ପଦ୍ମନାଭ ଇଞ୍ଜିନିୟରିଂ କଲେଜ, ରାଉରକେଲା

ଉଇକିପିଡ଼ିଆ‌ରୁ
ପଦ୍ମନାଭ ଇଂଜିନିୟରିଂ କଲେଜ
ସ୍ଥାପିତ୧୯୯୯
ପ୍ରକାରବେସରକାରୀ
ନିର୍ଦ୍ଦେଶକଡି.ଆର. ପଟ୍ଟନାୟକ
ଅବସ୍ଥାନରାଉରକେଲା[୧], ଓଡ଼ିଶା, ଭାରତ
ପରିସରସେକ୍ଟର ୪, ରାଉରକେଲା
ଅନୁବନ୍ଧନବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଏଆଇସିଟିଆଇ
ୱେବସାଇଟwww.pcerkl.ac.in


ପଦ୍ମନାଭ ଇଂଜିନିୟରିଂ କଲେଜ ରାଉରକେଲା(PCE)ଭାରତୀୟ ରାଜ୍ୟ ଓଡ଼ିଶାର ଶିଳ୍ପ ନଗର ରାଉରକେଲାଠାରେ ଥିବା ଏକ ବେସରକାରୀ ଇଂଜିନିୟରିଂ କଲେକ ।[୨] ଏହା ୧୯୯୯-୨୦୦୦ ମସିହାରେ ପ୍ରତିଷ୍ଠା ହୋଇ ଭୁବନେଶ୍ୱରଠାରେ ମୁଖ୍ୟ ଦପ୍ତର ଥିବା ପଦ୍ମନାଭ ଶିକ୍ଷା ଟ୍ରଷ୍ଟଦ୍ୱାରା ପରିଚାଳିତ ହେଇଥାଏ । ଏହାର ମୁଖ୍ୟ ଉଦେଶ୍ୟ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ପାଇଁ ଉତ୍ତମ ଯାନ୍ତ୍ରିକ ଶିକ୍ଷା ପ୍ରଦାନ କରିବା । 

ପଦ୍ମନାଭ ଇଂଜିନିଯରିଂ କଲେଜ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ବେଳେ ଏହା କେନ୍ଦ୍ର ସରକାରଙ୍କ ISO 9001:2000 ମାନ୍ୟତା ହାସଲ କରିଛି । ଏହି ଅନୁଷ୍ଠାନ ବର୍ତ୍ତମାନ ସେକ୍ଟର ୪ଠାରେ ଚାଲୁଥିବା ବେଳେ ତାହାର ନୂତନ କୋଠା ସେକଟର ୯ ଅଞ୍ଚଳରେ ନିର୍ମାଣାଧୀନ । 

ଆଧାର[ସମ୍ପାଦନା]

  1. http://timesofindia.indiatimes.com/city/bhubaneswar/Vacancies-force-seat-slash-in-15-engineering-colleges/articleshow/18025316.cms
  2. Orissa General Knowledge. Bright Publications. pp. 118–. ISBN 978-81-7199-574-5.