Jump to content

ରାମଗଡ଼

ଉଇକିପିଡ଼ିଆ‌ରୁ
୨୩:୧୮, ୩୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Ramgarh Block Palamu") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ରାମଗଡ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ର ପାଲାମୁ ଜିଲ୍ଲା ର ଏକ ବ୍ଲକ ଅଞ୍ଚଳ । ଏହା ହୋରଣ୍ଡା ନାମ ରେ ମଧ୍ୟ ପରିଚିତ । 

ଅବସ୍ଥିତି 

ଏହା  ପଲାମୁ ର ମୁଖ୍ୟ ଦପ୍ତର ଠାରୁ 27 କିଲୋମିଟର ଦୂର ରେ ଅବସ୍ଥିତ । []ଏହାର ଏକ ପାଟ ରେ ପର୍ବତ ସମୂହ ରହିଛି । ଏଠାରେ ଅସୁରୀ ଭାଷା ବ୍ୟବହାର ହେଇଥାଏ । ଭୋଜପୁରୀ ଓ ହିନ୍ଦୀ ମଧ୍ୟ ପ୍ରଚଳିତ ରହିଥାଏ । ଭାଷା ସବୁ ପାଇଁ ଦେବନାଗରୀ ଲିପି ବ୍ୟବହାର ହେଇଥାଏ ।[] 

ପୁନଶ୍ଚ ଦେଖଣା 

  • Daltonganj Assembly
  • Palamu Loksabha constituency
  • Jharkhand Legislative Assembly
  • Jharkhand
  • Palamu

ଆଧାର ସମୂହ 

  1. {{cite encyclopedia}}: Empty citation (help)
  2. {{cite encyclopedia}}: Empty citation (help)