିଛି । ଚାମୁଣ୍ଡେଶ୍ୱରୀଙ୍କ ମନ୍ଦିର ସହ ମହାବଳେଶ୍ୱରଙ୍କ ମନ୍ଦିର ମଧ୍ୟ ରହିଛି । ଏଠି ମଧ୍ୟରୁ ମହାବଳେଶ୍ୱର ମନ୍ଦିର  ବେଶି ପ୍ରାଚୀନ । 

ଗ୍ୟାଲେରି [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Chamundeswari Temple

Climbing Chamundi Hill; 1001 Steps with a Storyteller and a Reluctant Pilgrim. Ariel Glucklich. http://www.publishersweekly.com/978-0-06-050894-4

ବାହାର ଲିଙ୍କ [ସମ୍ପାଦନା]