Jump to content

ଗୌତମ ବୁଦ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
୨୦:୧୨, ୧ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Gautam Budha Wildlife Sanctuary") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଗୌତମ ବୁଦ୍ଧ ବନ୍ୟାପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ ବିହାର ର ଗୟା ଜିଲ୍ଲା  ଠାରେ ଥିବା ଏକ ବନ୍ୟଜନ୍ତୁ ଅଭୟାରଣ୍ୟ ।ଏହାର କିଛି ଅଞ୍ଚଳ ଝାରଖଣ୍ଡ ରାଜ୍ୟ ର କୋଦେରମା ଜିଲ୍ଲା ରେ ରହିଛି । 

ଏହା 1970 ମସିହା ରେ ସ୍ଥାପିତ ହେଇଥିଲା ଓ ତାହା ଆଗରୁ ଏହା ଏକ ବେସରକାରୀ ଶିକାର ସ୍ଥଳ ଥିଲା । ଏହାର ଆୟତନ 259 ବର୍ଗକିଲୋମିଟର । []

ନିମ୍ମ  ଗାଙ୍ଗେୟ ସମତଳ ଭୂମିର ଆର୍ଦ୍ର ଅରଣ୍ୟ ସହ ଛୋଟ ନାଗପୁର ମାଳଭୂମି ର ଶୁଷ୍କ ଅରଣ୍ୟ ର କିଛି ଅଞ୍ଚଳ ଏଥିରେ ରହିଛି । ଏଠାରେ ଶୁଷ୍କ ଓ ଆର୍ଦ୍ର ଜାତୀୟ ସାଲ ବୃକ୍ଷ ସହ କଣ୍ଟା ଜାତୀୟ ବୃକ୍ଷ ମଧ୍ୟ ଦେଖାଯାଇଥାଏ । []

ଭାରତୀୟ ଜଙ୍ଗଲ ରେ ଥିବା ସମସ୍ତ ପ୍ରକାର ଜନ୍ତୁ ସହ ବ୍ୟାଘ୍ର , ଚିଟା ବାଘ , ଭାଲୁ ଚିତଳ ଆଦି ଏଠାରେ ରହନ୍ତି । 

ଏହି ଅଭୟାରଣ୍ୟ ରେ ଏକ ରେସ୍ଟ ହାଉସ ରହିଛି । ଏହା ନିକଟତମ ରେଳ ଷ୍ଟେସନ ଓ ବିମାନ ବନ୍ଦର ଥିବା ଗୟା ଠାରୁ 65 କିଲୋମିଟର ଦୂର ବର୍ତୀ । 

ଆଧାର ସମୂହ 

  1. Negi, Sharad Singh (2002).
  2. Negi, Sharad Singh (2002).