ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ
Vikram Dev Autonomous College, Jeypore | |
---|---|
ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜୟପୁର | |
ସ୍ଥାପିତ | 1947 |
ପ୍ରକାର | Education and Research Institution |
ଶିକ୍ଷାସମ୍ବନ୍ଧୀୟ ସଦସ୍ୟ | 51 |
ଅବସ୍ଥାନ | Jeypore, Odisha, India |
ପରିସର | Urban, 5 acres |
ୱେବସାଇଟ | www.vikramdebcollege.org |
ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜୟପୁର, ଭାରତୀୟ ରାଜ୍ୟ ଓଡିଶା ର କୋରାପୁଟ ଜିଲ୍ଲା ର ଜଯପୁର ଠାରେ ରହିଥିବା ଏକ ଡିଗ୍ରୀ ସ୍ତରୀୟ କଲେଜ । :
ଇତିହାସ
ପ୍ରତିଷ୍ଠା
1947 ମସିହା ରେ ଓଡିଶା ସରକାର ତାଙ୍କ ଉନ୍ନତିମୂଳକ କାର୍ଯ୍ୟ କ୍ରମ ରେ ଏଠାରେ ଜଯପୁର ର ପ୍ରାକ୍ତନ ରାଜା ବିକ୍ରମ ଦେବ ଙ୍କ ଦ୍ଵାରା ପ୍ରଦତ୍ତ ଜମି ରେ " ଜଯପୁର କଲେଜ" ନାମରେ ଏହାକୁ ଆରମ୍ଭ କରିଥିଲେ । 1961 ମସିହା ରେ ଏହାକୁ " ବିକ୍ରମ ଦେବ କଲେଜ " ଭାବରେ ପୁନର ନାମିତ କରାଯାଇଥିଲା । ଏହା 1961 ମସିହା ରେ ଉନ୍ନତି କରାଯାଇ ଡିଗ୍ରୀ ଶ୍ରେଣୀ ର ଆରମ୍ଭ କରାଯିଥିଲା । 1968 ମସିହା ରେ ଏଠାରେ ସମ୍ମାନ ଶ୍ରେଣୀ ଆରଭ ହେବା ସହ 1979 ମସିହା ରେ ସ୍ନାତକୋତ୍ତର ବିଭାଗ ସବୁ ମଧ୍ୟ ଆରମ୍ଭ ହେଇଥିଲା । 1991-92 ମସିହା ରେ ଏହି କଲେଜ UGC ଦ୍ଵାରା ଉତ୍ତମ ଶିକ୍ଷ୍ୟା କେନ୍ଦ୍ର ଭାବରେ ମାନ୍ୟତା ଲାଭ କରି ସ୍ଵୟାଂଶାସିତ ସ୍ତର କୁ ଆସିଲା । ଆଦିବାସୀ ଅଧ୍ୟୁଷିତ , ମରୁଡି ଗ୍ରସ୍ତ , ଉପାନ୍ତ ଅଞ୍ଚଳ କୋରାପୁଟ ଜିଲ୍ଲା ରେ ଥିଲେ ମଧ୍ୟ ଏହି କଲେଜ ସମଗ୍ର ରାଜ୍ୟ ର ଏକ ଉତ୍ତମ ଉତ୍ଚ ଶିକ୍ଷ୍ୟା ଅନୁଷ୍ଠାନ ଭାବରେ ବର୍ତମାନ ପରିଚିତ ।
ବାହ୍ୟ ସଂଯୋଗ
ପୁନଶ୍ଚ ଦେଖଣା
- Higher education in Orissa
- Jeypore