Jump to content

ରାୟଚୂର ତାପଜ ବିଦ୍ୟୁତ କେନ୍ଦ୍ର

ଉଇକିପିଡ଼ିଆ‌ରୁ
୧୭:୪୫, ୧ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Raichur Thermal Power Station") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ରାୟଚୂର ତାପଜ ବିଦ୍ୟୁତ କେନ୍ଦ୍ର (RTPS) ଏକ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର । ଏହା ଭାରତୀୟ ରାଜ୍ୟ କର୍ଣାଟକ ର ରାୟଚୂର ଜିଲ୍ଲା ରେ ଅବସ୍ଥିତ । ଏହା କର୍ଣାଟକ ସରକାରଙ୍କ ଶକ୍ତି ବିଭାଗ ତରଫ ରୁ ପରିଚାଳିତ ହେଇଥାଏ । ଏହା କର୍ଣାଟକ ର ପ୍ରଥମ ତାପଜ ବିଦ୍ୟୁତ କେନ୍ଦ୍ର ।  ଏହା 1985 ମସିହା ରେ ସ୍ଥାପିତ ହେଇ କର୍ଣାଟକ ର ପ୍ରାୟ 40% ଉତ୍ପାଦିତ ଶକ୍ତି ଦେଇଥାଏ । .[]

  []

Electricity production

କୋଇଲା କୁ ଜଳି ଜଳ ରୁ ବସ୍ଫ ନିର୍ଗତ ଦ୍ଵାରା ବିଦ୍ୟୁତ ଉତ୍ପାଦିତ ହେଇଥାଏ । ଏହି ପ୍ରକଳ୍ପ ରେ ଦୈନିକ 35 ମେଗାୱାତ୍ତ ଶକ୍ତି ଉପପନ୍ନ ହେଇଥାଏ ।  []

ନୋଟ ସବୁ 

  1. "All units of RTPS going full steam". Online Edition of The Hindu, dated 2007-01-07. Chennai, India. 2007-01-07. Retrieved 2007-11-01.
  2. "Karnataka Power Corporation Limited, 2 x 210 MW Raichur Themal Power Plant : Stages – I & II" (PDF). Online Webpage of TCE Consulting Engineers Ltd., A TATA Enterprise. Retrieved 2007-11-01.
  3. "Guidelines for Hazardous waste, Part I, Recommendations for environmental politics and administration, Introduction of collection and disposal systems under particular consideration of framework conditions in India and Vietnam, Ver 1.0, Oct 2006" (PDF). Sacodi Project. Retrieved 2007-11-01.