ପଦ୍ମନାଭ ଇଞ୍ଜିନିୟରିଂ କଲେଜ, ରାଉରକେଲା
ଦେଖଣା
Padmanava College of Engineering | |
---|---|
ସ୍ଥାପିତ | 1999 |
ପ୍ରକାର | Private College |
ନିର୍ଦ୍ଦେଶକ | Mr. D. R. Patnaik[୧] |
ଅବସ୍ଥାନ | Rourkela, Odisha, India |
ପରିସର | Sector 04, Rourkela |
ଅନୁବନ୍ଧନ | BPUT AICTE |
ୱେବସାଇଟ | www.pcerkl.ac.in |
ପଦ୍ମନାଭ ଇଂଜିନିଯରିଂ କଲେଜ , ରାଉରକେଲା(PCE)ଭାରତୀୟ ରାଜ୍ୟ ଓଡିଶା ର ଶିଳ୍ପ ନଗର ରାଉରକେଲା ଠାରେ ଥିବା ଏକ ବେସରକାରୀ ଇଂଜିନିଯରିଂ କଲେକ । ଏହା 1999-2000 ମସିହା ରେ ପ୍ରତିଷ୍ଠା ହେଇ ଭୁବନେଶ୍ବର ଠାରେ ମୁଖ୍ୟ ଦପ୍ତର ଥିବା ପଦ୍ମନାଭ ଶିକ୍ଷ୍ୟା ଟ୍ରଷ୍ଟ ଦ୍ଵାରା ପରିଚାଳିତ ହେଇଥାଏ । ଏହାର ମୁଖ୍ୟ ଉଦେଶ୍ୟ ପଶ୍ଚିମ ଓଡିଶା ର ଜିଲ୍ଲା ମାନକ ପାଇଁ ଉତ୍ତମ ଯାନ୍ତ୍ରିକ ଶିକ୍ଷ୍ୟା ପ୍ରଦାନ କରିବା ।
ପଦ୍ମନାଭ ଇଂଜିନିଯରିଂ କଲେଜ ବିଜୁ ପଟ୍ଟନାୟକ ବାଇସେୟିକ ବିଶ୍ୱବିଦ୍ୟାଳୟ , ରାଉରକେଲା ସହ ଅନୁବନ୍ଧିତ ଥିବା ବେଳେ ଏହା କେନ୍ଦ୍ର ସରକାରଙ୍କ ISO 9001:2000 ମାନନ୍ୟତା ହାସଲ କରିଛି । .[୨]
ଏହି ଅନୁଷ୍ଠାନ ବର୍ତମାନ ସେକଟର 4 ଠାରେ ଚାଲୁଥିବା ବେଳେ ତାହାର ନୂତନ କୋଠା ସେକଟର 9 ଅଞ୍ଚଳ ରେ ନିର୍ମାଣାଧୀନ ।
ଆଧାର ସମୂହ
- ↑ "Governing Body". PCE Website.
- ↑ "PCE Affiliation". PCE Website.